Health Tips- ମାତ୍ର 3 ଟଙ୍କାର ଏହି ଜିନିଷର ରାମବାଣ ଉପାୟ, ଦବି ଯାଇଥିବା ଶିର ଗୋଟିଏ ରାତିରେ ତୁରନ୍ତ ଖୋଲି ଦେବ

ନମସ୍କାର ବନ୍ଧୁଗଣ , ଶରୀରର କୁ ସବୁ ବେଳେ ସୁସ୍ଥ ରଖିବା ପାଇଁ ଚାହୁଛନ୍ତି । ତେବେ ମୁଁ ଆଜି ଆପଣମାନଙ୍କୁ ଏପରି ଏକ ଉପାୟ ବିଷୟରେ ଅବଗତ କରାଇବି । ଯଦି ଆପଣ ସିଡି ଛଡିଲା ସମୟରେ ଗୋଡ ବିନ୍ଧା ହେଉଛି , ଆପଣଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ ଏବଂ ବସିଲା ସମୟରେ ଶିରା ଓଲଟିଯିବା ଆଦି ଅସୁବିଧା ହୋଇଥାଏ । ଏହା ଛଡା ଯଦି ଅଣ୍ଟା ବିନ୍ଧା , ଗଣ୍ଠି ବିନ୍ଧା ଆଦି ସମସ୍ୟା ର ସମାଧାନ କରିଥାଏ ।

ଏହି ଘରୋଇ ଉପକରଣ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ସମସ୍ତ ଦୂର ହୋଇଥାଏ ।   ଆମ ଶରୀରରେ ଶିରା ର ସମସ୍ଯା ହୋଇଛି ବୋଲି ଆମେ କିପରି ଯାଇଥାଉ । ଆମ ଶରୀରରେ ଶିରା ର କାର୍ଯ୍ୟ ଗୁରୁତ୍ଵପୂର୍ଣ୍ଣ ରହିଛି ଶିରା ଆମ ମସ୍ତିସ୍କକୁ ଅନେକ ପ୍ରକାରର ସୂଚନା ପ୍ରଦାନ କରିଥାଏ ଏବଂ ଏହା ସହିତ ରକ୍ତ ସଂଚାଳନ ମଧ୍ୟ କରିଥାରେ ।

କିନ୍ତୁ ଯଦି ଆମ ଶରୀରରେ ରକ୍ତ ସଂଚାଳନ ରେ ବାଧା ଦେଖାଯାଇଥାଏ , ତେବେ ଆମର ଶିରା ଦୁର୍ବଳ ହୋଇଯାଇଥାଏ ଏବଂ ଗଣ୍ଠି ରେ ବିନ୍ଧା ହୋଇଥାଏ । ଏହା ଯୋଗୁ ଆମ କୁ ବହୁ ପ୍ରକାରର ରୋଗର ସମାନ କରିବାକୁ ପଡିଥାଏ , ଯେପରିକି ଷ୍ଟୋକ ଆସିବା , ହଠାତ ମୁଣ୍ଡ ବୁଲାଇବା , ଡାଇବେଟିସ , ଗଣ୍ଠି ରେ ଯନ୍ତ୍ରଣା , ଟ୍ଯୁମର ଆଦି ସମସ୍ୟା ଦେଖାଯାଇଥାଏ ।

ଆସନ୍ତୁ ଜାଣିବା ଶିରା ରେ ଦୁର୍ବଳତା ହେବାର ଲକ୍ଷଣ ବିଷୟରେ , ଯଦି ଆପଣଙ୍କ ହାତ ଗୋଡ ଝିମ ଝିମ ହୋଇଯାଇଥାଏ । ଶରୀର କୁ ଅନୁଭବ ନ କରିପାରିବା , ଅତ୍ୟଧିକ ମୁଣ୍ଡ ବିନ୍ଧା ହେବ ଆଦି ଏହା ର ଲକ୍ଷଣ । ଶିରାରେ ଦୁର୍ବଳତା ସେତେ ବେଳେ ହୋଇଥାଏ ଯେବେ ଆମ ଶରୀରରେ ରକ୍ତ ର ପ୍ରବାହ ଠିକ ଭାବରେ ହୋଇନଥାଏ । ଶରୀର ରେ ମାଇଗ୍ରୀନ ମୁଣ୍ଡ ବିନ୍ଧା ଶିରାର ଦୁର୍ବଳତା ଯୋଗୁ ହୋଇଥାଏ ।

ଯଦି ଆପଣଙ୍କ  ଶରୀରରେ ମୁଣ୍ଡ ବିନ୍ଧା ବହୁତ ଦିନରୁ ହେଉଥାଏ , ତେବେ ଏହାକୁ ଅଣ ଦେଖା କରନ୍ତୁ ନାହିଁ । ବେଳେ ବେଳେ ଆମ ଆଖ ପାଖ ସମସ୍ତ ଜିନିଷ ଦେଖା ଯାଇନଥାନ୍ତି ଏହା ଯୋଗୁ ଆମ ବ୍ଲଡ ପ୍ରେସର ବଢିଯାଇଥାଏ । ଶରୀରରେ ରକ୍ତ ର ଅଭାବ ହୋଇଥାଏ ଏବଂ ହୃଦୟ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ । କିନ୍ତୁ ଏହି ଉପକରଣ କରିବା ଦ୍ଵାରା ଆପଣଙ୍କ ଶରୀର ର ଶିରା ସୁସ୍ଥ ରହିଥାନ୍ତି ଏବଂ ରକ୍ତ ସଞ୍ଚାଳନ ନିୟମିତ ଭାବରେ ହୋଇଥାଏ ।

ଏହି ଘରୋଇ ଉପକରଣ ପାଇଁ ଆବଶ୍ୟକ  ଜିନିଷ ହେଉଛି ଧନିଆ , ଗୁଜୁରାତି , ଲବଙ୍ଗ ଏବଂ ଡାଳ ଚିନି   ଇତ୍ୟାଦି । ପ୍ରଥମେ ଦୁଇ ଗ୍ଳାସ ପାଣି ଗ୍ୟାସ ଉପରେ ରଖିବେ , ଏବେ ଆପଣ  ଗୁଜୁରାତି , ଲବଙ୍ଗ ଏବଂ ଡାଳ ଚିନି କୁ ଗୁଣ୍ଡ କରିନେବେ ଏବଂ ଏହାକୁ ଗ୍ୟାସ ଉପରେ ଥିବା ପାଣିରେ ପକେଇ ନେବେ ଓ ଏଥିରେ ଧନିଆ ପକେଇ କିଛି ସମସ୍ୟା ଏହାକୁ ବନ୍ଦ କରିନେଇ ନଖ ଉଷୁମ ରେ ସେବନ କରନ୍ତୁ । ଏହାକୁ ସେବନ କରିବା ଦ୍ଵାରା ଶିରା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *