Hair Care Tips- ଧଳା ବାଳକୁ ମୂଳରୁ କଳା କରିବାର ଚମତ୍କାରୀ ଘରୋଇ ଉପାୟ

ନମସ୍କାର ବନ୍ଧୁଗଣ , ଆଜି କାଲି ପ୍ରାୟତ ସମସ୍ତକ ଚୁଟି ପାଚି ଯାଇଥାଏ । ଅତି କମ୍ ବୟସ ର ପିଲାମାନଙ୍କର ଚୁଟି ମଧ୍ୟ  ପାଚି ଯାଏ । ଯଦି ଚାଳିଶରୁ ପଇଚାଳିଶ ବୟସରେ ଆପଣଙ୍କ ବାଳ ଧଳା ହୋଇଥାଏ , ତେବେ ତାହା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ମାତ୍ର ଆଜି ଚଉଦରୁ ପନ୍ଦର ବର୍ଷ ଆଉ ପଚିଶ ବର୍ଷ ଯୁବା ମାନଙ୍କୁ ଏଭଳି ହୋଇଥାଏ  , ତେବେ ଏହା ଚିନ୍ତାର ବିଷୟ ଅଟେ । ଯୁବା ଲୋକମାନଙ୍କ କେଶ ଶୀଗ୍ର ପାଚିଥାଏ , ତେବେ ଏହା ଅଧିକ ଚିନ୍ତା କରିବା ହେତୁ ହୋଇଥାଏ । ଛୋଟ ପିଲାମାନଙ୍କର ଯଦି ଶୀଗ୍ର ଚୁଟି ପାଚିଥାଏ ।

ତେବେ  ଏହାର କାରଣ ହୋଇପାରେ  ରସାୟନ ସାମ୍ଫୁ ର ପ୍ରୟୋଗ କରିବା ।  କାରଣ ଆମେ ବଜାରରେ ବିଭିନ୍ନ ପ୍ରକାର ସାମ୍ଫୁ ଦେଖୁ ଯାହା ପସନ୍ଦ ଆସେ ତାହାକୁ ଲଗାଇ ଥାଉ , କିନ୍ତୁ ଏହା ଚୁଟି ପାଇଁ ଠିକ୍ ବା ଖରାପ ତାହା ଜାଣି ନ ଥାଉ । ଏହା ଦ୍ଵାରା ଛୋଟ ପିଲାମାନଙ୍କର ସ୍କାଲ୍ ଏବଂ ଚୁଟି ଧୀରେ ଧୀରେ ଖରାପ ହେବାକୁ ଲାଗିଥାଏ । ତେଣୁ ମୁ ଆଜି ଆପଣଙ୍କୁ ଏପରି ଏକ ଉପାୟ କହିବି ଯାହା ଆପଣଙ୍କ ଧଳା ଚୁଟିକୁ କଳା କରିବ । ଏହାର ପ୍ରୟୋଗ ସମସ୍ତେ କରିପାରିବେ ଏହାର କୋଣସି ପ୍ରକାର ପ୍ରତିକାର କରିନଥାଏ ।

ଯେଉଁ ମାନଙ୍କ ଚୁଟି ବୟସ ପୂର୍ବରୁ ଧଳା ହୋଇଯାଇଥାଏ । ସେହି ମାନଙ୍କ ପାଇଁ ଏହା ଏକ ବରଦାନ ଅଟେ । ଆସନ୍ତୁ ଜାଣିବା ଏହାର ତିଆରି ବିଷୟରେ ଏଥି ପାଇଁ ଆପଣନଙ୍କୁ ପ୍ରଥମେ ଏକ ଲୁହା କଡେଇର ଆବଶ୍ୟକ ପଡିଥାଏ । କଡେଇ ଲୁହା ର ହେବ ଆବଶ୍ୟକ ଅଟେ । ଏଥିରୁ ଆମକୁ ଆଇରନ ମିଳିଥାଏ , ଏବେ ଏହି କଡେଇକୁ ନେଇ ଗ୍ୟାସ ଉପରେ ରଖିବ ଏବେ ଏଥିରେ ଦ୍ଵିତୀୟ ସାମଗ୍ରୀ ଦରକାର ହେବ ସୋରିଷ ତେଲ ଏହା ଆପଣଙ୍କର ରୋଷେଇ ଘରୁ ସହଜରେ ମିଳିଥାଏ ।

ସୋରିଷ ତେଲ ଆମ ଶରୀରକୁ ଯେତେ ମାତ୍ରାରେ ଲାଭ ହୋଇଥାଏ ତା’ ଠାରୁ ଅଧିକ ଆମ ଚୁଟି ପାଇଁ ଲାଭଦାୟକ ଅଟେ । ଆଗ କାଳର ଲୋକମାନେ ସୋରିଷ ତେଲ ର ପ୍ରୋୟଗ କରୁଥିଲେ ସେମାନଙ୍କୁ କେଶ ସମ୍ପର୍କିତ ସମସ୍ୟା କିଛି ହେଉନଥିଲା । କିନ୍ତୁ ଆଜି କା ଦୁନିଆରେ ଝିଅ ପୁଅ ମାନେ ଫେସନ୍ କହି ଚୁଟିକୁ ତେଲ ଲଗାଇ ନଥାନ୍ତି । ରସାୟନ ସାମ୍ଫୁ , ଶିରମ୍ ଆଦିର ପ୍ରୋୟଗ ଦ୍ଵାରା ବୟସ ପୂର୍ବରୁ ଚୁଟି ପାଚିଯାଇଥାଏ । ଯେବେ ଏହା ଦ୍ଵାରା ଚୁଟି ଧଳା ହୋଇଯାଏ । ତେବେ ପୁଣି ଆମେ ଏହି ରସାୟନ ଜିନିଷକୁ ଲଗାଇଥାଉ ।

ଯାହା ଫଳରେ କି ଆମ ଚୁଟି ଅଧିକ ଖରାପ ହୋଇଯାଇଥାଏ । ତେଣୁ ପ୍ରଥମେ ଆମେ ଯେଉଁ କଡେଇ ନେଇଛୁ ସେଥିରେ ଏକ କଫ୍ ସୋରିଷ ପକାନ୍ତୁ ଏବଂ ଏଥିରେ ଏକ ଚାମୁଚ ମେଥି ଗୁଣ୍ଡ ପକାନ୍ତୁ ଯାହା ଆମ ଚୁଟି କୁ କଳା କରିବାରେ ସାହାଯ୍ୟ କରେ ଏବେ ଏଥିରେ ଏକ ଚାମୁଚ ଓଅଳା ପକାନ୍ତୁ ଏହା ମଧ୍ୟ ଆମ କଳା ଚୁଟିକୁ ଧଳା କରିଥାଏ । ଏବେ ଏଥିରେ ଏକ  ମେହେନନ୍ଦୀ ପତ୍ର କୁ ଗ୍ରାଇଣ୍ଡ କରି ଏକ ଚାମୁଚ ପକାନ୍ତୁ ଏବେ ଏହି ସମସ୍ତ ବିଷୟକୁ ଭଲଭାବରେ ମିଶ୍ରିତ କରିନିଅନ୍ତୁ । କିନ୍ତୁ ଗ୍ୟାସ ର ବେଗ କୁ ଟିକେ କମ୍ ଦେବେ ।

ଏହାକୁ କେବଳ ପାଞ୍ଚ ମିନିଟ୍ ପାଇଁ ଫୁଟାନ୍ତୁ ଏହା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଦୁଇ ଦିନ ଯାଏ ସେହି କଡେଇ ରେ ଛାଡି ଦିଅନ୍ତୁ । ଦୁଇ ଦିନ ପରେ ଏହାକୁ ଏକ କନା ନେଇ ଛାଣି ନିଅନ୍ତୁ । ଏହାକୁ କେଶ ରେ ଭଲଭାବରେ ଲଗାନ୍ତୁ ଚୁଟି ରେ ଏହାକୁ ଦୁଇ ରୁ ତିନି ଘଣ୍ଟା ପାଇଁ ଛାଡି ଦେବେ ପରେ ଏହାକୁ ଧୋଇ ନେବେ । ଏହାର ବାରମ୍ବାର ପ୍ରୋୟଗ ଦ୍ଵାରା ଆପଣଙ୍କ ଚୁଟି ଧଳା ହୋଇଯିବ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *