Health Tips- ଗୋଟିଏ ସପ୍ତାହରେ ପେଟ କମାଇବାର ଉପାୟ ! ମହମ ପରି ତରଳିଯିବ ସବୁ ଚର୍ବି ବାସ ସକାଳୁ ପିଆନ୍ତୁ ଏହି ପାଣି

ନମସ୍କାର ବନ୍ଧୁଗଣ, ଆଜିର ଆଧୁନିକ ଯୁଗରେ ସୁନ୍ଦର ଦେଖା ଯିବାର ଏକ ନିଶା ଘାରିସାରିଛି ସମସ୍ତଙ୍କୁ । ଆଉ ଏହି ସୁନ୍ଦରତାରେ ଶରୀରର କିଛି ଅଙ୍ଗ ବାଧା ଆଣିଦେଉଛି । ଯେଭଲି ପେଟ ବଢିବା ସମସ୍ୟା ଏହା ଦ୍ଵାରା ଅନେକ ରୋଗ ମଧ୍ୟ ହୋଇଥାଏ ଅଧିକ ମୋଟାପଣ କାରଣରୁ । ଅନ୍ୟପଟେ ଆପଣଙ୍କ ସୁନ୍ଦରତାରେ ମଧ୍ୟ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଦିଏ । ତେବେ ଆପଣ କିଭଳି ଭାବରେ ଏକ ସପ୍ତାହ ମଧ୍ୟରେ ନିଜର ବଢିଥିବା ପେଟକୁ କମାଇ ନିଜର ଓଜନ କମାଇପାରିବେ ଆଜି ଆମେ ଆପଣ ମାନଙ୍କୁ ଏହା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ।

ପେଟ କମାଇବା ପାଇଁ ସବୁଠାରୁ ପ୍ରଥମ ଜିନିଷ ହେଉଛି ଜୀରା । ଜୀରା ଆପଣଙ୍କ ହଜମ ଶକ୍ତିକୁ ବଢାଇ ଦେଇଥାଏ । ଏବଂ ଆସିରିଟିକୁ ରିଡ୍ୟୁସ କରିଥାଏ । ଜୀରାରେ ଆଣ୍ଟି ଏଜିଙ୍ଗ କ୍ୟାଲିଟି ଥାଏ । ଜୀରା ବଢିଥିବା ପେଟକୁ କମାଇବା ପାଇଁ ଏକ ବଡ ସୋର୍ସ ଅଟେ । ଦିତୀୟ ସାମଗ୍ରୀ ଭାବରେ ଅଦାର ଆବଶ୍ୟକ ରହିଛି । ତୃତୀୟରେ ଲେମ୍ବୁ ଦରକାର । ଚତୁର୍ଥ ସାମଗ୍ରୀ ଭାବରେ ମହୁ ଆବଶ୍ୟକ ।

ଆପଣ ଏକ ପାତ୍ର ଗ୍ଯାସ ଉପରେ ରଖି ସେଥିରେ ଗୋଟେ କପ ପାଣି ଢାଳନ୍ତୁ  । ପାଣିକୁ ପ୍ରଥମେ ଭଲ ଭାବରେ ଫୁଟିବା ପାଇଁ ଦେବେ । ପାଣି ଭଲରେ ଫୁଟୁଥିବା ସମୟରେ ସେଥିରେ ପାକାନ୍ତୁ ଏକ ଚାମଚ ଜୀରା । ଏହାକୁ ଅତି କମରେ ଚାରି ରୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହି ଫୁଟୁଥିବା ପାଣିରେ ଅଦାକୁ ଛେଚି ଅଳ୍ପ ଅଦା ପକାନ୍ତୁ ।

ପାଣିରେ ଅଦା ଏବଂ ଜିରାକୁ ଭଲ ଭାବରେ ଫୁଟିବା ପାଇଁ ଛାଡିଦେବେ କିଛି ସମୟ । ଏହାପରେ ଆପଣ ଏହାକୁ ଗ୍ୟାସ ରୁ ଓଲ୍ହାଇ ପୁରା ଥଣ୍ଡା ନକରି ଅଳ୍ପ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।  ଏହାପରେ ଆପଣ ସେହି ପାଣିକୁ ଛାଣି ନେବେ । ଛାଣି ଦେଇଥିବା ପାଣିରେ ଫାଳେ ଲେମ୍ବୁ ରସ ମିଶାନ୍ତୁ ଏବଂ ସେଥିରେ ଅଧ ଚାମଚ ମହୁ ମିଶାନ୍ତୁ । ଏହିସବୁକୁ ଭଲ ଭାବରେ ମିଶାଇ ଦେବେ ।

ଧ୍ୟାନ ରଖିବେ କେବେ ମଧ୍ୟ ଅଧିକ ଗରମ ପାଣି କିମ୍ବା କ୍ଷୀରରେ ମହୁ ମିଶାଇବେ ନାହିଁ ଏହା ଆମ ଶରୀର ପାଇଁ ବହୁତ ଅଧିକ ହାନିକରକ ହୋଇଥାଏ । ସକାଳ ସମୟରେ ଖାଲି ପେଟରେ ଆପଣ ଏହାକୁ ଚାହା ଭଳି ପିଇବେ । ସନ୍ଧ୍ୟା ସମୟରେ ମଧ୍ୟ ପିଇବା ଆବଶ୍ୟକ । ଆପଣଙ୍କୁ ଏହି ପାଣିକୁ ଦିନକୁ ଦୁଇଥର ପିଇବାକୁ ପଡିବ ।

ଏହାଦ୍ୱାରା ଆପଣଙ୍କ ପେଟର ଚର୍ବି ସଂମ୍ପୂର୍ଣ କମିବାକୁ ଲାଗିଥାଏ । ଯାହାଦ୍ୱାରା ଆପଣଙ୍କ ଓଜନ କମିବା ସହ ଆପଣଙ୍କ ବଢିଥିବା ପେଟ ମଧ୍ୟ କମି ଯାଇଥାଏ । ଆଉ ଏହା କେବଳ ଏକ ସପ୍ତାହ ମଧ୍ୟରେ ନିଜର କାର୍ଯ୍ୟ ଦେଖାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *