Lose Belly Fat- ନଡିଆ ତେଲରେ ଏହି ଜିନିଷ ମିଶାଇ ଲଗାନ୍ତୁ, 15 ଦିନରେ ମୋଟା ପେଟ ହେଇଯିବ ଗାୟବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ଯେତେବେଳେ ଏକ୍ସଟ୍ରା ଫ୍ୟାଟ ଜମା ହୋଇଯାଇଥାଏ । ତେବେ ଶରୀରକୁ ମୋଟା କରିଦେଇଥାଏ। ଶରୀରର ପେଟ, ଜଙ୍ଘ, ହାତ ଏହିପରି କିଛି ଜାଗା ମାନଙ୍କରେ ଅଧିକ ଫ୍ୟାଟ ଡିପୋଜିଟ ହୋଇ ସେହି ସ୍ଥାନକୁ ମୋଟା କରିଥାଏ । ବହୁତ ଲୋକଙ୍କର ପେଟରେ ଫ୍ୟାଟ ବଢି ଆକାର ବଢିଥାଏ । ଯାହାକୁ ବେଲି ଫ୍ୟାଟ ମଧ୍ୟ କୁହାଯାଇଥାଏ ।

ତେଣୁ ବେଲି ଫ୍ୟାଟ ଠାରୁ ଆରମ୍ଭ କରି ଯେଉଁ ସବୁ ସ୍ଥାନରେ ଫ୍ୟାଟ ଯମୁଛି । ଯଦି ସେହି ସ୍ଥାନରୁ ଝାଳ ଅଧିକ ବାହାରିଥାଏ । ତେବେ ଧୀରେ ଧୀରେ କରି ଚର୍ବି ହଟିଥାଏ । ସେଥିପାଇଁ ଲୋକମାନେ ଏକ୍ସରସାଇଜ ଉପରେ ଅଧିକ ଫୋକୋଷ କରିଥାନ୍ତି । ଏକ୍ସରସାଇଜ କରିବା ସହିତ ଯଦି ଆଜି କହିବା ପାଇଁ ଯାଉଥିବା ରେମିଡିକୁ ଆପଣାଇବେ ।

ତେବେ ବହୁତ ଶୀଘ୍ର ଶରୀରରୁ ଅଯଥା ଚର୍ବି ଦୂର ହୋଇପାରିବ । ଏହି ଉପାୟକୁ କରିବା ପାଇଁ ଯେଉଁ ୩  ଟି ସାମଗ୍ରୀର ଆବଶ୍ୟକତା ରହିଛି । ସେ ୩  ଟି ସାମଗ୍ରୀ ଆପଣଙ୍କ ଘରୁ ହିଁ ସହଜରେ ଉପଲବ୍ଧ ହୋଇଯିବ । ସେ ୩ ଟି ସାମଗ୍ରୀ ହେଉଛି । ଭାସେଲିଣ, ଭିକ୍ଷ ଓ ସୋରିଷ ତେଲ ।

ଏହି ୩  ଟି ସାମଗ୍ରୀର ମିଶ୍ରଣରେ ଯେଉଁ ରେମିଡି ପ୍ରସ୍ତୁତ ହୋଇବ ତାହା ବହୁତ ଶୀଘ୍ର ଶରୀରରୁ ବେଲି ଫ୍ୟାଟକୁ ଘଟାଇବାରେ ସାହାଜ୍ଯ କରିବ । ପ୍ରଥମେ ଭାସେଲିନରୁ ଅଧ ଚାମଚ ଆଣି ଏକ ପାତ୍ରରେ ରଖନ୍ତୁ । ତାପରେ ଭିକ୍ଷରୁ ଅଧ ଚାମଚ ସେହି ଭାସେଲିନ ରଖିଥିବା ପାତ୍ରରେ ରଖନ୍ତୁ । ତାପରେ ସେଥିରେ ଅଧ ଚାମଚ ସୋରିଷ ତେଲ କିମ୍ବା ନଡିଆ ତେଲ ମିଶାନ୍ତୁ ।

ତାପରେ ୩ ଟି ଯାକ ସାମଗ୍ରୀକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଆପଣ ଅଧ ଚାମଚ ବଦଳରେ ନିଜ ଶରୀର ପାଇଁ ଯେତିକି ମାତ୍ରାରେ ଆବଶ୍ୟକ ହୋଇବ । ସବୁଥିରୁ ସେହି ଅନୁସାରେ ହିଁ ନେଇପାରିବେ । ତାପରେ ଯେଉଁ ଜାଗାରେ ଆପଣଙ୍କର ଚର୍ବି ବଢିଛି । ସେହି ସ୍ଥାନରେ ଏହି ପ୍ରସ୍ତୁତ କରିଥିବା ରେମିଡିକୁ ଲଗାଇ ତାକୁ ଏକ ପଲିଥିନ ଜରୀରେ ଘୋଡାଇ ରଖନ୍ତୁ ।

ତାପରେ କିଛି ସମୟ ପରେ ଦେଖିବେ । ସେହି ସ୍ଥାନରୁ କିଛି ଚର୍ବି ତରଳି ସେଠାରୁ ଝାଳ ନିର୍ଗତ ହେଉଛି । ଖାସ୍ କରି ଯେଉଁ ମାନଙ୍କର ବେଲି ଫ୍ୟାଟ ଅଧିକ ବଢି ପେଟର ଆକାର ବୃଦ୍ଧି ହେଉଛି । ସେମାନେ ଏହି ଉପାୟକୁ ନିଜ ପେଟରେ ଲଗାନ୍ତୁ । ଏହିପରି କିଛି ଦିନ କରିବା ପରେ ଆପଣଙ୍କର କେତେ ମାତ୍ରାରେ ଚର୍ବି ଘଟି ଶରୀର ସ୍ଲିମ ହୋଇଯିବ । ଗର୍ଭବତୀ ମହିଳାଙ୍କୁ ଛାଡି ଅନ୍ୟ ସମସ୍ତେ ଏହାକୁ ଲଗାଇପାରିବେ ।

ସକାଳ ଏକ୍ସରସାଇଜ କରିବା ସମୟରେ ଏହାକୁ ଲଗାଇ ଏକ୍ସରସାଇଜ କରିବା ଦ୍ଵାରା ଶରୀରରୁ ବହୁତ ମାତ୍ରାରେ ଚର୍ବି କମିଥାଏ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *