Astrology- ନୂଆ ବର୍ଷ 2023 ରେ ଏହି ୮ ଟି ରାଶିରେ ବିବାହ ଯୋଗ ! ପାଇବେ ସଚ୍ଚା ଜୀବନସାଥୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସନ୍ତା ୨୦୨୩ ନବବର୍ଷର ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା । ନୂଆ ବର୍ଷରେ ଯାହା ସବୁ ପରିବର୍ତ୍ତନ ଆସିଥାଏ । ତାହା ପ୍ରତ୍ଯେକଟି ବ୍ୟକ୍ତିର ଜୀବନରେ ଏକ ନୂଆ ମୋଡ ଆଣି ଦେଇଥାଏ । ସେହିପରି ୮ ଟି ରାଶିର ୨୦୨୩ ମସିହାରେ ବିବାହ ଯୋଗ ଫିଟିବା ପାଇଁ ଯାଉଛି । ଯେଉଁ ମାନଙ୍କର ବିବାହ ପାଇଁ ବହୁତ ବିଳମ୍ବ ହେଉଥିଲା । ସେମାନଙ୍କର ସାହାନାଇ ବାଜିବାର ସମୟ ଆସିଯାଇଛି ।

ମେଷ ରାଶି ;- ମେଷ ରାଶିର ଲୋକଙ୍କର ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବିବାହ ରାଶି ଫିଟିବା ପାଇଁ ଯାଉଛି । ତେଣୁ ଏହି ରାଶି ପୁଅ ଓ ଝିଅଙ୍କର ଏହି ବର୍ଷର ବିବାହ ଅଧିକ ସମ୍ଭାବନା ରହୁଅଛି । ବୃଷ ରାଶି ;- ଏହି ରାଶିର ଉଭୟ ପୁଅ ଓ ଝିଅଙ୍କ ପାଇଁ ପ୍ରେମକୁ ନେଇ ଅନେକ ଭଲ ସଂବାଦ ମିଳିବା ପାଇଁ ଯାଉଛି । ଏମାନଙ୍କ ମଧ୍ୟରୁ ଆଜି ପର୍ଯ୍ୟନ୍ତ ଯେଉଁ ମାନେ ଶିଙ୍ଗିଲ ହୋଇକି ରହିଛନ୍ତି । ସେମାନଙ୍କ ଜୀବନକୁ ପ୍ରେମର ଆଗମନ ହେବା ପାଇଁ ଯାଉଛି ।

ସିଂହ ରାଶି ;- ଏହି ରାଶିର ଲୋକ ମାନଙ୍କ ପାଇଁ ୨୦୨୩ ବର୍ଷର ରୋମାଣ୍ଟିକ ରହିବା ପାଇଁ ଯାଉଛି । ଏମାନେ ନିଜ ଜୀବନସାଥି ସହିତ ଏହି ବର୍ଷ ସମ୍ପର୍କ ବହୁତ ହିଁ ଉତ୍ତମ ରହିବ । ତୁଳା ରାଶି ;- ଏହି ରାଶିର ଉଭୟ ପୁଅ ଏବଂ ଝିଅ ମାନଙ୍କ ପାଇଁ ବହୁତ ବଡ ଖୁସିର ସୂଚନା ମିଳିବା ପାଇଁ ଯାଉଛି । ବହୁତ ଶୀଘ୍ର ଏମାନଙ୍କ ବିବାହ ପାଇଁ ଭଲ ଭଲ ପ୍ରସ୍ତାବ ୨୦୨୩ ମସିହାରେ ଆସିବା ପାଇଁ ଯାଉଛି । ଯେଉଁ କାରଣରୁ ଏହି ବର୍ଷ ହିଁ ଏମାନଙ୍କର ବିବାହର ଅଧିଳ ଯୋଗ ବନୁଛି ।

ମିଥୁନ ରାଶି ;- ଏହି ରାଶିର ପ୍ରେମୀ ଯୁଗଳ ମାନେ ନିଜ ପ୍ରେମ ବିବାହ ପାଇଁ ଘରେ ପ୍ରସ୍ତାବ ପକାଇବେ । ଘରେ ମଧ୍ୟ ପ୍ରେମ ପାଇଁ ଶୀକୃତି ମିଳିବାର ଅଧିକ ଚାନ୍ସ ରହୁଅଛି । ସେମାନଙ୍କ ମଧ୍ୟରୁ ଏହି ବର୍ଷ ହିଁ ବହୁତ ପିଲା ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ବିଛା ରାଶି ;- ବିଛା ରାଶିର ଯେଉଁ ମାନଙ୍କର ବିବାହକୁ ନେଇ ବହୁତ ସମସ୍ଯାର ସାମ୍ନା କରିବାକୁ ପଡୁଥିଲା ।

ସେମାନଙ୍କର ବିବାହ ପାଇଁ ଯୋଗ ଫିଟୁଛି । ଏମାନଙ୍କର ବିବାହ ପରେ ବୈବାହିକ ଜୀବନ ବହୁତ ସୂଖମୟ ରହିବା ପାଇଁ ଯାଉଛି । ଧନୁ ରାଶି ;- ଧନୁ ରାଶିର ବ୍ୟକ୍ତିବିଶେଷଙ୍କର ୨୦୨୩ ବର୍ଷଟି ଅନ୍ୟ ସମସ୍ତ ଦିଗ ତୁଳନାରେ ପ୍ରେମ କ୍ଷେତ୍ରଟି ଉତ୍ତମ ଫଳାଫଳ ଦେବା ପାଇଁ ଯାଉଛି । ଯେଉଁ ମାନେ କାହାକୁ ନିଜର ହୃଦୟ କଥା କହିବାକୁ ଇଛୁକ ସେମାନେ ଏହି ସମୟରେ ପ୍ରପୋଜ କରି ନିଜ ଜୀବନସାଥିକୁ ଆପଣାଇ ପାରିବେ ।

କୁମ୍ଭ ରାଶି ;- କୁମ୍ଭ ରାଶିର ଲୋକଙ୍କର ୨୦୨୩ ବର୍ଷଟି ବିବାହ ଜନିତ ଭଲ ବର୍ଷ ହେବା ପାଇଁ ଯାଉଛି । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନ ମନାନ୍ତର ଦୂର ହୋଇ ପ୍ରେମ ଗଭୀର ହେବ । ଅବିବାହିତ ଲୋକଙ୍କୁ ବିବାହର ବହୁତ ଗୁଡିଏ ଭଲ ଭଲ ପ୍ରସ୍ତାବ ଆସିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *