Krishna Vani- କେଉଁ ପ୍ରକାର ପ୍ରେମ ସମ୍ପର୍କ କେବେ ବି ଭାଙ୍ଗେ ନାହିଁ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରେମ ଦୁନିଆର ସବୁଠାରୁ ଅମୂଲ୍ୟ ସମ୍ପର୍କ ହୋଇଥାଏ । ପ୍ରେମ ସର୍ବଦା ସତ୍ୟ, ଶାଶ୍ଵତ ଓ ଚିରନ୍ତନ ହୋଇଥାଏ । ପ୍ରେମ ବାଣ୍ଟିବା ଦ୍ଵାରା ପ୍ରେମ ବୃଦ୍ଧି ହୋଇଥାଏ । ଆପଣ ଯାହାକୁ ସତରେ ଅନ୍ତରରୁ ପସନ୍ଦ କରିଥାନ୍ତି । ତାଙ୍କରି ଭାବନା ଆପଣଙ୍କ ମନ ମସ୍ତିସ୍କରେ ସର୍ବଦା ପ୍ରତିଫଳିତ ହେଉଥାଏ । ତାଙ୍କୁ ନିଜ ପାଖରେ ପାଇବା ଠାରୁ ମଧ୍ୟ ତାଙ୍କ ଭାବନାରେ ବୁଡି ରହିବା ଆପଣଙ୍କୁ ଅନେକ ଆନନ୍ଦ ଦେଇଥାଏ । କାରଣ ଭାବନା ଏକ ଏପରି ଶବ୍ଦ ହୋଇଥାଏ ।

ତାହାକୁ ସଂପୂର୍ଣ୍ଣ ରୂପରେ ବର୍ଣ୍ଣନା କରାଯାଇପାରିବ ନାହିଁ । ପ୍ରେମ ସମ୍ବଦ୍ଧର ଅର୍ଥ ହେଉଛି ନିଜ ଭାବନାକୁ ମିଠା କରିବା । ଯେତେବେଳେ ଜଣେ ମନୁଷ୍ୟର ଅନ୍ୟ ଜଣ ପ୍ରତି ଭାବନା ଖରାପ ହୋଇଯାଇଥାଏ । ତାହା ପ୍ରେମ ସମ୍ପର୍କରୁ ଘୃଣାରେ ପରିଣତ ହୋଇଯାଇଥାଏ । ଏହା ସତ୍ୟ କଥା ଏହା କି ଯେ ଆମ ଯାହାକୁ ଅଧିକ ପ୍ରେମ କରିଥାଉ ।

ତାହା ଉପରେ ଆମେ ଛୋଟ ଛୋଟ କଥାରେ ରାଗିଯାଇଥାଉ । କାରଣ ତାହା ଉପରେ ରାଗିବା ଆମର ଆମର ଅଧିକାର ହୋଇଥାଏ । ଯାହା ସହିତ ଆମେ ପରିଚିତ ନଥାଉ । ତାହା ଉପରେ ଆମେ କେବେ ମଧ୍ୟ ରାଗି ନଥାଉ । ପ୍ରେମୀ ଯୁଗଳ ମାନେ ଛୋଟ ଛୋଟ କଥାରେ ରାଗିବା ସ୍ଵାଭାବିକ କଥା ଅଟେ । କିନ୍ତୁ କେବେ ମଧ୍ୟ ଏହି ରାଗକୁ ଘୃଣାର ରୂପ ଦେବା ଉଚିତ ହୋଇନଥାଏ ।

ଯଦି ପ୍ରେମ ଘୃଣାରେ ପ୍ରକାଶ ହୋଇଯାଇଥାଏ । ତେବେ ଏହା ପ୍ରେମୀ ଯୁଗଳଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଦେଇଥାଏ । ଜଣଙ୍କ ଉପରୁ ଅନ୍ୟ ଜଣଙ୍କର ଭରସା କମାଇ ଦେଇଥାଏ । ଯାହା ଦ୍ଵାରା ପ୍ରେମ ଫିକା ପଡିଯାଇଥାଏ । ଯଦି ଆପଣ ଜଣଙ୍କୁ ପ୍ରକୃତରେ ଭଲ ପାଉଥାନ୍ତି । ତେବେ ତା ସହିତ ବିତାଇ ଥିବା ପ୍ରତ୍ଯେକ ମୂହୁର୍ତ୍ତ ଆପଣଙ୍କ ପାଇଁ ସ୍ମୃତି ହୋଇ ରହିଜାଇଥାଏ ।

ଯାହାକୁ ଆପଣ ଚାହିଁ ମଧ୍ୟ ଭୁଲାଇ ପାରନ୍ତି ନାହିଁ । ଏହାକୁ ହିଁ ପ୍ରକୃତ ପ୍ରେମ କୁହାଯାଇଥାଏ । ଏହା ହିଁ ଅତୁଟ ସମ୍ପର୍କର ଆକ୍ଷା ଦେଇଥାଏ । ଏହା ଛଡା ଆପଣ ସମାଜର ଅନ୍ୟ ଲୋକଙ୍କ ପ୍ରତି ମଧ୍ୟ ଭଲ ଭାବନା ରଖିବା ଉଚିତ । କାରଣ କଥାରେ ଅଛି ଯଦି ଆପଣ କାହାର ଖରାପ ଚିନ୍ତା କରିଥାନ୍ତି । ତେବେ ସେହି ବ୍ୟକ୍ତି ମଧ୍ୟ ଅଜାଣତରେ ଆପଣଙ୍କୁ ଘୃଣା କରିବା ଆରମ୍ଭ କରିଦେଇଥାଏ ।

ଯଦି ଆପଣ କାହାକୁ ଭଲର ବିବେଚନା କରିଥାନ୍ତି । ତେବେ ସେହି ବ୍ୟକ୍ତି ଏହା ଜାଣି କିମ୍ବା ନଜଣି ମଧ୍ୟ ଆପଣଙ୍କ ପ୍ରତି ଭଲ ଭାବନା ରହିଥାଏ । ତେବେ ଏହି ଦୁନିଆରେ କାହା ପ୍ରତି ହିଂସା ମନ ଭାବ ପୋଷଣ କରିବା ନାହିଁ । ସମସ୍ତଙ୍କ ସହିତ ନିଜର ଭଲ ପାଇବାକୁ ବାଣ୍ଟିବା । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *