Jyotish Shastra- ଆଜି ପବିତ୍ର ଦୀପାବଳି, ଆଜି ରାତି ଠାରୁ ସୁନା ଝୁଲଣାରେ ଝୁଲିବେ ଏହି 5 ଟି ରାଶି, ବଦଳିଯିବ ଭାଗ୍ୟ

ବନ୍ଧୁଗଣ ଆଜି ହେଉଛି ଦୀପାବଳି ପର୍ବ ଓ ଆମେ ଆପଣ ମାନଙ୍କୁ ଦୀପାବଳିର ହର୍ଦ୍ଧିକ ଶୁବେଚ୍ଚା ଜଣାଉଛୁ । ଆପଣ ମାନେ ଅତି ଖୁସି ଓ ଆନନ୍ଦର ସହ ଦୀପାବଳି ପର୍ବ ପାଳନ କରନ୍ତୁ । ବନ୍ଧୁଗଣ ଆଜି ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ୟରେ ହେବାକୁ ଯାଉଛି ଏକ ମହା ସଂଯୋଗ । ଆଜି କାର୍ତ୍ତିକ ଅମାବାସ୍ୟା ମଧ୍ୟ ରହିଛି ।

ଆଜିର ପବିତ୍ର ପର୍ବରେ କିଛି ରାଶି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ବନ୍ଧୁଗଣ ଆପଣ ମାନଙ୍କ ଜୀବନରେ ଚାଲି ରହୁଥିବା ସମସ୍ତ ଅସୁବିଧା ଓ ଚିନ୍ତା ଆଜି ଠାରୁ ଦୂର ହେବାକୁ ଯାଉଛି । ଆପଣ ମାନଙ୍କୁ ଆଗାମୀ ସମୟରେ ଏକ ବଡ ଖୁସି ଖବର ମିଳିବ ଯାହାଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ । ବ୍ୟାପାର ଓ ଚାକିରି କ୍ଷେତ୍ରରେ ଆପଣ ଉନ୍ନତି କରିବେ ।

ବ୍ୟାପାର କ୍ଷେତ୍ରରେ ଆପଣଙ୍କର ପ୍ରଚୁର ଲାଭ ହେବ ଓ ଆପଣ ବିଦେଶ ଯାତ୍ରା କରିପାରନ୍ତି । ଚାକିରି କ୍ଷେତ୍ରରେ ଆପଣଙ୍କୁ ପ୍ରମୋଶନ ମିଳିବ ଓ ଆପଣଙ୍କୁ ଉଚ୍ଚ ଅଧିକାରୀ ମାନଙ୍କର ସହଯୋଡ ପ୍ରାପ୍ତ ହେବ । ଆଗାମୀ ସମୟରେ ଆପଣ ନୂଆ ନୂଆ ବନ୍ଧୁ କରିପାରନ୍ତି ଯେଉଁ ମାନଙ୍କ ପାଇଁ ଆପଣଙ୍କୁ ଲାଭ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ଘରେ ଲାଗି ରହୁଥିବା କଳହ ବା ବିଶୃଙ୍ଖଳାର ଅନ୍ତ ହେବ ।

ଭୂମି ହିନ ଲୋକମାନେ ଜାଗା କିଣି ଘର କରିବେ । ବେରୋଜଗାର ଲୋକ ମାନଙ୍କୁ ନୂଆ ନୂଆ ଚାକିରିର ଅବସର ପ୍ରାପ୍ତ ହେବ । ଦୀର୍ଘ ଦିନ ଧରି ଚାଲି ରହୁଥିବା ସମସ୍ତ ସମସ୍ୟାର ଅନ୍ତ ହେବ । ଯଦି ଆପଣ କୌଣସି ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି ତା ହେଲେ ବର୍ତ୍ତମାନର ସମୟ ଆପଣ ମାନଙ୍କ ପାଇଁ ଅନୁକୂଳ ରହିବ । ଅବିବାହିତ ଲୋକ ମାନଙ୍କ ପାଇଁ ବିବାହ ଯୋଗ ବନୁଛି । ପ୍ରେମୀ ଯୁଗଳ ମାନଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହେବ ।

ସନ୍ତାନ ପକ୍ଷରୁ ଆପଣ ମାନଙ୍କୁ ଖୁସି ଖବର ମିଳିବ । ବନ୍ଧୁଗଣ ଆଗାମୀ ସମୟରେ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଆପଣ ନିଜ ପତ୍ନୀଙ୍କ ସହ ଭଲ ସମୟ ଅତିବାହିତ କରିବେ ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ । ବିଦ୍ୟାର୍ଥୀ ମାନେ ଆଜି ଠାରୁ ପାଠ ପଢାରେ ଉନ୍ନତି କରିବେ । ତା ହେଲେ ବନ୍ଧୁଗଣ ସେହି ସବୁଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ବୃଷ ରାଶି, କନ୍ୟା ରାଶି, ସିଂହ ରାଶି, ମକର ରାଶି ଓ କୁମ୍ଭ ରାଶି ।

Leave a Reply

Your email address will not be published. Required fields are marked *