Jyotish Shastra- କର୍କଟ ରାଶି August 2022 ସମ୍ପୂର୍ଣ ରାଶିଫଳ, ମିଳିବ ବଡ ଖୁସି ଖବର, ବଦଳିଯିବ ଜୀବନ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ପୁଣିଥରେ ନେଇ ଆସିଛୁ, କର୍କଟ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ  ୨୦୨୨ ଅଗଷ୍ଟ ମାସ ର ସଂପୂର୍ଣ୍ଣ ମାସିକ ରାଶିଫଳ । ଗ୍ରହ ମାନଙ୍କର ସ୍ଥିତି ଓ ଚଳନ ଜୀବନ ଉପରେ ବିଶେଷ ପ୍ରଭାବ ପକାଇ ଥାଏ ।ଏହି ମାସିକ ରାଶିଫଳ ଗ୍ରହ ମାନଙ୍କର ସ୍ଥିତି ଓ ନକ୍ଷେତ୍ର ମାନଙ୍କର ଚଳନ କୁ ନେଇ ଆଧାରିତ ।  ଯାହା ଫଳରେ ଜୀବନରେ କେତେବେଳେ ସୁଖ ଆସେ ତ ପୁଣି କେତେବେଳେ ଦୁଃଖ ମଧ୍ୟ ମାଡି ଆସିଥାଏ ।

ସେଥିପାଇଁ ଗ୍ରହ ମାନଙ୍କର ସ୍ଥିତି ଓ ଚଳଣ କୁ ନେଇ ଆଜି ଆମେ ଜାଣି ପାରିବା ୨୦୨୨ ମସିହା ଅଗଷ୍ଟ ମାସର କର୍କଟ ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ମାସିକ ରାଶି ଫଳ, ତାହା ସହ ଜାଣି ପାରିବା, ଅଶୁଭ ଗ୍ରହ ମାନଙ୍କର ଅଶୁଭତା କୁ ଖଣ୍ଡନ କରିବା ପାଇଁ କି କି ପ୍ରତିକାର ସବୁ କରିବାକୁ ହେବ । ବନ୍ଧୁଗଣ ୨୦୨୨ ମସିହା ଅଗଷ୍ଟ ମାସ ଟି କର୍କଟ ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ର ରେ ଭିନ୍ନ ଭିନ୍ନ ଫଳ ପ୍ରଦାନ କରିବ ।  ବିଶେଷ କରି ଶିକ୍ଷା କ୍ଷେତ୍ରରେ କର୍କଟ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଅଗଷ୍ଟ ମାସ ଟି ଭଲ ହେବାକୁ ଅଛି ।

ଏହି ମାସରେ ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନେ ଉନ୍ନତ ଫଳା ଫଳ ପ୍ରାପ୍ତ କରିବେ । କିନ୍ତୁ ଅନ୍ୟ ପଟେ କ୍ଯାରିୟର କ୍ଷେତ୍ରରେ ନକରାତ୍ମକ ଫଳ ପାଇ ପାରନ୍ତି । ତଥାପି ମାସର ଦ୍ଵିତୀୟ ଅଧ୍ୟାୟ ରେ କିଛି ଭଲ ଫଳାଫଳ ପାଇବେ । ଆର୍ଥିକ ଦ୍ରୁଷ୍ଟି ରୁ ମାସଟି ଭଲ ରହିବ । ସ୍ଵାସ୍ଥ୍ୟ ଜନିତ ସମସ୍ଯା ଥିଲେ ଏହି ମାସରେ ଦୂର ହୋଇଯିବ । କର୍କଟ ରାଶିର ବ୍ୟକ୍ତି ମାନଙ୍କ ପାଇଁ ମାସ ର ଶେଷ ୧୫ ଦିନ ଅତ୍ୟନ୍ତ ହିଁ ଭଲ ରହିବ ।

ଏହି ମାସରେ ଆପଣ ହଟାତ କୌଣସି ସ୍ଥାନ ରୁ ଆର୍ଥିକ ଲାଭ ମଧ୍ୟ ପାଇ ପାରନ୍ତି । କର୍କଟ ରାଶିର ଲୋକ ମାନେ ଏହି ସମୟରେ ନିଜ କାର୍ଯ୍ୟ ପାଇଁ କମ ପରିଶ୍ରମ କରି ମଧ୍ୟ ସଫଳତା ପାଇ ପାରନ୍ତି । ଏହି ଅବଧି ମଧ୍ୟରେ କର୍କଟ ରାଶିର ବ୍ୟକ୍ତି ମାନେ ଯଦି ବିଦେଶ ରେ ବ୍ୟାପାର କରୁଥା’ନ୍ତି, ତେବେ ସେହି ସ୍ଥାନରୁ ଅତ୍ୟନ୍ତ ସୁଖଦ ସମାଚାର ମଧ୍ୟ ପାଇ ପାରନ୍ତି । ମାସ ର ପ୍ରଥମ ଅବଧିରେ ଆପଣ କୌଣସି ସ୍ଥାନ ରୁ କିଛି ଟଙ୍କା ମଧ୍ୟ ପାଇ ପାରନ୍ତି ।

ନୂତନ ଆୟ ସୃଷ୍ଟି ହୋଇପାରେ । ସରକରୀ ଚାକିରି କରୁଥିବା ବ୍ୟକ୍ତି ବିଶେଷ ଙ୍କ ପାଇଁ ସମୟ ଟି ଭଲ ରହିବ । ଏହି ମାସ ଟି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ମଧ୍ୟ ସକାରାତ୍ମକ ଫଳା ଫଳ ପ୍ରାପ୍ତ କରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ହେବ । ଏହାଛଡା ଏହି ମାସରେ କର୍କଟ ରାଶି ର ଲୋକ ମାନଙ୍କର ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଥାରେ ବାଦ ବିବାଦ ଲାଗି ରହିପାରେ । ଭାଷାରେ ସଂଯମତା ରଖନ୍ତୁ । ଏହି ମାସରେ କର୍କଟ ରାଶି ର ଅବିବାହିତ ଲୋକ ମାନେ ବିବାହ ମଧ୍ୟ କରିପାରନ୍ତି ।

ନିଜ ସହ ନିଜ ପରିବାର ର ଲୋକ ମାନଙ୍କ ସ୍ୱାସ୍ଥ୍ୟ ର ବିଶେଷ ଯତ୍ନ ମଧ୍ୟ ନିଅନ୍ତୁ । ପୁରୁଣା ବାଦ ବିବାଦ କୁ ଭୁଲି ଆଗକୁ ବଢନ୍ତୁ । ସମ୍ପର୍କ ରେ ବିଶ୍ବାସ ବଜାୟ ରଖନ୍ତୁ ।  ପରିବାର ରେ କୌଣସି ଅସୁବିଧା ମଧ୍ୟ ହୋଇପାରେ । ଭାଷାରେ ମଧୁରତା ରଖିଲେ ସମସ୍ୟାରୁ ବାହାରି ପାରିବେ । କୌଣସି ସ୍ଥାନରୁ ମିଳିବାକୁ ଥିବା ଟଙ୍କା ଅଟକି ରହିଥିଲେ ଏହି ମାସରେ ମିଳି ଯିବାର ସମ୍ଭାବନା ରହିଛି ।

ପରିବାର ରେ କୌଣସି ସମସ୍ଯା ଥିଲେ ତାକୁ ଅଧିକ ନ ବଢାଇ ଶାନ୍ତିରେ ବସି ସମାଧାନ କରନ୍ତୁ । ଏହି ସମୟରେ କ୍ରୋଧ କୁ ନିୟନ୍ତ୍ରଣ ରଖନ୍ତୁ । ଏହି ମାସରେ କର୍କଟ ରାଶି ର ଲୋକ ମାନେ ଗୁପ୍ତ ରୋଗ ସମସ୍ଯା ରୁ ମୁକ୍ତ ହୋଇଯିବେ । ବନ୍ଧୁଗଣ ଆପଣ ମାନଙ୍କ ପାଇଁ ପ୍ରତିକାର ଟି ହେଲା ଆପଣ ପ୍ରତେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ ।

ଏହା ସହ ବୁଧ ବାର ସନ୍ଧ୍ୟାରେ କଳା ତେଲ ଓ ମଞ୍ଜି ଦାନ କରନ୍ତୁ । ତାହାସହ ମଙ୍ଗଲ ବାର ଦିନ କୌଣସି ବୃକ୍ଷ ରୋପଣ ନିଶ୍ଚୟ କରନ୍ତୁ । ଏହା ଦ୍ଵାରା ଜୀବନରେ ଯେଉଁ ସବୁ ଅଶୁଭତା ରହିଛି ତାହା ସବୁ ଖଣ୍ଡନ ହୋଇଯିବ । ତେବେ ବନ୍ଧୁଗଣ ଆପଣଙ୍କୁ ଯଦି ଆମ ପୋଷ୍ଟଟି ଭଲ ଲାଗେ ତେବେ ଆମ ପେଜଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *