ଗରମ ନଡିଆ ତେଲରେ ହୀରା ପରି ଚମକାନ୍ତୁ ଚେହେରା, ସକାଳୁ ଉଠିବା ମାତ୍ରେ ମାତ୍ର 10 ମିନିଟରେ ପାଆନ୍ତୁ ଗ୍ଲୋଇଙ୍ଗ ସ୍କିନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋରା ଓ ଚମକଦାର ଚେହେରା ପାଇବା ପାଇଁ କିଏ ଅବା ମନ ବଳାଇ ନଥାଏ । ସେଥିପାଇଁ ବିଭିନ୍ନ ପ୍ରକାର ଫେସ ପ୍ୟାକ ପ୍ରସ୍ତୁତ କରି ନିଜ ମୁହଁରେ ଲଗାଇଥାନ୍ତି । ଖାସ୍ କରି ଶୀତ ଦିନେ ଚେହେରା ସୁସ୍ଖ, କଳା ଓ ନିର୍ଜୀବ ହୋଇଯାଇଥାଏ । କାରଣ ମୁହଁରେ ଏପରି ଡ୍ରାଏ ଆସିଯାଇଥାଏ । ଯାହା ଦ୍ଵାରା ମୁହଁରେ କୌଣସି ପ୍ରକାର ମେକପ କରିବାକୁ ହିଁ ଇଛା ହୋଇନଥାଏ ।

ତେଣୁ ଆଜି ଏପରି ଏକ ରେମିଡି ପ୍ରସ୍ତୁତ କରି ନିଜ ଫେସରେ ଲଗାଇବେ । ଯାହାକୁ ଲଗାଇବା ଦ୍ଵାରା ମୁହଁରେ ଏକ ଅଲଗା ପ୍ରକାର ଚମକ ଦେଖିବାକୁ ପାଇବେ । ଏହି ରେମିଡି ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ରହିଛି । ସେହି ସବୁ ସାମଗ୍ରୀ ଆପଣଙ୍କୁ ବହୁତ ଆରାମରେ ମିଲିଜାପାଇପାରେ । ଏଥିପାଇଁ ୪  ଟି ସାମଗ୍ରୀର ଆବଶ୍ୟକତା ରହିଛି ।

ତାହା ହେଉଛି ନଡିଆ ତେଲ, ଆଲୋଭେରା, ଗୋଲାପ ଜଳ, ଭିଟାମିନ – E  କାପସୁଲ । ପ୍ରଥମେ ନଡିଆ ତେଲକୁ ହଲ୍କା ଗରମ କରି ଦିଅନ୍ତୁ । ଗରମ କରିଥିବା ନଡିଆ ତେଲରୁ ମୁହଁ ପାଇଁ ଆବଶ୍ୟକ ମାତ୍ରାରେ ୧ ଚାମଚ ଏକ ପାତ୍ରରେ ରଖନ୍ତୁ । ନଡିଆ ତେଲ ରଖିଥିବା ପାତ୍ରରେ ୧ ଚାମଚ ଆଲୋଭେରା ଜେଲକୁ ମିଶାନ୍ତୁ ।

ଆଲୋଭେରାକୁ ଛେଲି ସେଥିରୁ ଜେଲ ବାହାର କରିପାରିବେ । ନଚେତ ବଜାରରୁ ମଧ୍ୟ ଆଲୋଭେରା ଜେଲ କିଣିକି ଆଣିପାରିବେ । ତାପରେ ସେଥିରେ ୧ ଚାମଚ ଭିଟାମିନ – E  ଅଏଲକୁ ମିଶାଇବେ । ତାପରେ ସେଥିରେ ଅଧ ଚାମଚ ଗୋଲାପ ଜଳକୁ ମିଶାଇବେ । ଏହି ସବୁ ସାମଗ୍ରୀକୁ ମିଶାଇ ସାରିବା ପରେ ସମସ୍ତ ସାମଗ୍ରୀକୁ ଚାମଚ ସାହାଜ୍ଯରେ ଭଲ ଭାବରେ ଗୋଳାଇ ଦେବେ ।

ତାପରେ ଆପଣ ଏହାକୁ ନିଜ ମୁହଁରେ ଲଗାଇବା ପୂର୍ବରୁ ପ୍ରଥମେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ପରିଷ୍କାର କରି ପୋଛିଦେବେ । ତାପରେ ପ୍ରସ୍ତୁତ କରିଥିବା ରେମିଡିକୁ ଆଣି ନିଜ ମୁହଁରେ ଭଲ ଭାବରେ ସବୁ ଆଡେ ଲଗାଇଦେବେ । ଆପଣ ଚାହିଁଲେ ଏହାକୁ ହାତରେ ମାସଜ କରିପାରିବେ । ନଚେତ ସବୁଠାରୁ ଭଲ ଫାଇଦା ଯଦି ଆପଣ ଏହାକୁ ଚାମଚର ପଛ ପଟ ସାହାଜ୍ଯରେ ନିଜ ମୁହଁରେ ଭଲ ଭାବରେ ମାଲିଶ କରିପାରିବେ ।

୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଏହିପରି ମସାଜ କରିବେ । ତାପରେ କୌଣସି ଏକ କପଡା ସାହାଜ୍ଯରେ ମୁହଁକୁ ପୋଛି ଦେବେ । ଯଦି ରାତିରେ କରନ୍ତି, ତେବେ ସକାଳୁ ମୁହଁକୁ ଧୋଇବେ । ଯଦି ସକାଳେ ଏହାକୁ ଲଗାଇଥାନ୍ତି । ତେବେ ଲଗାଇବାର କିଛି ଘଣ୍ଟା ପରେ ମୁହଁକୁ ଥଣ୍ଡା ପାଣି ସାହାଜ୍ଯରେ ଧୋଇଦେବେ ।

ଏହାକୁ ଆପଣ ପ୍ରତିଦିନ କିମ୍ବା ୨ ରୁ ୩ ଛାଡି ମଧ୍ୟ ଲଗାଇପାରିବେ । କିଛି ଦିନ ଏହାକୁ ଲଗାଇବା ପରେ ଆପଣ ନିଜେ ନିଜର ଚେହେରାରେ ସୁନ୍ଦରତାର ଚମକ ଦେଖିବାକୁ ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *