ସକାଳୁ ଖାଲି ପେଟରେ ପିଅନ୍ତୁ, ପ୍ରବଳ ରୁ ପ୍ରବଳ ଆଣ୍ଠୁ ଗଣ୍ଠି ବିନ୍ଧା (Joint Pain) ସବୁଦିନ ପାଇଁ ଭଲ ହୋଇଯିବ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୂର୍ବତନ କାଳରେ ବୃଦ୍ଧ ବ୍ୟକ୍ତି ମାନଙ୍କ ଶରୀରରେ ଏହି ହାଡ଼ ଜନିତ ସମସ୍ୟା ଯଥା ଆଣ୍ଠୁ ବିନ୍ଧା, ଅଣ୍ଟା ବିନ୍ଧା ଏବଂ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳୁଥିଲା ।

ପ୍ରାୟ ୬୦ ବା ୭୦ ବର୍ଷ ବୟସ ପରେ ଏହି ସବୁ ସମସ୍ୟା ଦେଖା ଯାଉଥିଲା । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏହି ସମସ୍ୟା କମ ବୟସ ରୁ ହିଁ ଦେଖିବାକୁ ମିଳୁଛି । ଏହା ଖାଦ୍ୟପେୟ ନିୟମିତ ନହେବା ଦ୍ୱାରା ଏବଂ ନିୟମିତ ଯୋଗ ନକରିବା ଦ୍ୱାରା ଏହି ସବୁ ସମସ୍ୟା ଦେଖିବାକୁ ମିଳିଥାଏ । ବନ୍ଧୁଗଣ ଏହି ସବୁ ସମସ୍ୟା ହେବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଏ ଏବଂ କୌଣସି କାର୍ଯ୍ୟ ରେ ମନ ଲାଗି ନଥାଏ ।

ତେବେ ଏହି ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଏହି ସମସ୍ତ ସମସ୍ୟା ରୁ ମୁକ୍ତି ତୁରନ୍ତ ମିଳିବ । ତେବେ ଆସନ୍ତୁ ସେହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ପାନ ମଧୁରୀ । ପାନ ମଧୁରୀ ଆମ ହଜମ ପ୍ରକ୍ରିୟା କୁ ତ୍ୱରାନ୍ୱିତ କଟିଥାଏ । ଏହା ଆଣ୍ଠୁ ଗଣ୍ଠି ବିନ୍ଧା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ଆପଣ ଏକ ପାତ୍ର ରେ ଏକ ଚାମଚ ପାନ ମଧୁରୀ ପକାନ୍ତୁ । ଏହାପରେ ଆପଣଙ୍କୁ ଯେଉଁ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି, ଜିରା ।

ଜିରା ଖାଇବା ଦ୍ଵାରା ପେଟ ଜନିତ ବିଭିନ୍ନ ସମସ୍ୟା କୁ ଦୂର କରିଥାଏ ଏବଂ ମେଟାବୋଲିଯିମ ଷ୍ଟ୍ରଙ୍ଗ କରିଥାଏ । ଆପଣ ପାତ୍ର ରେ ଏକ ଚାମଚ ଜିରା ପକାନ୍ତୁ । ଏହାପରେ ଆପଣଙ୍କୁ ଯେଉଁ ତୃତୀୟ ତଥା ଶେଷ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଜୁଆଣି । ଜୁଆଣି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏଥିରେ ଆଣ୍ଟି ଅକ୍ସୀଡେଣ୍ଟ ଗୁଣ ଭରପୁର ମାତ୍ରାରେ ରହିଥାଏ । ଆପଣ ଏକ ଚାମଚ ଜୁଆଣି ପକାନ୍ତୁ ।

ଏହାପରେ ଆପଣ ଏହି ୩ଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ସେଥିରେ ଦୁଇ ଗ୍ଲାସ ସାଧା ପାଣି ମିଶାନ୍ତୁ । ପରେ ଏହାକୁ ରାତି ସାରା ଭେଦିବାକୁ ରଖି ଦିଅନ୍ତୁ । ଯେପରି ପାଣି ରେ ସମସ୍ତ ସାମଗ୍ରୀ ର ପୋଷକ ତତ୍ତ୍ୱ ଭଲ ଭାବରେ ମିଶିଯିବ । ଆପଣ ସକାଳୁ ଉଠିବା ପରେ ଏହାକୁ ୫ ରୁ ୭ ମିନିଟ ବଏଲ କରି ଦିଅନ୍ତୁ । ଏହାପରେ ଆପଣ ଗ୍ୟାସ ବନ୍ଦ କରି ପାତ୍ର କୁ ଓଲ୍ହାଇ ଦିଅନ୍ତୁ ଏବଂ ସେହି ପାଣି କୁ ଭଲ ଭାବରେ ଛାଣି ଦିଅନ୍ତୁ ।

ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଏହାକୁ ଆପଣ କିଛି ଦିନ ସକାଳେ ଖାଲି ପେଟ ରେ ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କ ମୋଟାପଣ ଦୂର ହୋଇଥାଏ ଏବଂ ହଜମ ପ୍ରକ୍ରିୟା ସଠିକ ଭାବରେ ହୋଇଥାଏ । ଯାହା ଫଳରେ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ଦୂର ହୋଇଯିବ । ତେଣୁ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର କୁ ପ୍ରୟୋଗ କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *