Health Tips- ବର୍ଷ ବର୍ଷ ପୁରୁଣା ଯାଦୁ, କାଛୁ, କୁଣ୍ଡିଆ ମୂଳରୁ ଶେଷ ହୋଇଯିବ, ବାସ ଦିନରେ ଥରେ ମାତ୍ର ଲଗାନ୍ତୁ ଏହି ଜିନିଷ

ନମସ୍କାର ବନ୍ଧୁଗଣ , ପୁରୁଣା ରୁ ପୁରୁଣା ଦାଗ, ଯାଦୁ କୁଣ୍ଡେଇ ହେବାକୁ ଦୂର କରିଥାଏ ଏହି ଘରୋଇ ଉପକରଣ । ଶରୀରରେ ଚର୍ମ ସମ୍ବନ୍ଧୀୟ ସମସ୍ୟା ସମସ୍ତକ ପାଖରେ ଦେଖାବାକୁ ମିଳିଥାଏ । ଆଧୁନିକ ପରିବେଶ ର ଧୂଳି , ମାଟି ଆମ ଚର୍ମ ଉପରେ ଖରାପ ପ୍ରଭାବ ପକେଇଥାଏ । ଯଦି ବ୍ୟକ୍ତି କୁ ଥରେ ଯାଦୁ , ଚର୍ମ ରେ କୁଣ୍ଡେଇ ହେବା ଆଦି ହୋଇଥାଏ , ତେବେ ଏହା ଦୂର ହେବା କଷ୍ଟକର ହୋଇଥାଏ ।

ଚର୍ମ ସମ୍ବନ୍ଧୀୟ ରୋଗ ଆସିଲେ ଯିବାର ନା ନିଅନ୍ତି ନାହିଁ । ତେଣୁ ଏହା ପ୍ରାରମ୍ଭ ହେବା ସମୟରେ ହି ଏହାର ଉପଚାର କରିବା ଉଚିତ୍ ହୋଇଥାଏ । ମୁ ଆଜି ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ଟିଏ କହିବି ଯାହା ପୁରୁଣାରୁ ପୁରୁଣା ଦାଗ , ଯାଦୁ ଭଳି ସମସ୍ୟା କୁ ଦୂର କରିଥାଏ । ଏହି ଉପକରଣ ସମସ୍ୟା କୁ ମୂଳରୁ ଶେଷ କରିଥାଏ । ଆସନ୍ତୁ ଜାଣିବା ଏହାର ଆବଶ୍ୟକ ଜିନିଷ ବିଷୟରେ ।

ଏହାର ପ୍ରଥମ ଜିନିଷ ହେଉଛି କର୍ପୁର ଯାହା ଆପଣ ଘରର ପୂଜା କରିବା ପାଇଁ ବ୍ୟବହାର ଅକରିଥାନ୍ତି । ନଚେତ୍ ଆପଣଙ୍କୁ ଏହା ବଜାରରେ ସହଜରେ ମିଳିଥାଏ । ଏହାର ମୂଲ୍ୟ ଅଧିକ ହୋଇନଥାଏ ଆପଣଙ୍କ ଦାମ ଅନୁସାରେ ଏହା ଆପଣଙ୍କୁ ମିଳିଥାଏ । କର୍ପୁର ଦୁଇ ପ୍ରକାରର ଭାବରେ ମିଳିଥାଏ ଗୋଟେ ପୂଜାରେ ବ୍ୟବହାର କରାଯାଉଥିବା କର୍ପୁର ଏବଂ ଗୋଳିଆ ଆକୃତି ଭଳି ଆପଣ କୁ ମିଳିଥାଏ ।

ତେଣୁ ଆପଣ ଛୋଟ ଗୋଲ ଆକୃତିର କର୍ପୁର କୁ ନେଇପାରିବେ । ପନ୍ଦର ଟଙ୍କା ପ୍ଯାକେଟ ରେ ଆସୁଥିବା କର୍ପୁର ଆଣି ଏହାକୁ କୁଟିକି ପାଇନ ପାଉଡର ପ୍ରସ୍ତୁତ କରିନେବେ । ଏହାକୁ ପ୍ରୋୟଗ କରିବା ଦ୍ଵାରା ଆପଣଙ୍କ ଚର୍ମ କୁଣ୍ଡେଇ ହେବା ଯାଦୁ ଭଳି ସମସ୍ୟା ତୁରନ୍ତ କମିଯିବାର ଆପଣ ଦେଖିପାରିବେ । ଏବେ ଏହି କର୍ପୁର ର ପାଉଡର କୁ ଏକ ତାଟିଆରେ ରଖିବେ ଏବେ ଆପଣ ନେବେ ତୁଳସୀର ପତ୍ର କୁ ତୁଲସୀ ପତ୍ରରେ ବହୁତ ଔଷଧ ଗୁଣ ରହିଛି , ଯାହା ଆମ ଶରୀର ପାଇଁ ଉପକାରୀ ହୋଇଥାଏ ।

ତୁଳସୀର ପତ୍ର ପୁରୁଣା ଦାଗ କୁ ଦୂର କରିଥାଏ । ଏହି ଉପକରଣ ପାଇଁ ଆମ କୁ ଦରକାର ପଡେ ଏହାର ରସ ଏଥି ପାଇଁ ଆମ ପାଞ୍ଚ ରୁ ଛଅ ତ ପତ୍ର ନେଇ ଏହାକୁ ଛେଚି ରସ କୁ ପ୍ରସ୍ଥୁତ କରିବେ । ଏବେ ଏହି ଦୁଇ ହି କୁ ଭଲ ଭାବରେ ମିଶେଇ ଦେବେ ଏବଂ ଏଥିରେ ଆଲୋବେରା ପକେଇବେ ଆପଣଙ୍କୁ ଗଛ ରୁ ତୋଳିକି ଆଣିଥିବା ଆଲୋବେରା ଅଧିକ ପ୍ରଭାବଶାଳୀ ହୋଇଥାଏ ।

ତେଣୁ ଆଖ ପାଖ ଗଛ ଥିଲେ ଆପଣ ଯାଇ ସେହି ଗଛ ରୁ ଅଳ୍ପ ଟିକେ ଆଣି ଏଥିରେ ମିଶେଇ ଦିଅନ୍ତୁ । ଶେଷରେ ଲେମ୍ବୁ ପକେଇ ଏହାକୁ ତୁଳା ସାହାଯ୍ୟ ରେ ପ୍ରୋୟଗ କରନ୍ତୁ । ଦେଖିବେ ଏହାକୁ କରିବା ଦ୍ଵାରା ଆପଣ ଯାଦୁ , ଚର୍ମ କୁଣ୍ଡେଇ ହେବା ଦୂର ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *