Hair Care Tips- ମାସରେ ଥରେ ଲଗାନ୍ତୁ ? ଜୀବନ ସାରା କେବେ ଧଳା କେଶ ଆସିବ ନାହିଁ !

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ରାମ ବାଣ ଘରୋଇ ଉପାୟ ଯାହାର ପ୍ରୟୋଗ ଦ୍ଵାରା କେଶ ଧଳା ହେବା ମୂଳରୁ ବନ୍ଦ ହୋଇ ଯାଇଥାଏ । ବନ୍ଧୁଗଣ ଆଜିକାଲି ସମୟରେ ଖୁବ କମ ବୟସରୁ ହିଁ ସମସ୍ତଙ୍କ କେଶ ଧଳା ହେବାର ଦେଖା ଯାଉଛି । ପୁରୁଷ ହେଉ ବା ନାରୀ ସମସ୍ତ ଙ୍କୁ  ନିଜ କେଶ ପସନ୍ଦ ଅଟେ । ଯଦି କେଶ ଧଳା ହୋଇଯାଏ ତେବେ ଏହି କାରଣ ରୁ କିଛି ଲୋକ ମାନସିକ ଚିନ୍ତା ରେ ଗ୍ରସ୍ତ ମଧ୍ୟ ହୋଇ ଯାଇଥାନ୍ତି  ।

କିଛି ଲୋକ ଏହି ସମସ୍ୟା ରୁ ବାହାରିବା ପାଇଁ ବିଭିନ୍ନ ଦାମୀ ଦାମୀ ଔଷଧ, ତେଲ ଓ ସାମ୍ପୁ ଆଦିର ସାହାର୍ଯ୍ୟ ମଧ୍ୟ ନେଇଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ଘରୋଇ ଉପାୟ ଟି ନେଇ ଆସିଛୁ, ତାହାକୁ ଆପଣ ଅତି ସହଜରେ ଘରେ ପ୍ରସ୍ତୁତ କରି କେଶ ଧଳା ହେବା ସମସ୍ଯା ରୁ ସବୁଦିନ ପାଇଁ ମୁକ୍ତି କରି ପାରିବେ ।

ବନ୍ଧୁଗଣ ଆଜିକାଲି ର ବଢୁଥିବା ପ୍ରଦୂଷଣ, ବଢୁଥିବା ଟେନସନ ଏବ॰ ଭୋଜନରେ ରେ ଜରୁରୀ ମିନେରାଲ ର ଅଭାବରୁ ଆଜିକାଲି ଅତି କମ ବୟସରୁ ହିଁ କେଶ ଧଳା ପଡୁଛି । ତାହାସହ କେଶ ଛିଣ୍ଡିବା ଓ ଝଡିବା ମଧ୍ୟ ଦେଖା ଯାଉଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଉପଚାର ଟି ସମ୍ବନ୍ଧରେ, ବନ୍ଧୁଗଣ ଭୃସୁଙ୍ଗ ପତ୍ର ସାଧାରଣତଃ ସମସ୍ତଙ୍କ ବାଡି ରେ ମିଳି ଯାଇପାରେ ।

ନଚେତ ଏହା ଆପଣଙ୍କୁ ଅତି ସହଜରେ ସୁଲଭ ମୂଲ୍ଯରେ ବଜାର ରୁ ମଧ୍ୟ ମିଳି ଯାଇ ପାରିବ । ଭୃସୁଙ୍ଗ ପତ୍ର ଏକ ଏପରି ପତ୍ର ଯାହାର ଗୁଣ ବିଷୟରେ ଖୁବ କମ ଲୋକ ଜାଣିଥିବେ । ଯାହାକି କେଶ କୁ କଳା ଓ ମଜବୁତ ରଖିବାରରେ ଖୁବ ସାହାର୍ଯ୍ୟ କରିଥାଏ । ତାହା ସହ ଆପଣଙ୍କୁ ଆବଶ୍ୟକ ହେବ ନଡିଆ ତେଲ ।  ବନ୍ଧୁଗଣ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ପ୍ରାୟତଃ ୫୦ ଗ୍ରାମ ନଡିଆ ତେଲ ପକାନ୍ତୁ ।

ଏହାପରେ ଏହାକୁ ଫୁଟିବାକୁ ଛାଡି ଦିଅନ୍ତୁ । ତେଲ ଟି ଫୁଟିବା ପରେ ଏଥିରେ କିଛି ଭୃସୁଙ୍ଗ ପତ୍ର ପକାଇ, ବର୍ତମାନ ଗ୍ଯାସ କୁ ସିମ କରି କିଛି ସମୟ ଛାଡି ଦିଅନ୍ତୁ । କିଛି ସମୟ ପରେ ଏହାକୁ ଗ୍ଯାସ ରୁ ଓହ୍ଳାଇ ଆଣି ଥଣ୍ଡା ହେବା ପାଇଁ ଛାଡନ୍ତୁ । ବର୍ତମାନ ଏହି ତେଲରୁ ଭୃସୁଙ୍ଗ ପତ୍ର ଗୁଡିକୁ ଛାଣି କୌଣସି ଏକ ବୋତଲ ରେ ଷ୍ଟୋର କରି ରଖି ନିଅନ୍ତୁ । ଏହି ତେଲ କୁ ସପ୍ତାହ ରେ ତିନି ଥର କେଶ ମୂଳ ରେ ଲଗାଇ ଭଲ ଭାବରେ ମାଲିସ କରନ୍ତୁ ।

ବଞ୍ଚି ଯାଇଥିବା ପତ୍ର କୁ ଗ୍ରାଇଣ୍ଡିଙ୍ଗ କରି ନିଜର କେଶ ମୂଳରେ ଲଗାନ୍ତୁ । ଏହା ଦ୍ଵାରା ଆପଣ ଙ୍କ କେଶ ଘନ ହୋଇ ଯିବା ସହ କଳା ମଧ୍ୟ ହୋଇଯିବ ଓ ଦୀର୍ଘ କାଳ ପର୍ଯ୍ୟନ୍ତ ମଜବୁତ ମଧ୍ୟ ରହିବ । ଏହାଦ୍ବାରା ଆପଣ ସବୁ ପ୍ରକାର ର କେଶ ଜନିତ ସମସ୍ଯା ରୁ ମୁକ୍ତି ପାଇ ପାରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆମ ପେଜ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *