ଘରୁ ବାହାରିବା ବେଳେ ଛିଙ୍କ କିମ୍ବା ହାଇ ଆସିଲେ କଣ ସଂକେତ ମିଳିଥାଏ ? ଏହା ସହିତ ପଢନ୍ତୁ ଆଜିର ଆହୁରି 20 ଟି Anuchinta

ବନ୍ଧୁଗଣ ଯଦି ଆପଣ ନିଜ ଜୀବନରେ କିଛି ନୂଆ କଥା ଶିଖିବାକୁ ଚାହୁଁଥାନ୍ତି ତେବେ ଆଜିର ଆମର ବିଷୟ ବସ୍ତୁ ଉପରେ ଧ୍ୟାନ ଦିଅନ୍ତୁ । ଆସନ୍ତୁ ଜାଣିବା ଆଜିର କିଛି ବଡ ଓ ଗୁରୁତ୍ଵ ପୂର୍ଣ୍ଣ ଅନୁଚିନ୍ତା ବିଷୟରେ ବିସ୍ତାର ଭାବେ । ମନୁଷ୍ୟ ଜୀବନରେ ଘଟିବାକୁ ଥିବା ଭଲ ମନ୍ଦ ଘଟଣା ବିଷୟରେ ପ୍ରକୃତିରୁ କିଛି ସଂକେତ ମିଳିଥାଏ । ତେବେ ସେହିପରି କିଛି ସଂକେତ ବିଷୟରେ ଆସନ୍ତୁ ଜାଣିବା ।

୧- ଘର ପାଖରେ ଯଦି କୋଇଲି ରାବ ଦିଏ ତେବେ ବହୁତ ମଙ୍ଗଳକାରୀ ହୋଇଥାଏ । ଘରର ମୁଖ୍ୟ ଲୋକଙ୍କ ଭାଗ୍ୟ ଉଦୟ ହୋଇଥାଏ ।

୨- ଯଦି କୌଣସି ଗାଈ ଘର ଆଗରେ ରାବ ଦିଏ ତାହେଲେ ସୁଖ ସୌଭାଗ୍ୟ ପ୍ରାପ୍ତ ହେବାର ସୂଚନା ଦେଇଥାଏ । ଘରର ମୁଖ୍ୟ ଦ୍ଵାରରେ ଯଦି ବାରମ୍ବାର ଝିଟିପିଟି ବୁଲିବାର ଦେଖନ୍ତି ବାଦ ବିବାଦ ହେବାର ସୂଚନା ମିଳିଥାଏ ।

୩- ଘରର ମୁଖ୍ୟଦ୍ଵାର ବାଟେ କୌଣସି ସାପ ଘରକୁ ପ୍ରବେଶ କରିଲେ ଦୁର୍ଘଟଣା ଘଟିବାର ସୂଚନା ମିଳିଥାଏ । କୌଣସି କାର୍ଯ୍ୟରେ ବାହାରକୁ ଯିବା ସମୟରେ ରାସ୍ତାରେ ସାଧୁ ସନ୍ୟାସୀ ଦେଖନ୍ତି ତେବେ ଶୁଭ ଫଳ ପ୍ରାପ୍ତ ହୁଏ ।

୪- ଘରୁ ବାହାରକୁ ଯିବା ସମୟରେ ଅଚାନକ ବର୍ଷା ହୁଏ ଓ ଆପଣ ଓଦା ହୁଅନ୍ତି ତେବେ ଶୁଭ ଫଳ ପ୍ରାପ୍ତିର ସୂଚନା ଦେଇଥାଏ । କୌଣସି ପକ୍ଷୀ କାହାର ଦେହ ଉପରେ ମଳତ୍ଯାଗ କରିଲେ ଶୁଭ ହେବା ସହ ଦାରିଦ୍ରତା କମ ହୁଏ ।

୫- ଘରେ ଯଦି ବିଲେଇ କଳି କରନ୍ତି ଅଶୁଭ ହେବା ସହ ଆଗାମୀ ଦିନରେ ଅପ୍ରିୟ ଘଟଣା ଘଟିବାର ସୂଚନା ଦେଇଥାଏ । କେବେବି ନିଜର ପକେଟ ବା ପର୍ସକୁ ଖାଲି ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

୬- ଘରୁ ବାହାରକୁ ଯିବା ସମୟରେ ଯଦି ଛିଙ୍କ ପଡେ ତେବେ ଅଶୁଭ ହେବ ସହ କିଛି ସମୟ ଅଟକିଯିବା ଉଚିତ । ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀକୁ ଛକି ପକାଇ ରଖିବା ଉଚିତ ।

୭- ଘରେ ଯଦି ଆଇନା ବ କାଚ ଜିନିଷ ଭାଙ୍ଗିଯାଏ ତେବେ ଅଶୁଭ ହେବା ସହ ଏହାକୁ ଘରେ ରଖିବା ଉଚିତ ନୁହେଁ । ଘରେ ଲୁହା ଜିନିଷ ରଖିବା ଦ୍ଵାରା ଶୁଭ ହୋଇଥାଏ ।

୮- କଳଙ୍କି ଲାଗିଥିବା ଲୁହ ଜିନିଷ ରଖିବା ଅନୁଚିତ । ଏହା ଘର ପାଇଁ ଶୁଭ ହୋଇଥାଏ । ଘରେ କେବେବି ସିଟି ବଜାଇବା ଅନୁଚିତ । ଏହା ଦ୍ଵାରା ଧନ ହାନି ହୋଇଥାଏ ।

୯- ଘର ଆଗରେ ଜୋତା ବ ଚପଲ ଓଲଟା ପଡିଥିଲେ ଏହାକୁ ତୁରନ୍ତ ସିଧା କରନ୍ତୁ । ଏହା ଦ୍ଵାରା କାହା ସହ ଝଗଡା ହୋଇପାରେ । ସକାଳୁ ଉଠିବା ପରେ ଖାଲି ବାଲଟି ଦେଖିବା ଶୁଭ ହେବା ସହ କାର୍ଯ୍ୟରେ ବିଘ୍ନ ଆସିବାର ସଂକେତ ମିଳିଥାଏ ।

୧୦- କୌଣସି ସମୟରେ ସମ୍ଭୋଗରତ କୁକୁର ଦେଖିବାକୁ ପାଇଥାନ୍ତି ତେବେ କାର୍ଯ୍ୟରେ ବିଘ୍ନ ଆସିଥାଏ ଓ ଝଗଡା ହେବାର ସୂଚନା ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *