କାଉ ଦେଇଥାଏ ଧନଲାଭ ଓ ମୃତ୍ୟୁର ସଙ୍କେତ ! ଜାଣନ୍ତୁ କାଉର କେଉଁ ସଙ୍କେତ ଆପଣଙ୍କୁ କରେ ମାଲାମାଲ କେଉଁ ସଙ୍କେତ ଦେଲେ ମାଡିଆସେ ବିପଦ !

ନମସ୍କାର ବନ୍ଧୁଗଣ , ଈଶ୍ଵରକ ସୃଷ୍ଟି ର ମଣିଷ ହେଉଛି ଉତ୍ତମ ଏବଂ ଶ୍ରେଷ୍ଟ ଜୀବି । ଆମେ ଆମ ଚାରି ପାଖ ପରିବେଶରେ ଅନେକ ପ୍ରକାରର ପଶୁ ପକ୍ଷୀ ଦେଖିଥାଉ । ପଶୁ ଠାରୁ ଆମେ ପକ୍ଷୀ ପ୍ରତି ଆକର୍ଷିତ ହୋଇଥାଉ । କାରଣ ତାହା ଦେଖିବାକୁ ଅତ୍ୟଧିକ ସୁନ୍ଦର ହୋଇଥାନ୍ତି । ଅନେକ ଲୋକମାନେ ଘରେ ପଶୁପକ୍ଷୀ ମାନଙ୍କୁ ରଖିଥାନ୍ତି । ପଶୁମାନଙ୍କ ଭିତରୁ ଆମେ କୁକୁରକୁ ରଖିଥାଉ ଏବଂ ପକ୍ଷୀ ଭିତରୁ ଯାହାକୁ ଯେଉଁ ପକ୍ଷୀ ସୁନ୍ଦର ଲାଗେ ସେ ତାହାକୁ ରଖିଥାନ୍ତି ।

ପକ୍ଷୀ ମାନଙ୍କ ଭିତରୁ ଆମେ କାଉ କୁ ଅଧିକାଂଶ ଲୋକେ ପସନ୍ଦ କରିନଥାଉ । କାରଣ ତାହା ଦେଖିବାକୁ ସୁନ୍ଦର ଆକର୍ଷିତ ହୋଇନଥାଏ ଏବଂ  ତାହାର ସ୍ଵର କାନ ପାଇଁ ଭଲ ଲାଗିନଥାଏ । ତେଣୁ ସମସ୍ତ ତାକୁ ଦେଖିଲେ ମାତ୍ର ଆଡେଇ ଦିଅନ୍ତି । କିନ୍ତୁ କାଉ ର କିଛି ଶୁଭ ଏବଂ ଅଶୁଭ ଗୁଣ ବିଷୟରେ ଆପଣ ଜାଣିଲେ ଏହା ଆଉ ଆପଣ କରିବେ ନାହିଁ ।

କାଉ ମାନଙ୍କ ପାଖରେ କିଛି ବିଶେଷ ଗୁଣ ରହିଛି ଯେ ସେମାନେ ପୂର୍ବରୁ ଆସୁଥିବ ସମସ୍ୟାର ର ସଂକେତ ବୁଜିଯାଇଥାନ୍ତି । କୁହାଯାଏ  ଯେ କାଉ ମାନେ ଦୁଇଟି ଦୁନିଆରେ ରହିଥାନ୍ତି ପ୍ରଥମ ହେଲେ ମୃତ୍ୟୁ ପରଡ ସ୍ଥାନ ଏବଂ ଜୀବିତ ସ୍ଥାନ ବା ଆମେ ଯେଉଁଠି ରହିଥାଉ ପୃଥିବୀ ପୃଷ୍ଟରେ ରେ ରହିଥାନ୍ତି । ଆମ ପୂର୍ବପୁରୁଷ ମାନେ କାଉ ମାନଙ୍କ  ସାହାଯ୍ୟ ରେ ଆମମାନଙ୍କ ସହିତ ସମ୍ପର୍କ ରଖିଥାନ୍ତି ଏବଂ ଆମ୍ଭମାନଙ୍କ ଉପରେ ଆସୁଥିବା ସମସ୍ୟାର କିଛି ତଥ୍ୟ ଦେଇଥାନ୍ତି ।

ଆମେ କାଉ ମାନଙ୍କ ଶୁଭ ଏବଂ ଅଶୁଭ ବିଷୟରେ ଆଲୋଚନା କରିଥାଉ । ଆମ ଶାସ୍ତ୍ରରେ ଏହା ସମ୍ବନ୍ଧରେ ବର୍ଣନା କରିଛନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ଯଦି କାଉମାନେ ଆସି ଘରର ଛାତ ଉପରେ ବସି ଜୋର ସେ ରାବିବେ ବା ଝଗଡା କରିବେ ତେବେ ତାହା ଅଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ହୋଇଥାଏ ଯେ ଘରର ମୁଖ୍ୟକ ଉପରେ କୋଣସି ସଙ୍କଟ ଆସିଥାଏ ।

ଯଦି ଗଛରେ ବସିଥିବ କାଉ ର ରବ ଉତ୍ତର କିମ୍ବା ପୂର୍ବ କୁ ହୋଇଥାଏ ତେବେ ଆପଣଙ୍କ ଦିନ ବହୁତ ଶୁଭ ହୋଇଥାଏ । ଘରର ଉପରେ କାଉ ବସି ଯଦି ଦକ୍ଷିଣ ଆଡ କୁ ମୁହଁ କରିଥାଏ ତେବେ ଏହା ବହୁତ ଅଶୁଭ ସଂକେତ ହୋଇଥାଏ ଏବଂ ବ୍ୟକ୍ତି ର ମୃତ୍ୟୁ ମଧ୍ୟ ହୋଇପାରେ । ଯଦି ଆପଣ ବାହାରକୁ ଯିବା ସମୟରେ କୋଣସି କାଉ ପାଣି ପିଉଥିବାର ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ ଏବଂ ଆପଣଙ୍କୁ ଧନ ର ପ୍ରାପ୍ତି ହୋଇଥାଏ।

ଆପଣଙ୍କ କାର୍ଯ୍ୟ ସଫଳ ହୋଇଥାଏ । ଯଦି ଆପଣ କାଉ କୁ ମାଂସ ନେବାର ଦେଖନ୍ତି ତେବେ ଆପଣଙ୍କ  କୋଣସି ବଡ ଇଛା ପୂରଣ ହେବାକୁ ଯାଇଥାଏ । ଯଦି କାଉ ଆପଣଙ୍କୁ କୁମ୍ପି ଥାଏ ତେବେ ବ୍ୟକ୍ତି ର ଶରୀର ରୋଗଗ୍ରସ୍ତ ହୋଇଥାଏ । ସକାଳୁ ଯଦି କାଉ ଆସି ଆପଣଙ୍କ ର ପାଦ କୁ ସ୍ପର୍ଶ କରିଥାଏ ତେବେ ଆପଣଙ୍କ ଜୀବନରେ ଉନତି ହୋଇଥାଏ । ଏହା ଥିଲା କାଉ ର କେତୋଟି ଶୁଭ ଏବଂ ଅଶୁଭ ସଂକେତ । ଏଭଳି ପୋଷ୍ଟ  ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତି ।   

Leave a Reply

Your email address will not be published. Required fields are marked *