Astrology- ସାରା ଜୀବନ ନିଜ ସ୍ବାମୀଙ୍କ ପାଇଁ ଦୁଃଖରେ ରୁହନ୍ତି ଏହି 2 ନାମର ଝିଅ, କାନ୍ଦି କାନ୍ଦି କଟେ ଜୀବନ…

ନମସ୍କାର ବନ୍ଧୁଗଣ, ବିବାହ ପରେ ସବୁ କିଛି ଠିକ ଠାକ ଚାଲିବ ଫଳରେ ଭଲ ପାଇବା ମଧ୍ୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବଢିଥାଏ । ଭଲ ପାଇବା ବଢିବା ଦ୍ଵାରା ସମ୍ପର୍କ ମଧ୍ୟ ମଜବୁତ ହୋଇଯାଏ ଏହାଫଳରେ କିଛି ଖରାପ ହେଲେ ମଧ୍ୟ ତାହା ବୁଝାବଣାରେ ଠିକ ହୋଇଯାଏ । କିନ୍ତୁ କିଛି ଏଭଳି ମହିଳା ଅଛନ୍ତି ଯେଉଁମାନେ ସବୁ ସୁଖ ପାଇବା ପରେ ମଧ୍ୟ ସ୍ଵାମୀଙ୍କ ଉପରେ ଖୁସି ନଥାନ୍ତି ଆଉ ଚିନ୍ତାରେ ରୁହନ୍ତି ସବୁବେଳେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଅସନ୍ତୁଷ୍ଟ ମହିଳାଙ୍କ ସମ୍ପର୍କରେ ।

ନାମର ପ୍ରଥମ ଅକ୍ଷର ଦେବା ସେହି ଅସନ୍ତୁଷ୍ଟ ନାରୀଙ୍କ ପରିଚୟ । K ଅକ୍ଷର: ଏହି ନାମର ଝିଅ ଯେତେବେଳେ ବିବାହ ପରେ ଶାଶୁ ଘର ଯାଇଥାନ୍ତି ସେମାନେ ନିଜକୁ ବହୁତ ଧର୍ଯ୍ୟବାନ କରିବା ସହ ସହନଶୀଳତା ମଧ୍ୟ ରହିଥାଏ ସେମାନଙ୍କ ଭିତରେ । ଏହି ନାମର ଝିଅ ନିଜ ପରିବାର ଏବଂ ସ୍ଵାମୀଙ୍କ ଯତ୍ନ ବହୁତ ଭଲ ଭାବରେ ରଖିଥାନ୍ତି । ଏମାନଙ୍କ ହୃଦୟ ସଫା ହୋଇଥାଏ ।

ଏହା ସହିତ ସ୍ଵାଭାବ ମଧ୍ୟ ବହୁତ ଭଲ ହୋଇଥାଏ । ଏମାନେ ସବୁବେଳେ ଚାହିଁଥାନ୍ତି ତାଙ୍କ ସ୍ଵାମୀ ଯେଉଁ କାର୍ଯ୍ୟ ବି କରନ୍ତୁ ନା କାହିଁକି ସେହିସବୁ କାର୍ଯ୍ୟର ସମସ୍ତ ସୂଚନା ଏମାନଙ୍କୁ ଦିଅନ୍ତୁ ବୋଲି । ଯଦି ନିଜର କାମ ପାଇଁ କୌଣସି ସ୍ଥାନକୁ ଯିବାକୁ ପଡିଥାଏ ତେବେ ମଧ୍ୟ ଏମାନେ ଚାହିଁଥାନ୍ତି ଟ୍ଟାଙ୍କ ସ୍ଵାମୀ ଏମାନଙ୍କୁ ଜଣାଇ ଯାଆନ୍ତୁ ବୋଲି । ସ୍ଵାମୀ ସ୍ଵତନ୍ତ୍ର ବିଲକୁଲ ମଧ୍ୟ ଛାଡିନଥାନ୍ତି ।

ଏମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଇଥାନ୍ତି ସେଥିପାଇଁ ତାଙ୍କ ସ୍ଵାମୀ ଯଦି ଏମାନଙ୍କୁ କିଛି ନଜଣାଇ କାର୍ଯ୍ୟ କରନ୍ତି ତେବେ ଏମାନେ ବହୁତ ଦୁଃଖୀ ହୋଇଯାଇଥାନ୍ତି । ଆଉ କାରରଣ ପାଇଁ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ବହୁତ ଦୂରି ଆସିବାକୁ ଲାଗିଥାଏ । ଧୀରେ ଧୀରେ ସ୍ଵାମୀଙ୍କ ଠାରୁ ବଢୁଥିବା ଦୂରି ପାଇଁ ଏମାନେ ବହୁତ ଚିନ୍ତାରେ ରୁହନ୍ତି ସବୁବେଳେ ।

P ଅକ୍ଷର: ଏହି ନାମର ଝିଅ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ସବୁ ପରିସ୍ଥିତିରେ ନିଜ ସ୍ଵାମୀଙ୍କ ସହ ଠିଆ ହୋଇଥାନ୍ତି । ଏମାନେ ନିଜେ ଭଲ ପାଇବା ଦେଇଥାନ୍ତି ଆଉ ବଦଳରେ ସ୍ଵାମୀଙ୍କ ଠାରୁ ଖୁବ ଭଲ ପାଇବା ଆଶା କରିଥାନ୍ତି । କିନ୍ତୁ ଏମାନଙ୍କ ଏହି ଇଚ୍ଛା ସମ୍ପୂର୍ଣ ଭାବରେ ପୁରା ହୋଇପାରେ ନାହିଁ ।

ଏହି କାରଣ ପାଇଁ ଏଭଳି ମହିଳା ନିଜ ସ୍ଵାମୀଙ୍କ ଉପରେ ରାଗିଥାନ୍ତି, ରୁଷି ଥାନ୍ତି । ଏମାନେ ଛୋଟ ଛୋଟ କଥାରେ ନିଜ ସ୍ଵାମୀଙ୍କ ସହ ଝଗଡା ଆରମ୍ଭ କରିବାକୁ ଲାଗନ୍ତି । ଏହା ଫଳରେ ଏମାନଙ୍କ ଦାମ୍ପତ୍ୟ ଜୀବନରେ ଦୁଃଖ ବଢିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *