ମୁହଁରେ ଥିବା ବ୍ରଣ, କଳା ଦାଗ, ରୁମ ଛିଦ୍ର କୁ କେବଳ ଗୋଟେ ଦିନରେ ସବୁଦିନ ପାଇଁ ଦୂର କରନ୍ତୁ, ଘରେ ହିଁ ତିଆରି କରନ୍ତୁ ଏହି ଫେସପ୍ୟାକ

ନମସ୍କାର ବନ୍ଧୁଗଣ ,   ମୁଁହ ଉପରେ ଚର୍ମ ଛିଦ୍ର ,  ଖାଲ ହେଇଯିବା ଦେଖିଥାଉ , କିନ୍ତୁ ଏହା କଣ ପାଇଁ ହୋଇଥାଏ ଏବଂ ଏହାର ଉପଚାର ବିଷୟରେ ଜାଣିନଥାଉ । ଆଜି ଆମେ ଜାଣିବା ଏହା କଣ ପାଇଁ ହୋଇଥାଏ । ଆମ ଶରୀରରେ ରହିଥାଏ ଛୋଟ କୋଣା ଯେବେ ସେଥିରେ ତେଲ ଜମିଯାଇ ଥାଏ । ତେବେ ଆମକୁ ଏହି  ସମସ୍ୟା ହୋଇଥାଏ । ଯେତେ ବେଳେ ଆମ ମୁହଁ ରେ ଅଧିକ ପରିମାଣରେ ତେଲ ଜଣା ହେବା ଏବଂ ବାହାରି ଆସିବା ହୋଇଥାଏ ।

ସେହି ସମୟରେ ଆମ ସ୍କିନ ବହୁତ ଲମ୍ବାଳିଆ ହୋଇଯାଇଥାଏ । ଯାହା ଦ୍ଵାରା ଆମ ଓପେନ ପୋରସ ବା ରୁମ ଛିଦ୍ର  ମୁହଁରେ ଖାଲ , ଗାତ ଭଳି ବାହାର କୁ ଦେଖାଯାଇଥାଏ । ଯଦି ଆପଣ ଏହି ଚାରୋଟି ଉପାୟ କୁ ସବୁ ଦିନ କରିବା ଦ୍ଵାରା ଆପଣଙ୍କ ସମସ୍ୟା ଦୂର ହୋଇଥାଏ ଏବଂ ଯେଉଁମାନଙ୍କର ଏହି ସମସ୍ୟା ନ ଥାଏ ।

ଏହି ଉପାୟ କୁ କରିବା ଦ୍ଵାରା ଜୀବନରେ କେବେବି ଏହି ସମସ୍ୟା ହୋଇନଥାଏ । ଆମେ ଏହି ତେଲ ବାହାରିବାକୁ ରୋକୀ ପାରିନଥାଉ କିନ୍ତୁ ଏହାକୁ କିଛି ଉପାୟ କରି ନିୟମିତ କରିପାରିବା । ଆମ ଦୈନନ୍ଦିକ ଜୀବନରେ ସ୍କିନ ର ଯତ୍ନ ନେବା ଉଚିତ୍ । ଆସନ୍ତୁ ଜାଣିବା ସେହି ଚାରୋଟି ପଦ୍ଧତି ବିଷୟରେ 1- ଏହା ହେଉଛି face wash  ପ୍ରଥମେ ଏକ କଫ ନିଅନ୍ତୁ ଏଥିରେ ଦୁଇ ଚାମୁଚ ମୂଳତାନୀ ମାଟି ପକେଇ ଏବଂ ଏଥିରେ ଅଳ୍ପ ପାଣି ମିଶେଇ ଏହାର ଏକ ପେଷ୍ଟ ବନେଇ ନିଅନ୍ତୁ ।

ଏବେ ଏହାକୁ ମୁହଁରେ ଲଗେଇ କିଛି ସମୟ ପରେ ଥଣ୍ଡା ପାଣି ରେ ଧୋଇ ନେବେ । ଏହା ଆମ ସ୍କିନକୁ ଭିତରୁ ସଫା କରିଥାଏ ଚର୍ମ ରେ ଥିବା ଆବର୍ଜନା କୁ ବାହାର କରିଥାଏ । 2- ହେଉଛି toner  ଯାହା ଲଗେଇବା ଉଚିତ୍  ଏକ କଫ ରେ ଗୋଲାପ ଜଳ ନେଇ ତୁଳା ସାହାଯ୍ୟ ରେ ମୁହଁର ସବୁ ସ୍ଥାନରେ ଭଲଭାବରେ ଲଗାନ୍ତୁ । ଯାହା ଫଳରେ ମୁହଁ ସଫା ହୋଇଥାଏ ଏହି ପଦ୍ଧତି କୁ କଦାପି ଭୁଲିବେ ନାହିଁ ।

3- moisturizer ଏହା ପାଇଁ ଆପଣ ଆଲୋବେରା ଜେଲ ନେବେ ଏହାକୁ ମୁହଁରେ ଲଗେଇବେ । ଆଲୋବେରା ଜେଲ ଆମ ସ୍କିନରେ ଜଳ ର ମାତ୍ରା କୁ ବଢାଇ ଥାଏ ଏବଂ ସ୍କିନ କୁ କୋମଳ କରିଥାଏ । ଅନେକ ଭାବନ୍ତି କି ତେଲିଆ ଚର୍ମ ଥିଲେ ଏହାକୁ ଲଗେଇବା ଅନୁଚିତ୍ ହୋଇଥାଏ । ତାହା ନୁହେଁ ଏହାକୁ ସମସ୍ତେ ଲଗେଇବା ଉଚିତ୍ ହୋଇଥାଏ ।

4 – ଏହି ପଦ୍ଧତିରେ ଆପଣ ନିଜତ ସବୁ ଦିନ ବ୍ୟବହାର କରୁଥିବା ସନ୍ କ୍ରିମ୍ ନେବେ ଏବଂ ବାହାରକୁ ଯିବା ପୂର୍ବରୁ ଏହାକୁ ସ୍କିନ ରେ ଲଗେଇକି ଯିବେ । ଏହି ଚାରୋଟି ଉପାୟ କରିବା ଦ୍ଵାରା ରୁମ ଛିଦ୍ର , କଳା ଦାଗ , ବ୍ରଣ ଆଦି ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *