ଯୌନ ଅକ୍ଷମତା କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଓ ନିରାକରଣ (Dr Samir Swain)

ନମସ୍କାର ବନ୍ଧୁଗଣ, କିଛି ଲୋକ ଏମିତି ବି ଥାନ୍ତି ଯେଉଁମାନେ ନିଜର ରୋଗ ସମ୍ପର୍କରେ ଡାକ୍ତରଙ୍କୁ ଜଣାଇବା ପାଇଁ ସଙ୍କୋଚ ପ୍ରକାଶ କରିଥାନ୍ତି । ଏହା କରିବା ଅନୁଚିତ କାରଣ ଯଦି ଡାକ୍ତର ରୋଗ ନ ଜାଣିବେ ତେବେ ଆପଣ ଚିକିତ୍ସା କିପରି ହେବେ । ଯଦି ଆପଣଙ୍କ ଠାରେ ଯ-ଔନ ଅକ୍ଷମତା ରହିଛି ଏବଂ ଆପଣ ଏହାକୁ କାହା ସମ୍ମୁଖରେ ପ୍ରକାଶ କରିପାରୁନାହାନ୍ତି । ତେବେ ଆପଣ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ ଯ-ଔନ ଅକ୍ଷମତା କଣ ଏବଂ ଏହା ହେବାର କାରଣ ଏବଂ ଏହାର ନିରାକରଣ ସମ୍ପର୍କରେ ।

ଯଦି ଆପଣଙ୍କର ବହୁତ ଇଚ୍ଛା ହେଉଛି ସେ-କସ କରିବା ପାଇଁ କିନ୍ତୁ ଆପଣ ଯଦି ବାହା ହୋଇନାହାନ୍ତି ତେବେ ଆପଣ ତାହାକୁ ନିଜ ଭିତରେ ନିୟନ୍ତ୍ରଣ କରି ରଖିବା ପାଇଁ ଚେଷ୍ଟା କରନ୍ତି ଯାହାର କୁପ୍ରଭାବ କିଛି ମାତ୍ରାରେ ଆପଣଙ୍କ ଉପରେ ପଡିଥାଏ । ସେହିଭଳି ଯଦି ଆପଣ ବିବାହିତା ଅଟନ୍ତି ଏବଂ ଆପଣ ଲାଜରେ ହେଉ ବା ଅନ୍ୟ କୌଣସି କାରଣରୁ ହେଉ ଠିକ ଭାବରେ ସେ-କସ କରିପାରନ୍ତି ନାହିଁ ତେବେ ଆପଣ ନିଜ ଭିତରେ ଏହାକୁ ଭାବି ବହୁତ ଚିନ୍ତିତ ଥାଆନ୍ତି ।

ଯାହାଦ୍ୱାରା ଏହାର ପ୍ରଭାବ ଆପଣଙ୍କ ଦିତୀୟ ସେ-କସ ରଖିବା ସମୟରେ ପଡିଥାଏ । ଏହା ମଧ୍ୟ ଏକ କାରଣ ହୋଇଥାଏ ଯ-ଔନ ଅକ୍ଷମତାର । ଆପଣଙ୍କ ଶରୀରରେ ଯଦି ଅଲଗା କୌଣସି ରୋଗ ରହିଛି ଯେମିତି କି ଥାଇରଏଡ, ଡାଇବେଟିସ ଇତ୍ୟାଦି ରୋଗର ଯଦି ବହୁତ ଦିନ ହେବ ଚିକିତ୍ସା ଚାଲୁଥାଏ ତେବେ ଏହାର ପ୍ରଭାବ ଆପଣଙ୍କ ଯ-ଔନ କ୍ଷମତା ଉପରେ ପଡିଥାଏ ।

ତେଣୁ ଆପଣଙ୍କୁ ଆପଣଙ୍କ ଡାଇବେଟିସକୁ ପ୍ରଥମେ ନିୟନ୍ତ୍ରଣ କରିବା ପାଇଁ ପଡିବ ବା ହୋଇଥିବା ଅନ୍ୟ ରୋଗର ମଧ୍ୟ ଚିକିତ୍ସା କରି ତାହାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ ।  ନିଜର ଦୈନଦିନ କାର୍ଯ୍ୟରେ ବୟାମକୁ ମିଶାଇବା ଦରକାର । ଏହାସହିତ ସ୍ୱାସ୍ଥ୍ୟକର ଖାଦ୍ଯ ମଧ୍ୟ ସେବନ କରିବା ନିତାନ୍ତ ଆବଶ୍ୟକ । ଯଦି ଆପଣ ଆପଣ ମୋଟା ଅଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଓବେସିଟିକୁ କମ କରିବା ଆବଶ୍ୟକ ।

ଯଦି  ଏହିସବୁରେ ଆପଣ ପରିବର୍ତ୍ତନ ଆଣନ୍ତି ତେବେ ଆପଣଙ୍କ ସେ-କସ କ୍ଷମତା ବଢିପାରେ । ଯଦି ଆପଣଙ୍କର ହରମୋନ ଅଭାବ ରହିଛି ବା କମ ରହିଛି 40 ବର୍ଷ ପରେ ତେବେ ଶୀଘ୍ର ତାଙ୍କର ପତନ ହୋଇଯାଏ । ଏହାର ଚିକିତ୍ସା ପାଇଁ ଡାକ୍ତର କିଛି ମେଡ଼ିସିନ ଦେଇଥାନ୍ତି । ଏଥିପାଇଁ ଡାକ୍ତର ସେ-କସ କାଉନସିଲିଙ୍ଗ ସମୟରେ ପେସେଣ୍ଟଙ୍କୁ ବହୁତ କିଛି ପଦ୍ଦତି ସମ୍ପର୍କରେ ଧାରଣା ଦେଇଥାନ୍ତି ।

ଯଦି ସ୍ଵାମୀ ସ୍ତ୍ରୀ ଉଭୟଙ୍କ ମନ ଠିକ ନଥାଏ କୌଣସି କଳି ଝଗଡା ହୋଇଥାଏ ତେବେ ମଧ୍ୟ ସେ-କସ କରିବା ଉପରେ ଏହାର ପ୍ରଭାବ ପଡିଥାଏ । ଏବଂ ଶୀଘ୍ର ପତନ ହୋଇଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *