Health Tips- କେବଳ ଥରେ ଖାଆନ୍ତୁ, ଅର୍ଶ (Piles), ମଳକଣ୍ଟକ, ଭଗନ୍ଦର ମୂଳରୁ ଶେଷ ହୋଇଯିବ

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନଙ୍କ ପାଇଁ ଏମିତି ଏକ ଉପଚାର ଆଣିଛି । ଯାହା ଆପଣଙ୍କ ଅର୍ଶ , ମଳକଣ୍ଟକ ଆଦି ରୋଗ ମୂଳରୁ ଶେଷ ହୋଇଯିବ । ଅର୍ଶ ଏକ ଏମିତି ରୋଗ ଅଟେ , ଯାହା ବହୁତ ଅଧିକ କଷ୍ଟ ଦେଇଥାଏ ଏହା ଦ୍ଵାରା ମଳଦ୍ଵାର ଫୁଲିଯାଇଥାଏ । ମଳଦ୍ଵାର ର ଭିତର ବା ବାହାରେ ଏକ ରୁ ଅଧିକ ଅର୍ଶ ଉତ୍ପନ ହୋଇଥାଏ । ଅର୍ଶା ବେଳେବେଳେ ଭିତରକୁ ରହିଥାଏ ବା ବାହାରକୁ ଝୁଲିକି ରହିଥାଏ । ପ୍ରାୟତ 60% ଲୋକଙ୍କୁ କୋଣସି ବୟସ ସୀମା ଥିବା ବ୍ୟକ୍ତିକୁ ମଧ୍ୟ ଏହି ଅର୍ଶ ହୋଇଥାଏ ।

ତେଣୁ ଆପଣଙ୍କୁ ହିଁ କେବଳ ଏହି କଷ୍ଟଦାୟକ ରୋଗ ହୋଇନାହି । ଏହି ଜଗତରେ ଥିବା ସମସ୍ତକୁ ଏହି ରୋଗ ହୋଇଥାଏ । ତେଣୁ କରି ଏହି ଉପାୟ ଦ୍ଵାରା ଆପଣଙ୍କ ଅର୍ଶ ଓ ମଳକଣ୍ଟକ ମୂଳରୁ ଠିକ୍ ହୋଇଯାଇଥାଏ । ମଳକଣ୍ଟକ ରୋଗ ଥିବା ବ୍ୟକ୍ତିକୁ ଠିକ୍ ସମୟରେ ଉପଚାର କରିବା ନିହାନ୍ତି ଆବଶ୍ୟକ ହୋଇଥାଏ । ନଚେତ୍ ଏହା ଅଧିକ ହେଲେ ସର୍ଜରୀ ମଧ୍ୟ କରିବାକୁ ପଡିଥାଏ ଯାହା ବହୁତ କଷ୍ଟ ଯନ୍ତ୍ରଣା ଦେଇଥାଏ ।

ମଳତ୍ୟାଗ କରିବା ସମୟରେ ରକ୍ତ ପଡିଥାଏ ବା ଅର୍ଶା ବଳି ହୋଇଯାଏ ରକ୍ତ ଟିକେ ଟିକେ ପଡିଥାଏ ଏହା ପରେ ଏହି ଅର୍ଶବଳି ଆପେ ଆପେ ଭିତରକୁ ଚାଲିଯାଇଥାଏ । ଗଭୀର ଅବସ୍ଥାରେ ଏହି ଅର୍ଶାବଳି କୁ ହାତ ଧରି ଟେଲିଲେ ମଧ୍ୟ ଭିତରକୁ ଯାଇନଥାଏ । ଏହି ଭଳି ପରିସ୍ଥିତିରେ ତୁରନ୍ତ ଉପଚାର କରିବା ନିହାତି ଜରୁରୀ ଅଟେ । ଏହା ବାହାରକୁ ଝୁଲିକି ରହିଥାଏ ବାରମ୍ବାର କୁଡ଼େଇ ହୋଇଥାଏ , ଅସୁସ୍ଥ ଖାଦ୍ୟ ପାନ୍ୟ ହେତୁ ଏହା ଅଧିକ ଗଭୀର ହୋଇଯାଇଥାଏ ।

ଏହା ଦ୍ଵାରା ମଧ୍ୟ ରୋଗୀ ବହୁତ ଅଧିକ ଯନ୍ତ୍ରଣା ଅନୁଭବ କରିଥାଏ । ରୋଗୀ ଠିକ ଭାବରେ ଚଲାବୁଲା କରିପାରିନଥାଏ ବସିବାରେ ମଧ୍ୟ ବହୁତ କଷ୍ଟ ପାଇଥାଏ । କିନ୍ତୁ ଉପଚାର କରିବା ଦ୍ଵାରା ଏହା ଠିକ୍ ହୋଇଯାଇଥାଏ । ଯଦି ଆପଣଙ୍କ ଅର୍ଶ ଅଧିକ ଗଭୀର ହୋଇନଥାଏ , ତେବେ ଆପଣ ଏହି ଉପାୟ କୁ କରିପାରିବେ । ଯଦି ଆପଣଙ୍କ ଅର୍ଶ ରେ ରକ୍ତ ପଡୁଛି । ତେବେ ଆପଣ ଏହି ଉପାୟକୁ କରନ୍ତୁ ପ୍ରଥମେ ଆପଣ ଏକ କଲୋରା ନିଅନ୍ତୁ । କଲୋରା ର ଚୋପା ଭଲଭାବରେ ଚୋଡେଇ ନିଅନ୍ତୁ ।

ଏବେ ଏହାକୁ ଛୋଟ ଛୋଟ ଖଣ୍ଡ କରି ଗ୍ରାଇଣ୍ଡ କରି ଏହାର ରସ ସଂଗ୍ରହ କରନ୍ତୁ , ଏହି ରସ ରେ ଏକ ଚାମୁଚ ଚିନି ମିଶେଇ ଏହାକୁ ସେବନ କରନ୍ତୁ । ଆପଣ ଦେଖିବା ଏହା ଦ୍ଵାରା ଆପଣଙ୍କ ଅର୍ଶ ରୁ ରକ୍ତ ଆସିବା ବନ୍ଧ ହୋଇଯାଇଥାଏ । ଯଦି ଆପଣଙ୍କ ଅର୍ଶ ରୋଗ ପୁରୁଣା ହୋଇଥାଏ ତେବେ ଆପଣ ଦୁଇଟି କଲୋରା ନେଇପାରିବେ ।

ପାଇଲ୍ସ୍ କୁ ଠିକ କରିବା ପାଇଁ ଉପାୟ ହେଲା ଏକ ଗ୍ଲାସ କ୍ଷୀର ନେବେ ଓ ଏଥିରେ ଏକ ଚାମୁଚ ଲେମ୍ବୁ ରସ ପକେଇବେ ସାଙ୍ଗେ ସାଙ୍ଗେ ଏହାକୁ ପିଇବେ । କାରଣ ଛିଣ୍ଡିବା ପୂବରୁ ଏହାର ସେବନ କରିବା ଉଚିତ୍ । ଲେମ୍ବୁ ପୁରୁଣାରୁ ପୁରୁଣା ଫାଇଲ୍ସ କୁ ଠିକ୍ କରିଥାଏ । ଏହୁ ଦୁଇଟି ଉପାୟ ର ପ୍ରୋୟୋଗ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *