ରାବଣ ସ୍ତ୍ରୀ ଙ୍କ ବିଷୟରେ କହିଛନ୍ତି ଏହି 3 ଟି କଥା, କଟୁ ହେଲେ ବି ସତ !

ବନ୍ଧୁଗଣ ରାବଣ ଲଙ୍କା ର ରାଜା ଥିଲେ । ତାଙ୍କୁ ଦାସ ମୁଣ୍ଡ ଥିବା ନାମରେ ବି ଜଣା ଯାଇଥିଲେ । ଶାସ୍ତ୍ର ଅନୁଯାୟୀ ରାବଣ ଜଣେ ମହା ପଣ୍ଡିତ ଓ ମହାଜ୍ଞାନୀ ଥିଲେ । ଯାହାଙ୍କୁ ପ୍ରତେକ କଥାର ଜ୍ଞାନ ଥିଲା । ରାବଣଙ୍କୁ ଏତେ ଜ୍ଞାନୀ ଥିଲେ କି ଆଗକୁ କଣ ହେବାର ଅଛି ତାହା ଜାଣିପାରୁଥିଲେ । ମହିଳା ମାନଙ୍କ ବିଷୟରେ କିଛି ଏମିତି 4ଟି ସତ୍ୟ କଥା କହିଛନ୍ତି ରାବଣ ଯାହାକୁ ଜାଣିବା ପରେ ଆପଣ ବି କହିବେ ସେ ବହୁତ ଜ୍ଞାନୀ ଥିଲେ ।

ରାବଣ କହିଥିଲେ କି ଏମିତି ମହିଳାଙ୍କ ଠାରୁ ଯେତେ ଜଲ୍ଦି ଦୂରକୁ ଚାଲିଯିବା ଉଚିତ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ୧- ରାବଣ ମୃତ୍ୟୁ ପୂର୍ବରୁ କହିଥିଲେ ଯେ ସ୍ତ୍ରୀ ଲୋକ ମାନେ ବହୁତ ସ୍ଵାର୍ଥପର ହୋଇଥାନ୍ତି । ସେମାନେ ନିଜର ସ୍ଵାର୍ଥ ହାସଲ କରିବା ପାଇବ୍ନ ବହୁତ ତଳକୁ ଖସି ଯାଇଥାନ୍ତି । ସେଥିରେ କାହାକୁ ଧୋକା ଦେବାକୁ ହେଉ ବା କାହାକୁ ଜୀବନରୁ ମାରି ଦେବାକୁ ହେଉ ବା କାହାକୁ ଆପଣେଇବାକୁ ପଡିଲେ ସ୍ତ୍ରୀ ମାନେ ନିଶ୍ଚୟ କରିଥାନ୍ତି । ଏମିତି ନାରୀ ନିଜର ଲୋଭରେ ଚାଲି କିଛି ବି କରି ପାରନ୍ତି ।

ନାରୀ ମାନେ କୌଣସି ଲୋଭରେ ବହୁତ ସହଜରେ ଯାଇ ପାରନ୍ତି । ତେଣୁ ଏମିତି ଲକ୍ଷ ଥିବା ନାରୀ ଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ । ୨- ରାବଣ ଏହା ମଧ୍ୟ କହିଥିଲେ କି ସ୍ତ୍ରୀ ମାନେ ନିଜର କୌଣସି କଥାରେ ଓଲଟି ଯାଇଥାନ୍ତି । ଏମିତିରେ ନାରୀ ମାନେ କେବେ ବି ସତ କଥା କୁହନ୍ତି ନାହି ।

ସ୍ତ୍ରୀ ମାନଙ୍କ ଉପରେ ବହୁତ ଭାବି ଚିନ୍ତି ଭରସା କରିବା ଉଚିତ ଅଟେ । ଏମିତିରେ ଦେଖିବାକୁ ଗଲେ ସ୍ତ୍ରୀ ମାନେ ୟା କଥା ତା ଆଗରେ ତା କଥା ଆଗରେ କହିଥାନ୍ତି । ଏମିତି ପ୍ରକାରରେ କହି ନାରୀ ମାନେ ଅନ୍ୟ ମାନଙ୍କ ଭିତରେ ଲଢେଇ ଝଗଡା କରିଥାନ୍ତି । ତେଣୁ ଏଭଳି ଲକ୍ଷଣ ଥିବା ନାରିଙ୍କ ଠାରୁ ଦୁରେଇ ରହିବା ଉଚିତ ।

୩- ରାବଣ ମୃତ୍ୟୁ ପୂର୍ବରୁ କହିଥିଲେ କି ନାରୀ ମାନଙ୍କ ପେଟରେ କିଛି ବି କଥା ଲୁଚିକି ରୁହେ ନାହି । ନାରୀ ମାନେ ଯେତେ ନିଜର ହୋଇଥାଉ ନା କାହିଁକି ସେମାନେ ଗୁପ୍ତ ରହସ୍ୟ ଖୁଲାସା କରି ଦେଇଥାନ୍ତି । ନାରୀ ମାନେ ଗୁପ୍ତ କଥାକୁ ନିଆଁ ଭଳି ଖେଳାଇ ଦେଇଥାନ୍ତି । ତେଣୁ ଏମିତି ସ୍ତ୍ରୀ ଙ୍କୁ ନିଜର ଗୁପ୍ତ କଥା କହିବା ଉଚିତ ନୁହେଁ । ଏମିତି ନାରୀଙ୍କ ଠାରୁ ଦୂରେଇ ରହିବା ଉଚିତ ।

୪- ସ୍ତ୍ରୀ ମାନଙ୍କ ବିଷୟରେ ରାବଣ ଶେଷରେ କହିଥିଲେ କି କାହା କଥାରେ ବହୁତ ଜଲ୍ଦି ଆସିଥାନ୍ତି ଓ କାହା ଜାଲରେ ଜଲ୍ଦି ଫସି ଯାଇଥାନ୍ତି । ତେଣିକି ସେ କୌଣସି ପୁରୁଷ ହେଉ ବା ସ୍ତ୍ରୀ ହେଉ । ଏମିତି ନାରୀ ଅନ୍ୟ କଥାରେ ପଡି ନିଜ ଘରର ବିନାଶ କରିବାକୁ ଲାଗନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *