ଯେଉଁ ସ୍ତ୍ରୀ ର ଓଠ ବଡ଼ ଓ ମାସାଂଳ ହୋଇଥାଏ ସେମାନଙ୍କ ଚରିତ୍ର କିପରି ହୋଇଥାଏ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ବନ୍ଧୁଗଣ ଯଦି ଆପଣ ନିଜ ଜୀବନକୁ ସରଳ, ସରସ, ସୁନ୍ଦର କରିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସୁନ୍ଦର ଅନୁଚିନ୍ତା । ଯାହାକୁ ପଢିଲେ ଆପଣଙ୍କ ଜୀବନରେ ଅନେକ ଉନ୍ନତି ଆସିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ୧- ଯେଉଁ ମହିଳା ମାନଙ୍କର କଣ୍ଠ କୋମଳ ଓ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

ଏହି ମହିଳା ମାନେ କ୍ଷମାଶୀଳ, ଦାନଶୀଳ, ବୁଦ୍ଧିମାନ ସେମାନେ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ଵରୁପ ଅଟନ୍ତି । ୨- ଯେଉଁ ନାରୀ ଘରକୁ ଆସୁଥିବା ଅତିଥିଙ୍କୁ ଆଦର ସତ୍କାର କରନ୍ତି ସେମାନେ ଭାଗ୍ୟଶାଳୀ ଅଟନ୍ତି । ଯେଉଁ ନାରୀ ସକାଳେ ଓ ସନ୍ଧ୍ୟାରେ ଘରେ ଦେବୀଦେବତାଙ୍କୁ ଧୂପ ଦୀପ ଦେଇ ପୂଜା କରନ୍ତି ସେମାନେ ଭାଗ୍ୟବତୀ ହୋଇଥାନ୍ତି ।

୩- ଯେଉଁ ମହିଳାଙ୍କ ଗାଲ ଗୋଲ, ସୁନ୍ଦର ହୋଇଥାଏ ସେମାନେ ବୈଭବ ଗୁଣ ସମ୍ମାନ ହୋଇଥାନ୍ତି । ଯେଉଁ ନାରିଙ୍କ ବେକ ଚାରି ଆଙ୍ଗୁଳି ବିଶିଷ୍ଟ, ସୁନ୍ଦର ଓ ସୁବଳ ସେମାନେ ଉତ୍ତମ ଲକ୍ଷଣଯୁକ୍ତ ହୋଇଥାନ୍ତି ।

୪- ଯେଉଁ ନାରୀଙ୍କ ଘଣ୍ଟିକା ଉଚ୍ଚ ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ନାରିଙ୍କ ବେକରେ ୩ଟି ରେଖା ପଡିଥାଏ ସେମାନେ ଐଶ୍ଚର୍ଜ୍ୟଶାଳୀ ହୁଅନ୍ତି ।

୫- ଯେଉଁ ନାରିଙ୍କ ନାକର ଅଗ୍ର ଭାଗ ଅଳ୍ପ ଲମ୍ବିଥାଏ ସେମାନଙ୍କୁ ବହୁତ ସୁଖ ଓ ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି । ଯେଉଁ ନାରିଙ୍କ ଓଠ ମଝିରେ ରେଖା ଦେଖାଯାଏ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି ।

୬- ଯେଉଁ ନାରୀଙ୍କ ପାଟିର ଉପରେ ୧୬ଟି ଓ ତଳେ ୧୬ଟି ଦାନ୍ତ କ୍ଷୀର ପରି ସଫା ଥାଏ ସେ ସ୍ବାମୀର ପ୍ରିୟ ହୋଇଥାନ୍ତି । ଯେଉଁ ନାରିଙ୍କ ଜିଭ ପତଳା, ଲାଲ ଓ କୋମଳ ସେମାନଙ୍କୁ ଉତ୍ତମ ସ୍ଵାମୀ ମିଳନ୍ତି ।

୭- ଯେଉଁ ନାରୀ ମାନେ ହସିବା ବେଳେ ପାଟି ଅଳ୍ପ ଖୋଲେ ଓ ଦାନ୍ତ ଦେଖାଯାଏ ନାହି ସେ ସ୍ଵାମୀଙ୍କ ପାଇଁ ସୌଭାଗ୍ୟ ଆଣିଥାନ୍ତି । ଯେଉଁ ନାରିଙ୍କ ଆଖି ହରିଣ ପରି, ଡୋଳା କଳା, ଆଖି ପତାରେ ଛୋଟ କଳା ବୁଟିଥାଏ ସେମାନେ ଶୁଭ ହୋଇଥାନ୍ତି ।

୮- ଯେଉଁ ନାରିଙ୍କ ହାତ କୋମଳ, ଲୋମ ନ ଥାଏ, କାନ୍ଧ ଆଗକୁ ଥାଏ ସେମାନେ ଜୀବନରେ ସୁଖ ଭୋଗ କରନ୍ତି । ଯେଉଁ ନାରିଙ୍କ ବାମ ହାତରେ, ବେକରେ, ଗାଲରେ, ଓଠରେ ଓ କାନରେ କଳାଜାଇ ଥାଏ ସେମାନେ ସୁଖ ଭୋଗ କରନ୍ତି ।

୯- ଯେଉଁ ନାରିଙ୍କ ହାତ ପାପୁଲି କୋମଳ ଓ ହାତରେ ପଦ୍ମ, ପତାକା, ମାଛ ଶଙ୍ଖ ଚିହ୍ନ ଥାଏ ସେମାନେ ଧନବାନ ହୋଇଥାନ୍ତି । ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ଲାଗି କରିଥାଏ ଓ କୋମଳ ସେମାନେ ସୌଭାଗ୍ୟଶାଳୀ ଅଟନ୍ତି ।

୧୦- ଯେଉଁ ନାରିଙ୍କ ପାଦର ଆଙ୍ଗୁଠି ମଧ୍ୟରେ ଅଧିକ ଫାଙ୍କ ଥାଏ ସେମାନେ ଧନ ସଞ୍ଚୟ କରିପାରନ୍ତି ନାହି । ନାରୀ ନିଜର ସବୁ ଅଳଙ୍କାର ଘରର ଦକ୍ଷିଣ-ପଶ୍ଚିମ କୋଣରେ ରଖିବା ଉଚିତ ।

୧୧- ଯେଉଁ ନାରିଙ୍କ ଓଠ ଦୁଇ ଆଙ୍ଗୁଳି, ସୁନ୍ଦର ଓ ମାଂସାଳା ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *