ଗୁରୁବାର ଦିନ ଭକ୍ତିର ସହ କରନ୍ତୁ ଏହି ୫ ଟି କାମ, ଘରକୁ ଆସିବେ ସ୍ଵୟଂ ମା’ ଲକ୍ଷ୍ମୀ, ଧନ ଦୌଲତ ରେ ପୁରିଯିବ ଭଣ୍ଡାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ବ୍ୟକ୍ତି ରୋଜଗାର କରି ଅର୍ଥ କମାଇଥାଏ । ସେହି ଅର୍ଥରେ ସେ ତା’ ର ପରିବାର ପ୍ରତି ପୋଷଣ କରିଥାଏ । ଏମିତି କିଛି ବ୍ୟକ୍ତି ଥାନ୍ତି । ଯେଉଁ ମାନେ ଯେତେ ଧନ ଅର୍ଜନ କରିଲେ ମଧ୍ୟ ଟଙ୍କାର ଘୋର ଅଭାବ ରହିଥାଏ । ଯଦି ନିଜ ଘରେ ଧନର ଅଭାବକୁ ଦୂର କରିବାକୁ ଚାହୁଁଥାନ୍ତି । ତେବେ ଗୁରୁବାର ଦିନ ନିହାତି ଭାବରେ ଏହି ୫ ଟି କାମ କରନ୍ତୁ ।

କାରଣ ସପ୍ତାହର ୭ ବାର ମଧ୍ୟରୁ ଗୁରୁବାର ଦିନଟି ମା’ ଲକ୍ଷ୍ମୀଙ୍କର ଅତୀବ ପ୍ରିୟ ବାର ହୋଇଥାଏ । ଯେଉଁ ବାରରେ ଯେଉଁ ବ୍ୟକ୍ତି ମା’ ଲକ୍ଷ୍ମୀଙ୍କର ଖୋଲା ହୃଦୟରେ ଅତି ନିଷ୍ଟାର ପୂଜା ଆରାଧନା କରିବା ସହ ମନବାଞ୍ଛା ଜଣାଇ ଥାଏ । ସେହି ଘର ଉପରେ ମା’ ଲକ୍ଷ୍ମୀଙ୍କର ଶୁଭ ନଜର ପଡିଥାଏ । ସେଥିପାଇଁ ଗୁରୁବାର ଦିନ ମା’ ଲକ୍ଷ୍ମୀଙ୍କର ପୂଜା ଆରାଧନା କରିବା ସହ ଏହି ୫ ଟି କାମ ନିହାତି କରନ୍ତୁ ।

ପ୍ରଥମ କାର୍ଯ୍ୟଟି ହେଉଛି  ଗୁରୁବାର ଦିନ ମା’ ଲକ୍ଷ୍ମୀଙ୍କର ପୂଜା କରିବା ସହିତ ଭଗବାନ ନାରାୟଣଙ୍କର ମଧ୍ୟ ଅତି ଭକ୍ତି ସହକାରେ ପୂଜା କରିବା ଉଚିତ । ଯାହା ଦ୍ଵାରା ଘରେ ଆର୍ଥିକ ସ୍ଥିରତା ଆସିଯାଇଥାଏ । ଯାହା ଦ୍ଵାରା ଘରେ ଅଯଥା ଖର୍ଚ ହୋଇନଥାଏ । ଏହା ସହିତ ଘରର ଉନ୍ନତି ହୋଇଥାଏ ।

ଦିତୀୟ କଥାଟି ହେଉଛି ଗୁରୁବାର ଦିନ ହଳଦିଆ ରଙ୍ଗ ଉପରେ ବେଶି ଗୁରୁତ୍ଵ ଦେବା ଉଚିତ । ଯେପରି ସେଡି ଘରର ସମସ୍ତ ବ୍ୟକ୍ତି ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ । ଏହା ସହିତ ମା’ ଲକ୍ଷ୍ମୀ ଓ ନାରାୟଣଙ୍କୁ ହଳଦିଆ ରଙ୍ଗର ଫୁଲ, ଫଳ ଓ ନୈବେଦ୍ୟ ଅର୍ପଣ କରିବା ଉଚିତ । ଏପରି କରିବା ଦ୍ଵାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ତୃତୀୟ କଥାଟି ହେଉଛି ଗୁରୁବାର ଦିନ ହଳଦୀ ପାଣିରେ ସ୍ନାନ କରନ୍ତୁ । ଏହା ସହିତ ସ୍ନାନ କରିସାରିଲା ପରେ ଶୁଦ୍ଧପୁତ୍ତ ଭାବରେ କଦଳୀ ଗଛରେ ହଳଦୀ ମିଶ୍ରୀତ ଜଳ ଅର୍ପଣ କରନ୍ତୁ । ଏପରି କରିବା ଦ୍ଵାରା ଘରକୁ ଟଙ୍କା ମା’ ଲକ୍ଷ୍ମୀଙ୍କ କୃପାରୁ ଆକର୍ଷିତ ହୋଇ ଆସିଥାଏ । ଚତୁର୍ଥ କଥାଟି ହେଉଛି ଗୁରୁବାର ଦିନ ମା’ ଲକ୍ଷ୍ମୀଙ୍କର ଉଦ୍ଦେଶ୍ୟରେ ଉପବାସର ପାଳନ କରନ୍ତୁ ।

ପଞ୍ଚମ କାର୍ଯ୍ୟଟି ହେଉଛି ଏହି ଦିନ ତୁଳସୀ ପୂଜନ କରିବା ସମୟରେ କଞ୍ଚା କ୍ଷୀର ମା ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ । ଏହା ଛଡା ନିଜର ବୃହସ୍ପତି ଗ୍ରହକୁ ମଜଭୁତ କରିବା ପାଇଁ ଗୁରୁବାର ଦିନ ପ୍ରଭୁ ଶିବଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ତେବେ ବନ୍ଧୁଗଣ ଗୁରୁବାର ଦିନ ଏହି ସବୁ ନିୟମ ପାଳନ କରି ମା’ ଲକ୍ଷ୍ମୀ ଓ ପ୍ରଭୁ ନାରାୟଣଙ୍କର ଆଶ୍ରୀବାଦ ଲାଭ କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *