Jyotish Shastra- ଫେବୃଆରି ମାସ ଆରମ୍ଭରୁ ସୁନା ଝୁଲଣାରେ ଝୁଲିବେ ଏହି ରାଶି, ବଜରଙ୍ଗବଲି ହୋଇଛନ୍ତି ପ୍ରସନ୍ନ, ବଦଳିଯିବ ଭାଗ୍ୟ

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଘଡିକୁ ଘଡି ପରିବର୍ତ୍ତନ ଆସିଥାଏ  ତେବେ କଣ ଆପଣ ମାନେ ଜାଣନ୍ତି କି ଏହି ପରିବର୍ତ୍ତନ ରାଶି ମାନଙ୍କରେ ହେଉଥିବା ଗ୍ରହ ନକ୍ଷତ୍ରଙ୍କ ଚଳନ ହେତୁ ହୋଇଥାଏ । ତେବେ ପ୍ରଭୁ ହନୁମାନ ଙ୍କୁ ସଙ୍କଟ ମୋଚନ ନାମରେ ମଧ୍ୟ ଜଣା ଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଫେବୃଆରୀ ମାସ ଆରମ୍ଭରୁ ଏମିତି କିଛି ରାଶି ଅଛନ୍ତି ଯେଉଁ ମାନଙ୍କର କୁଣ୍ଡଳୀରେ ବିଡା ବିଡା ଟଙ୍କା ମିଳିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ମେଷ ରାଶି : ଆପଣଙ୍କର ଭାଗ୍ୟ ଏବେ ଅଚାନକ ଭାବେ ଚମକିବାକୁ ଯାଉଛି । ଏହି ରାଶିର ଭାଗ୍ୟରେ ଅନେକ ଖୁସି ଆସିପାରେ । ଏହି ରାଶିର ଲୋକେ ଏବେ ସଫଳ ଜୀବନ ବ୍ଯତୀତ କରିବେ । ଏମାନଙ୍କର ଧନ ଦୌଲତରେ ବୃଦ୍ଧି ହେବ । ଏମାନଙ୍କ ଜୀବନରେ ଖରାପ ସମୟ ଏବେ ସମାପ୍ତ ହୋଇସାରିଛି ।

ମିଥୁନ ରାଶି : କହି ରଖୁଛୁ ଯେ ମିଥୁନ ରାଶିର ଲୋକଙ୍କ ଜୀବନରୁ ବହୁତ ଦିନ ପରେ ଏବେ ଖରାପ ସମୟ ସମାପ୍ତ ହୋଇସାରିଛି । ଯାହାର ଫଳରେ ଆପଣଙ୍କୁ ବଡ ସଫଳତା ଏବେ ପ୍ରାପ୍ତ ହେବ । ଏମାନଙ୍କର ଭାଗ୍ୟ ଚମକିବ । ପାଠ ପଢୁଥିବା ପିଲାଙ୍କର ରେଜଲ୍ଟ ଏବେ ଭଲ ଆସିବାକୁ ଯାଉଛି । ଏମାନଙ୍କର ପରିଶ୍ରମ ଏବେ ଭଲ ଫଳ ଦେବ ।

ସିଂହ ରାଶି : ଏହି ସମୟରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଅନେକ ଖୁସି ନେଇକି ଆସିବ । ଆପଣଙ୍କ ଦ୍ଵାରା କରା ଯାଇଥିବା ଆର୍ଥିକ ଯୋଜନା ଏବେ ସଫଳ ହେବ । ବ୍ୟାପାର ରେ ଶୁଭ ପରିଣାମ ମିଳିବାର ଯୋଗ ଅଛି । ମନରେ ଏବେ ଅଧିକ ଯୋଜନା ଆସିପାରେ । ଆପଣ ନିଜର ସବୁ କାର୍ଯ୍ୟ ଯୋଜନା ଭାବେ ପୂରଣ କରିବେ ।

ଧନୁ ରାଶି : ଆପଣଙ୍କୁ ଇବାରର ସହଯୋଗ ମିଳିବ । ଘରକୁ କୂଣିଆ ମାନଙ୍କର ଆଗମନ ହେବ । ଦାଂପତ୍ଯ ଜୀବନ ଆପଣଙ୍କର ଅନୁକୂଳ ରହିବ । ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଧ୍ୟାନ ବଢିବ । ଚାକିରି ପାଇଁ ପ୍ରସ୍ତାବ ଆସିପାରେ ଯାହା ଆପଣଙ୍କ ପାଇଁ ଅନୁକୂଳ ହେବ । ଧନ କମାଇବାର ନୂଆ ନୂଆ ଅବସର ପ୍ରାପ୍ତ ହେବ ।

ତୁଳା ରାଶି : କହି ଦେଉଛୁ ଯେ ଆପଣଙ୍କୁ ଜୀବନରେ ସଫଳତା ହାସଲ କରିବା ଠାରୁ କେହି ଅଟକାଇ ପାରିବେ ନାହି । କାରଣ ଆପଣଙ୍କ ଉପରେ ପ୍ରଭୁ ହନୁମାନ ଙ୍କ କୃପା ଦ୍ରୁଷ୍ଟି ଅଧିକ ରହିବ । ସଚ୍ଚା ମନରେ ହନୁମାନ ଜି ଙ୍କ ଆରାଧନା କରି ଆରମ୍ଭ କରିଥିବା କାର୍ଯ୍ୟ ନିଶ୍ଚିନ୍ତ ଭାବେ ସଫଳତା ପ୍ରଦାନ କରିବ । ଆପଣ କାହା କଥାରେ ପରିଚାଳିତ ହୋଇ ଜରୁରୀ ନିସ୍ପତି ନିଅନ୍ତୁ ନାହି ।

କୁମ୍ଭ ରଶି : ଏହି ରାଶିର ଲୋକଙ୍କୁ ନିଜର ପରିଶ୍ରମରେ ଏବେ ସଂପୂର୍ଣ୍ଣ ଲାଭ ମିଳିବାକୁ ଯାଉଛି । ଆପଣଙ୍କର ଲଭ ଲାଇଫ ରୋମାଣ୍ଟିକ ରହିବ୍ନ । ଶିଂଗଲ ଲୋକଙ୍କୁ ବିଦେଶରୁ ପ୍ରସ୍ତାବ ଆସିପାରେ । ଆପଣଙ୍କ ଲଭ ପାର୍ଟନର କୌଣସି କଥାକୁ ନେଇ ମନ ଖରାପ କରିପାରନ୍ତି । କ୍ଯାରିୟରରେ ଆଗକୁ ବଢିବାକୁ ଅନେକ ଅବସର ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *