ସୁନ୍ଦର, ସ୍ଵାସ୍ଥ୍ୟବାନ୍, ଦୀର୍ଘାୟୁ, ଆଜ୍ଞାକାରୀ ଓ ସର୍ବଗୁଣ ସମ୍ପର୍ଣ୍ଣ ସନ୍ତାନ ଚାହୁଛନ୍ତି କି ? ଋତୁସ୍ରାବ ଠାରୁ ପାଳନ କରନ୍ତୁ ଏହି ନିୟମ

ନମସ୍କାର ବନ୍ଧୁଗଣ , ବିବାହ ହେଉଛି ଏକ ପବିତ୍ର ବନ୍ଧନ ଈଶ୍ଵରକ ଠାରୁ ସୃଷ୍ଟି ହୋଇଥିବା ଏହି ନିୟମକୁ ସମଗ୍ର ଜଗତ ପାଳନ କରି ଆସୁଛି । ଜୀବନ ସାଥି ତାର ସଙ୍ଗୀ କୁ ଜୀବନର ଶେଷ ମୂହୁର୍ତ୍ତ ଯାଏ ରହିଥାଏ । ଦୁଃଖ , କଷ୍ଟ ଅସୁବିଧା ଯେତେ କଠିନ ପରିସ୍ଥିତି ରେ ମଧ୍ୟ ପରସ୍ପରକୁ ସମ୍ଭାଳି ଥାଆନ୍ତି । ବିବାହ ପରେ ସମସ୍ତେ ଆଶା କରିଥାଆନ୍ତି , ଯେ ସେମାନଙ୍କର ସନ୍ତାନ ଟିଏ ହେଉ । ଅଧିକାଂଶ ପିତାମାତାମାନେ  ପୁତ୍ର ସନ୍ତାନ ପାଇଁ ଆଶା କରନ୍ତି ।  ଏହା ପାଇଁ ଅନେକ ପୂଜା ପାଠ , ଜପ ଆଦି କରନ୍ତି ।

ଆଉ କେତେକ ଲୋକ ସନ୍ତାନ ପୁଅ ହେଉ ବା ଝିଅ ସନ୍ତାନର     କାମନା କରିଥାନ୍ତି । ତେବେ ଆସନ୍ତୁ  ଜାଣିବା ସ୍ଵାମୀ ଓ ସ୍ତ୍ରୀଙ୍କ କେଉଁ  ସମୟର ମିଳନ ପୁତ୍ର ସନ୍ତାନ ଜନ୍ମ କରାଇ ଥାଏ ଓ ସ୍ଵାମୀ ଓ ସ୍ତ୍ରୀଙ୍କର କେଉଁ ସମୟର ମିଳନ କନ୍ୟା ରତ୍ନ କୁ ଜନ୍ମ କରାଇଥାଏ  । ଏହା ସହିତ ଆଉ ଅଧିକ ବିଷୟ ଜାଣିବା ଯେ ସୁପୁତ୍ର ଆମକୁ କେଉଁ ସମୟରେ ମିଳିଥାଏ । ସର୍ବ ପ୍ରଥମେ ଆମକୁ ଏହା ଜାଣିବାକୁ ପଡିବ , ଯେ କେଉଁ ସମୟରେ ସ୍ଵାମୀ ସ୍ତ୍ରୀଙ୍କ ସହବାସ କରିବା ସ୍ଵର ପୁତ୍ର ହୁଅନ୍ତୁ ବା କନ୍ୟା ଜାତ ହୋଇଥାଆନ୍ତି ।

ସ୍ଵାମୀ ଓ ସ୍ତ୍ରୀ ର ମିଳନ ପାଇଁ  ଦଶ ଦିନର ସମୟ ରହିଛି  । ଯାହା କି ସ୍ତ୍ରୀ ର ଋତୁସ୍ରାବର  ଷୋହଳ ଦିନ ପଯ୍ୟନ୍ତ । ଏହି ଷୋହଳ ଦିନର ଚାରି ଦିନ  ସ୍ଵାମୀ ସହିତ ମିଶିବାର ବାରଣ ରହିଥାଏ । ଏହି ଚାରି ଦିନ ସେ ମିଶି ପାରିବ କିନ୍ତୁ ପାଞ୍ଚମ ଦିନରେ ଦେବାଜ୍ୟ  କାର୍ଯ୍ୟ ରେ ନିଜକୁ ନିହଜିତ କରିବ । ବିଶେଷ କରି ଏହି ଚାରି ଦିନ ଠାରୁ ଷୋହଳ ଦିନ ଯାଏ କେଉଁ ଦିନରେ ସ୍ଵାମୀ ସ୍ତ୍ରୀଙ୍କ ମିଳନରେ ପୁତ୍ର ବା କନ୍ୟା  ସନ୍ତାନ ଜାତ ହୋଇଥାଆନ୍ତି ।

ଶାସ୍ତ୍ର ଅନୁସାରେ ଯୁଗ୍ମ ରାତ୍ରିର ମିଳନରେ ପୁତ୍ର ସନ୍ତାନ ଜାତ ହୋଇଥାଆନ୍ତି ଓ ଅଯୁଗ୍ମ ରାତ୍ରିମାନଙ୍କ ମିଳନରେ କନ୍ୟା ସନ୍ତାନ ଜାତ ହୋଇଥାଆନ୍ତି । ଏହି ଯୁଗ୍ମ ଓ ଅଯୁଗ୍ମ ରାତ୍ରି କଣ ହୋଇଥାଏ । ଶାସ୍ତ୍ର ଅନୁସାରେ ଋତୁସ୍ରାବ ର ଚର୍ତୁର୍ଥ ଦିନରେ ମିଳନ ହୋଇପାରେ । କିନ୍ତୁ ଏହି ମିଳନ ଦ୍ଵାରା ଜନ୍ମ ହୋଇଥିବା ସନ୍ତାନ ଜ୍ଞାନହୀନ ଓ ଧନହୀନ ହୋଇ ଜନ୍ମ ଗ୍ରହଣ କରିଥାଏ । ଚତୁର୍ଥ ରାତି ହେଉଛି ଯୁଗ୍ମ ରାତ୍ରି ।

ଋତୁସ୍ରାବ ର ପାଞ୍ଚମ ରାତ୍ରି ଅଯୁଗ୍ମ ହୋଇଥାଏ ଏହି ଦିନର ମିଳନରେ କନ୍ୟା ସନ୍ତାନ ଜାତ ହୋଇଥାଏ । ଏହି କନ୍ୟା ପୁତ୍ରବତୀ ହୋଇଥାଏ ସେହି କନ୍ୟାର ଭାଗ୍ୟ ସେହି ଠାରୁ ନିରୂପଣ ହୋଇଥାଏ । ଷଷ୍ଟ ରାତ୍ରି ପୁତ୍ର ମଧ୍ୟମ ପୁତ୍ର ହୋଇଥାଏ । ସପ୍ତମ ରାତ୍ରି କନ୍ୟା ସନ୍ତାନ କିନ୍ତୁ ବନ୍ଧା ଦୋଷ  ଲାଗିଯାଇଥାଏ । ଅଷ୍ଟମ ରାତ୍ରି ପୁତ୍ର ଶୋଭାଗ୍ୟଶାଳୀ ହୋଇଥାଏ । ନବମ ରାତ୍ରି କନ୍ୟା ଶୋଭାଗ୍ୟବତୀ ।

ଦଶମ ରାତ୍ରି ର ପୁତ୍ର ଅତି ଉକୃଷ୍ଟ ହୋଇଥାଏ । ଏକାଦଶ ରାତ୍ରି ଯେଉଁ କନ୍ୟା ହେବ ସେହି ଧର୍ମ ହୀନ ହୋଇଥାଏ । ଦ୍ଵାଦଶ ରାତ୍ରି ପୁତ୍ର ଶ୍ରେଷ୍ଟ ପୁରୁଷ  ପୁତ୍ର ହୋଇ ଜାତ ହୋଇଥାଏ । ଚର୍ତୁଦଶ ରାତ୍ରି ରେ ପୁତ୍ର ଧର୍ମଅଜ୍ଞ ହୋଇଥାଏ । ପାଞ୍ଚ ଦଶ ର କନ୍ୟା ପତୀବ୍ରତ ହେବ । ଷୋହଳଦଶ ରେ ଜାତ ପୁତ୍ର ସୁସନ୍ତାନ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ ଙ୍କୁ ଲାଇକ , ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *