ମାତ୍ର 7 ଦିନ ଲିମ୍ବ ଓ ହଳଦୀ ଖାଇବାର ଫାଇଦା ଜାଣିଲେ ପାଦ ତଳୁ ମାଟି ଖସିଯିବ, ଜଲ୍ଦି ଦେଖନ୍ତୁ- Health Tips

ଆପଣ ମାନେ ଜାଣିଥିବେ କି ଆମ ଆଖ ପାଖରେ ଥିବା ଗଛ ରେ ଅନେକ ପ୍ରକାର ଔଷଧୀୟ ଗୁଣ ଭାରି ରହିଛି । ତେବେ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ  କି ନିମ୍ବ ଓ ହଳଦୀ ର ଉପକାରିତା । ମାତ୍ର ଏହା କଞ୍ଚା ହଳଦୀ ଓ ନିମ୍ବ ପାଚିଲା ପତ୍ରର ଉପକାରିତା ବିଷୟରେ । ଆମ ବୟଶ ବଢିବା ସହ ଆପଣଙ୍କ ଶରୀର ର ରୋଗ ପ୍ରତିରୋଧକ ଶକ୍ତି କମି ଯାଏ ।

ରକ୍ତ ହୀନତା ଦେଖାଜାଏ । ଏଭଳି ଅନେକ ପ୍ରକାର ରୋଗ ଦେଖା ଯାଇଥାଏ । ଏହାର କାରଣ ଆପଣଙ୍କ ଜିନ ରେ ରହି ଥାଇ ପାରେ କିମ୍ବା ଆପଣଙ୍କ ପରିବେଶ ଦାୟୀ ହୋଇପାରେ । ନହୋଲେ ଆପଣଙ୍କ ଖାଇବା ଓ ରହଣି ବଦଳିଲେ ମଧ୍ୟ ଏହା ହୋଇଥାଏ । ଯଦି ଆପଣ ସକାଳୁ ଉଠିକି ଖାଲି ପେଟରେ କିଛି ମହୁ ପାଣିରେ ଅଳ୍ପ କିଛି ନିମ୍ବ ପତ୍ରର ଚଟଣି ଓ ହଳଦୀ ମିଶେଇକି ଖାଇବେ ତାହେଲେ ଏହା ବହୁ ଉପକାରୀ ଅଟେ ।

ଏହା ଆମ ସାରା ଶରୀର କୁ  ଡିଅକସି ପାଇ କରିବାରେ ଓ ସାରା ଶରୀର ରେ ଥିବା ସେଲ କୁ ବଢିବାରେ ସାହାଜ୍ଯ କରିବା ସହ । ଏହା ଆମ ଶରୀର କୁ ଖୁବ ଫ୍ଲେସ୍କିବୁଲ ମଧ୍ୟ କରାଇ ଥାଏ । କିନ୍ତୁ ଆପଣ ଅଧିକ ନିମ୍ବ ପାତ୍ର କୁ ଖାଇବା ଆପଣଙ୍କ ପାଇଁ ଖ୍ଯାତି କାରକ ହୋଇ ପାରେ । ଗୋଟେ ଦିନରେ ଆପଣ ଏକ ରୁ ଅଧା ଗ୍ରାମ ନିମ୍ବ ପାତ୍ର କୁ ସେବନ କରିବା ଉଚ୍ଚିତ ଅଟେ । କାରଣ ଯଦି ଆପଣ ଏହାକୁ  ଅଧିକ ମାତ୍ରାରେ ନେବେ ତାହେଲେ ଏହା ଆମ ଶରୀର ଭିତରେ ଥିବା ସନ୍ତାନ ଉତ୍ପନ୍ନ କରୁଥିବା କୋଷକୁ ନଷ୍ଟ କରି ଦେଇଥାଏ ।

ଯଦି ଆପଣଙ୍କ ରୋଗଗା ପ୍ରତିରୋଧକ ଶକ୍ତି ଖୁବ କମ ହୋଇଥାଏ । ମାନେ ଆପଣଙ୍କ ଶରୀର ରେ ଟିକେ ପରିବେଶ ବଦଳିଲେ ଥଣ୍ଡା କାସ ଓ ଛିଙ୍କ ହୋଇଥାଏ । ତାହାଲେ ଆପଣ ଜଣାଇବେ କି ଏହା ରୋଗ ପ୍ରତିରୋଧକ ଶକ୍ତି ଖୁବ କମ ଅଛି ତାହେଲେ ଆପଣ ନିଶ୍ଚିତ ଭାବେ ଏହାର ସେବନ କରିବା ଉଚ୍ଚିତ ଅଟେ । ଏହା ସହ ଆପଣ ଯଦି  ଚାହିଁ ବେ ତ ସକାଳୁ ଉଠିକି ଏହାକୁ ସେବନ କରିବା ସହ କିଛି ତୁଲସୀ ପତ୍ର ଖାଇଆ ପାରିବେ।

ଆପଣଙ୍କୁ ଆଉ ଏକ କଥା କହି ରଖିବୁ କି ନିମ୍ବ ଓ ହଳଦୀ କୁ ଆପଣ କ୍ଷତ ସ୍ଥାନରେ ମଧ୍ୟ ଲଗେଇ ପାରିବେ । ଯଦି କିଛି ଚର୍ମ ରୋଗ ଛି ତାହେଲେ ଆପଣ ନିମ୍ବ ଓ ହଳଦୀ କୁ ବାଟିକି ଲଗେଇ ପାରିବେ । ଏହା ସହ ଆପଣ ଙ୍କ ତ୍ଵଚାକୁ ଏହା ଏକ ସୁନ୍ଦର ଗ୍ଲୋ ଦେଇ ଥାଏ । ଆପଣ କିଛି ନିମ୍ବ ପତ୍ରକୁ ଆଣି ଏହାକୁ ଫୁଟାଇ ଦିଅନ୍ତୁ ଓ ଏହାପରେ ଆପଣ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ଏହା  କରିବା ପରେ ଟିକେ ହଳଦୀ ପକାଇ ଏହାକୁ ଗାଧୋଇ ସାରିବା ପରେ ଏହି ପାଣିକୁ ଗାଧାନ୍ତୁ ଓ ଏହା ପରେ ଆପଣ କିଛି ସାଧା ପାଣିରେ ଗାଧୋଇ ପଡନ୍ତୁ,

କିନ୍ତୁ ଏହା ପରେ ଆଉ ସାବୁନ ଲଗାଇବେ ନି । ଏହା ଆପଣଙ୍କ କେଶ  ପାଇଁ ମଧ୍ୟ ଖୁବ ଭଲ ଅଟେ ଏହା ଦ୍ଵାରା ଆପଣଙ୍କ ମୁଣ୍ଡରେ ରୂପୀ ମଧ୍ୟ ହେବନି । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ହାର୍ଟ ମଧ୍ୟ ଖୁବ ଶକ୍ତିଶାଳୀ ହୋଇ ଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *