ହାର୍ଟ ବ୍ଲୋକେଜ୍ ! ଜାଣନ୍ତୁ କାରଣ ଓ ଲକ୍ଷଣ Dr Yusuf Ansari ଙ୍କ ଠାରୁ…

ନମସ୍କାର ବନ୍ଧୁଗଣ , ହାର୍ଟ ରେ ବ୍ଲୋକେଜ୍ ହେବା ଏକ ଏମିତି ରୋଗ ଅଟେ , ଯାହା ହୃଦୟ ରେ କୋଲୋଷ୍ଟ୍ରୋଲ ବୃଦ୍ଧି ହେବା ଏବଂ ରକ୍ତ ର ପ୍ରବାହ ରେ ବାଧା ସୃଷ୍ଟି ହେବା ଦ୍ଵାରା ହୋଇଥାଏ । ଆସନ୍ତୁ ଜାଣିବା ଏହି ବିଷୟରେ ଡାକ୍ତର ୟୁସୁଫ ଆନସାରିଙ୍କ କଥାରେ । ହାର୍ଟ ବ୍ଲୋକେଜ୍ ହେଲେ ଆମ ଶରୀରରେ ରକ୍ତ ର ସଂଚାର କମ୍ ହୋଇଥାଏ ଏବଂ ଆମ ଛାତିରେ ଯନ୍ତ୍ରଣା ହୋଇଥାଏ ।

ଯଦି ଆମେ ଏହାର ଉପଚାର ନ କରାଉ ତେବେ ଏହା ହାର୍ଟ ଆଟାକ୍ ରେ ପରିଣତ ହୋଇଯାଏ । ଏହାର କାରଣ ଗୁଡାଏ ହେଉଛି ବ୍ୟାୟାମ ନ କରିବା ଆବଶ୍ୟକ ରୁ ଅଧିକ ଖାଦ୍ୟ ଖାଇବା ଜଙ୍ଗ ଫୁଡ , ଅଧିକ ପରିମାଣରେ ଭାତ ଖାଇବା ଅଳ୍ପ ପନିପରିବା ଆଦି । ହାର୍ଟ ବ୍ଲୋକେଜ୍ ର ଲକ୍ଷଣ ଗୁଡାକ ହେଲା ନିଶ୍ଵାସ ନେଲା ବେଳେ ଛାତି ଫୁଲିବା ଏବଂ ଏହା ବଢି ବଢି ଗଲେ ଛାତି ରେ କଷ୍ଟ ଅନୁଭବ ହୋଇଥାଏ ।

ଛାତିର ବାମ ପଟେ ଯନ୍ତ୍ରଣା ଅଧିକାଂଶ ହୋଇଥାଏ । ଯଦି ଆପଣ ଉଚ୍ଚ ରକଚାପ , ଡାଇବେଟିସ ଆଦି ବଢିଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏହା ସହିତ ନିଜର ସୁଗାର , କୋଲୋଷ୍ଟ୍ରୋଲ ସଂପୂର୍ଣ୍ଣ ଶରୀର ପରୀକ୍ଷା କରିବା ଉଚିତ୍ ହୋଇଥାଏ । ଡାଇବେଟିସ ପରୀକ୍ଷା ଦ୍ଵାରା ମଧ୍ୟ ଆମେ ଜାଣି ପାରିଥାଉ କି ହାର୍ଟ ବ୍ଲୋକେଜ୍ ହେଇଛି କି ନାହିଁ । ହାର୍ଟ ସମ୍ବନ୍ଧୀୟ ପରୀକ୍ଷା କରିବା ଦ୍ଵାରା ଆମେ ଜାଣିଥାଉ ହାର୍ଟରେ ବ୍ଲୋକେଜ ହେଇଛି ବୋଲି ।

ଡାକ୍ତରଙ୍କ ପାଖକୁ ଯେବେ ରୋଗୀ ଆସିଥାଏ ଏବଂ ଆସିକି କହିଥାଏ ଯେ ମୋ ଛାତିରେ ଯନ୍ତ୍ରଣା ହେଉଛି ତେବେ ଡାକ୍ତର ତାଙ୍କୁ 300 mg ମେଡିସିନ ଖାଇବାକୁ ଦିଅନ୍ତି । ଏହାକୁ ଖାଇବା ଦ୍ଵାରା ଏହା ନିୟନ୍ତ୍ରିତ ହୋଇଥାଏ । ଯଦି ରୋଗୀ ଗା ‘ ରେ ରହିଛି ଆଖ ପାଖ ରେ କୋଣସି ଡାକ୍ତର ଖାନା ନାହିଁ । ଏହି ଭଳି ପରିସ୍ଥିତିରେ ରୋଜିଆଇ କୁ ଶୀଘ୍ର ପାଖ ରେ ଥିବା କାଥାଲୋଜିଷ୍ଟ ପାଖ କୁ ପହଞ୍ଚାଇବା ଦ୍ଵାରା ରୋଗୀ ବଞ୍ଚିଥାଏ ।

ଆଉ ଏକ ପଦ୍ଧତି ହେଉଛି ରୋଗୀ ର କ୍ଷମତା କୁ ଦେଖି ଇଞ୍ଜେକସନ୍ ଦିଅନ୍ତି । ଯଦି ଆପଣ ଏହି ରୋଗ ରୁ ବଞ୍ଚିବାକୁ ଚାହୁଛନ୍ତି ତେବେ ଆପଣ ଶରୀରରେ ଥିବା ରୋଗ କୁ ନିୟନ୍ତ୍ରଣ ରେ ରଖିବେ ଏବଂ ନିଜର ଓଜନ କୁ କମାଇବେ ସବୁ ଦିନ ଯୋଗ ବ୍ୟାୟାମ କରିବା । ବାହାରି ଖାଦ୍ୟ ଜଙ୍ଗ ଫୁଡ୍ ଆଦି କୁ ନ ଖାଇବା ଆଦି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ ।

ଯଦି ରୋଗୀ ଯନ୍ତ୍ରଣା ରେ ତଳେ ପଡିଯାଏ ତେବେ ରୋଗୀ ର ଛାତି ଉପରେ ଚାପ ଦେବା ବା ମୁଖ ବାଟେ ନିଶ୍ଵାସ ଦେବା ଆଦି କରିବା ଦ୍ଵାରା ରୋଗୀ ବଞ୍ଚିଥାଏ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭାଲ ଲାଗିଥାଏ ତେବେ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *