Health Tips- ଯିଏ ଚାଲୁପାରୁନି ସିଏ ଦୌଡିବାକୁ ଲାଗିବ, ଆଣ୍ଠୁ ଗଣ୍ଠି ବିନ୍ଧା, ହାତ ଗୋଡ ବିନ୍ଧା, ଅଣ୍ଟା ବିନ୍ଧା ଏକଦମ ଗାୟବ କରିଦେବ ଏହି ଦେଶୀ ଉପଚାର

ନମସ୍କାର ବନ୍ଧୁଗଣ , ଆଜି କାଲି ସମସ୍ତଙ୍କ ପାଖରେ ଅଣ୍ଟା ,  ଆଣ୍ଟୁଗଣ୍ଠି ବିନ୍ଧା ଓ ହାତଗୋଡ ବିନ୍ଧା ଆଦି ସମସ୍ୟା  ଦେଖାଯାଉଛି । ପରନ୍ତୁ  ପୁରାତନ କାଳରେ ଲୋକେମାନେ ବୁଢା ହେଲାପରେ ସେମାନଙ୍କ ଆଣ୍ଠୁଗଣ୍ଟି ସମସ୍ୟା ଆସିଥାଏ । ହାଡରେ ବହୁତ ଯନ୍ତ୍ରଣା ଅନୁଭବ କରୁଥଲେ ହାଡରେ ଖଡ୍ ଖଡ୍ ଶବ୍ଦ ଆସୁଥିଲା ଓ କାମ କରିବାକୁ ଇଛା ହେଉନଥିଲା ଶରୀରରେ ଦୁର୍ବଳତା ରହୁଥିଲା । ଷାଠିଏ ସତୁରୀ ବର୍ଷ ବୟସ ଯାଇ ଏଭଳି ସମସ୍ସ୍ୟା ହେଉଥିଲା ।

କିନ୍ତୁ ଆଜି କାଲି ଆମ ଜୀବନଶୈଳୀ ଖରାପ ହେବ ହେତୁ ଶରୀରର ପାଇଁ ବ୍ୟାୟାମ , ଦୌଡିବା , ଠିକ ସମୟରେ ନିଦ୍ରା ର ଅଭାବ ଖାଦ୍ୟପେୟ ସଂପୂର୍ଣ୍ଣ ବିଗିଡି ଯାଇଛି  , ଉତ୍ତମ ଖାଦ୍ୟ ନ ଖାଇ ଜଙ୍ଗ୍ ଫୁଡ ଖାଉଛୁ ଏତବ୍ୟତୀତ ଚା ‘ ଆଜି କଲି କାଲି ଅଧିକ ସେବନ କରିଥାଉ । ଏହି କାରଣରୁ ଶରୀରରେ ବାଧକ ଶୀଗ୍ର ଆସୁଅଛି । ସମୟ ପୂର୍ବରୁ ଚୁଟି , ଦାଢି ଧୋଳା ହେଇଯାଉଛି , ଆଖି ତଳେ କଳା ହେବା ଭଳି ସମସ୍ୟା ଦେଖାଯାଇଥାଏ ।

ଏହି ସବୁ ଠାରୁ ବଞ୍ଚିତ ହେବା ପାଇଁ ଆଜି ମୁ ଆପଣମାନଙ୍କୁ ଏପରି ଏକ ପତ୍ର ବିଷୟରେ କହିବି ତାହା ହେଉଛି ପାନ ପତ୍ର । ଆସନ୍ତୁ ଜାଣିବା ପାନପତ୍ରର ଉପକାରିତା ବିଷୟରେ । ଆଜି କାଲି ଯୁବକ ମାନେ ରାତି ରାତି ଜାଗି ରହି ମୋବାଇଲ ରେ ଖରାପ ଦୃଶ୍ୟ ଦେଖି ନିଜର ଶକ୍ତିକୁ ନଷ୍ଟ କରିଥାନ୍ତି , କିନ୍ତୁ ଯଦି ନିଜର ଶକ୍ତିକୁ ବଢାଇବାକୁ ଚାହାନ୍ତି ।

ତେବେ ମୁ ଆଜି ଆପଣଙ୍କୁ ପାନପତ୍ର ଉପକାରିତା ବିଷୟରେ ଅବଗତ କରାଇବି । ପ୍ରାୟତ ପାନ ପତ୍ର କୁ ନେଇ ସମସ୍ତଙ୍କ ମନରେ ବହୁତ ଭୁଲ ଧାରଣ ରହିଥାଏ , ଭବିଥାନ୍ତି ବହୁତ ବେକାର ଲୋକେ ଯିଏ ହୋଇଥାଏ ସେ ହିଁ ପାନ ଖାଇଥାଏ , କିନ୍ତୁ ଆମ ଆୟୁର୍ବେଦ ରେ ଏହାକୁ ଅଧିକ ଚମତ୍କାରୀ ଏବେ ଅଟେ ଅଧିକ ସାଥିକ ଭୋଜନ ମାନଯାଇଅଛି ।

ଯାହାର କଳ୍ପନା ମଧ୍ୟ କରାଯାଇପାରିବ ନାହି । ଯଦି ଆପଣଙ୍କ ଅଣ୍ଟା , ଆଣ୍ଟୁ , ହାଡ ବିନ୍ଧା ହେଉଛି ଶରୀରରେ କାଲସିୟମ ର ଅଭାବ ହେଉଛି କିଛି କାମ କରିବାକୁ ଇଛା ହେଉନି ଶରୀରରେ ଦୁର୍ବଳତା ଅନୁଭବ ହେଉଛି ଏବଂ ରକ୍ତ ର ଅଭାବ ଦେଖା ଯାଉଛି ଯଦି ପୁରା ଶରୀରରେ ଅସୁସ୍ଥ ରହିଥାଏ । ତେବେ ଆପଣ ପ୍ରଥମେ ମିଠା ପାନ ପତ୍ର ର ସଂଗ୍ରହ କରିବାକୁ ପଡିବ ତା ପରେ ଚୂନ ର  ଦରକାର ପଡିବ କାଲସିୟମ ର ଅଭାବ କୁ ଏହା ପୂରଣ କରିଥାଏ  । କିନ୍ତୁ ଯଦି ଆପଣଙ୍କୁ କିଡ୍ନୀରେ ସ୍ଟୋନ ଥିବା ବ୍ୟକ୍ତି ଏହାକୁ ଖାଇବା ଅନୁଚିତ ଅଟେ ।

ଏକ ତମ୍ବା ପାତ୍ରରରେ ପାଣି ଭରି ରଖି ନିଅନ୍ତୁ । ସକାଳୁ ଉଠି ଟିକେ ଉଷୁମ କରି ପିଇନିଅନ୍ତୁ  । ତମ୍ବା ପାତ୍ର ର ପାଣି ମଧ୍ୟ ଆମ ଅଣ୍ଟା , ଆଣ୍ଠୁ ବିନ୍ଧାକୁ ଦୂରକରିଥାଏ । ଆମେ ଯେଉଁ ପାନ ପତ୍ର ଓ ଚୂନ ରଖିଥାଉ ପତ୍ର ରେ କିଛି ଚୂନ ଲଗାଇ ଧୀରେ ଏହାକୁ ଚୋବାଇ ଖାଇକି ଢୋକି ନିଅନ୍ତୁ । ଏହାର ପ୍ରୟୋଗ ସବୁ ଦିନ ନ କରି ଗୋଟେ ଦିନ ଛାଡି ଗୋଟେ ଦିନ କରନ୍ତୁ । ମାସରେ କେବଳ ପନ୍ଦର ଦିନ କରନ୍ତୁ , ଧ୍ୟାନ ରଖିବେ ଏକ ମାସରୁ ଅଧିକ ଏହାର ପ୍ରୋୟଗ କରିବେ ନାହି ।

ଯଦି ଆପଣ ଏହା ପ୍ରୋୟଗ ପନ୍ଦର ଦିନ କରନ୍ତି , ତେବେ ଆପଣଙ୍କ କାଲସିୟମ ସମସ୍ୟା ରହିଥାଏ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ରେ କଷ୍ଟ ରହିଥାଏ ଆଣ୍ଟୁ ଅଣ୍ଟା , ହାଡ ବିନ୍ଧା ରହିଥାଏ ଓ ଖଟରେ ପଡିଥିବା ବ୍ୟକ୍ତି ମଧ୍ୟ ଚଲା କରିଥାଏ । ତେଣୁ ଏହାକୁ ନିହାତି ପ୍ରୋୟଗ କରନ୍ତୁ । ଆମର ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *