Astrology- ଦୋଳ ପୂର୍ଣ୍ଣିମା 2023 ! ଏହି 5 ଟି ରାଶିରେ ଭୟଙ୍କର ଘଟଣା

ନମସ୍କାର ବନ୍ଧୁଗଣ , ଆମ ଦେଶ ହେଉଛି ଏକ ହିନ୍ଦୁ ଦେଶ ଏଠାରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ସବୁ ପର୍ବ ର କିଛି ବିଶେଷତ ରହିଛି ଏହାର ପଛରେ ଗୁରୁତ୍ଵପୂର୍ଣ୍ଣ ବିଧି ନିୟମମାନ ରହିଥାଏ । ପର୍ବ ଆମ ଜୀବନରେ ଅନେକ ଖୁସି ଓ ଈଶ୍ଵରକ ଉପସ୍ଥିତି କୁ ନେଇ ଆସିଥାଏ । ଭାରତ ଦେଶରେ ସବୁ ପର୍ବକୁ ଧର୍ମ ଜାତି ନିର୍ବିଶେଷରେ ସମସ୍ତେ ପାଳନ କରିଥାନ୍ତି । ବନ୍ଧୁଗଣ ଏହି ବର୍ଷ   ମାର୍ଚ୍ଚ ତିନି ତାରିଖ ଦିନ ପଢୁଅଛି ପବିତ୍ର ଦୋଳ ପୂର୍ଣ୍ଣିମା ।

ଏହି ଦିନରେ ବନିବାକୁ ଯାଉଅଛି ଅଦବୁତ ମହାସଂଯୋଗ । ଏହି ପାଞ୍ଚ ଗୋଟି ରାଶିର ର ଜୀବନରେ ଘଟି ବାକୁ ଯାଉଅଛି ଏମିତି କିଛି , ଯାହା ଦ୍ଵାରା ତାଙ୍କ ଜୀବନର ଖବାଟ ଖୋଲିବ ଓ ଭଗବାନ ଶ୍ରୀ କୃଷ୍ଣଙ୍କ  ଅପାର ଦୟା ବର୍ଷିବାକୁ ଯାଉଅଛି ଏହି ରାଶି ମାନଙ୍କ ଉପରେ । ଏହି ଥର ଦୋଳ ପୂର୍ଣ୍ଣିମା ଫାଲ୍ଗୁନ  ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପଢୁଅଛି । ଏହି ଦିନ ମହାଶୁଭ ଯୋଗ ପଢୁଅଛି , ଯାହା ଫଳରେ ଏହାର କିଛି ଶୁଭ ଫଳ ଏହି ରାଶି ମାନଙ୍କ ଉପରେ ପଢୁଛି ।

ଏହି ଥର ଦୋଳ ପୂର୍ଣ୍ଣିମା ରେ ଚାରୋଟି ଗ୍ରହ ଏକାଠି ବସିଛନ୍ତି । ମକର ରାଶିରେ ବୁଧ , ମଙ୍ଗଳ , ଶୁକ୍ର ଓ ଶନି କର ତିଥି ପଢୁଅଛି ।  ଏହା ଦ୍ଵାରା ଏଥର ଦୋଳ ପୂର୍ଣ୍ଣିମା ବହୁତ ଗୁରୁତ୍ୱପୂର୍ଣ୍ଣ ହେଉଅଛି । ମା ‘ ଲକ୍ଷ୍ମୀଙ୍କୁ ଧନ ର ଦେବୀ କହିଥାଆନ୍ତି । ଏହି ପାଞ୍ଚଟି ରାଶି ଉପରେ ମା ‘ ଲକ୍ଷ୍ମୀଙ୍କର ଆର୍ଶୀବାଦ ପଡିବାକୁ ଯାଉଅଛି , ତାହା ମାନେ ଏହି ରାଶିର ଜୀବନରେ ଧନ ର ଆଗମନ ହେବାକୁ ଯାଉଅଛି ।

ଦୋଳ ଯାତ୍ରା ରାଧା ଓ ଶ୍ରୀ କୃଷ୍ଣଙ୍କ ପର୍ବ ଅଟେ ବା ଏହି ଦୋଳି ଓ ବିମାନରେ  ରାଧା ଓ ଶ୍ରୀ କୃଷ୍ଣଙ୍କୁ ବସାଇ ପରିକ୍ରମଣ କରିଥିବାରୁ ଏହାକୁ ଦୋଳି ପୂର୍ଣ୍ଣିମା କୁହାଯାଇଥାଏ । ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଦଶମ ତିଥିରୁ  ଏହା ଆରମ୍ଭ ହୋଇ ପୂର୍ଣ୍ଣମୀ ବା ହୋଲି ପର୍ବରେ ଏହା ଶେଷ ହୋଇଥାଏ । ବିମାନ କୁ ଫୁଲ ରେ ସଜାଇ ଗୋପାଳ ର ପିଲାମାନେ କୀର୍ତ୍ତନ ଗାଈ ଘରେ ଘରେ ଭୁଲାଇଥାନ୍ତି ।  ଏହାର ପର ଦିନ ହୋଲି ପର୍ବ ସମସ୍ତେ ରାଗ ରୁଷା ଭୁଲି ଖୁସି ରେ ଖେଳି ପାଳନ କରିଥାନ୍ତି ।

ଆସନ୍ତୁ ଜାଣିବା ଏହି ପାଞ୍ଚଟି ରାଶି ବିଷୟରେ ପ୍ରଥମରେ ହେଉଛନ୍ତି ବୃଷ ରାଶି ଏହି ରାଶିର ଜାତକ ଥିବା ବ୍ୟକ୍ତି ଏହି ଦୋଳ ପୂର୍ଣ୍ଣିମା ଠାରୁ ଶ୍ରୀ କୃଷ୍ଣଙ୍କ କୃପା ଆପଣଙ୍କ ଉପରେ ପଢିବାକୁ ଯାଉଅଛି ଆପଣଙ୍କ ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହେବ ଓ ଧନ ର ବର୍ଷା ଆପଣଙ୍କ ଘରେ ହୋଇଥାଏ । କନ୍ୟା ରାଶିର ଜାତକ ଥିବା ବ୍ୟକ୍ତିମାନଙ୍କ ଉପରେ ଏହି ଦୋଳ ପୂର୍ଣ୍ଣିମା ପର ଠାରୁ ଭଗବାନଙ୍କ ଅଶେଷ ଦୟା ପାଇବେ ଓ ଏହି ସମୟରେ ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି , ବା ଚାକିରୀ ରେ ବୃଦ୍ଧି ଚାହାନ୍ତି ତେବେ ଏହା ମଧ୍ୟ ଏହି ପୂର୍ଣ୍ଣିମା ଠାରୁ ସଫଳ ହୋଇଥାଏ ।

ସିଂହ ରାଶିର ଜାତକ ବ୍ୟକ୍ତି ଭାଗ୍ୟ ଦୁଇ ଗୁଣ ବୃଦ୍ଧି ହୋଇଥାଏ , ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ରୁ  ଏହି ଦୋଳ ପୂର୍ଣ୍ଣିମା ଠାରୁ ବହୁତ ଗୁଡିଏ ଶୁଭବାର୍ତ୍ତା ମିଳିବାକୁ ଯାଉଛି ଓ ଆପଣଙ୍କ ଆର୍ଥିକ ପରିସ୍ଥିତି ରେ ସୁଧାର ହେବାକୁ ଯାଉଛି । ତୁଳା ରାଶିର ବ୍ୟକ୍ତିଙ୍କ ଉପରେ ଶ୍ରୀ କୃଷ୍ଣଙ୍କ ବିଶେଷ କୃପା ଏବେ ବର୍ଷିବାକୁ ଯାଉଅଛି । ଧନ ର ଲାଭ ହେବ ଓ ଆପଣଙ୍କ ବ୍ୟବସାୟ ରେ ବୃଦ୍ଧି ଦେଖିବାକୁ ପାଇବେ ।

ଆପଣଙ୍କ ଘରେ ନୂତନ ଜିନିଷର ଆଗମନ ହୋଇଥାଏ । ଶେଷ ରେ ହେଉଛି କୁମ୍ଭ ରାଶି ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶ୍ରୀ କୃଷ୍ଣଙ୍କ କୃପାରୁ ଏହି ଦୋଳ ପୂର୍ଣ୍ଣିମା ଠାରୁ ଅନେକ ଜାଗାରୁ ଧନ ର ଲାଭ ଦେଖିବାକୁ ମିଳିବ । ଆପଣଙ୍କ ଘର ପରିବାର ରେ ସୁଖ ଶାନ୍ତି ଓ ଖୁସି ଦେଖିବାକୁ ମିଳିବ । ତେଣୁ ବନ୍ଧୁଗଣ ଏହି ପାଞ୍ଚଟି ରାଶିର ଜୀବନ ଏହି ପୂର୍ଣ୍ଣିମା ଠାରୁ ବଦଳିବାକୁ ଯାଉଛି । ଏହି ଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଓ ଏହାକୁ ଅନ୍ୟମାନଙ୍କ ସହ କରନ୍ତୁ । ଆପଣମାନଙ୍କ ମତଙ୍କୁ ଆମମାନଙ୍କୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *