Amitabh Bacchan ଙ୍କ ଝିଅଙ୍କୁ ପ୍ରତିବର୍ଷ କାହିଁକି ଚିଠି ଲେଖନ୍ତି Amir Khan, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ହିନ୍ଦୀ ସିନେମା ଜଗତର ଦିଗ୍ଗଜ ଅଭିନେତା ‘ଅମିତାଭ ବଚନ’ ଏବଂ ଖୁବ ପ୍ରତିଭାଶାଳୀ ଅଭିନେତ୍ରୀ ‘ଜୟା ବଚନ’ଙ୍କ ଝିଅ ‘ଶ୍ଵେତ୍ତା ବଚନ’ ଅତି ମଜବୁତ ବଲିଉଡ ଖାନ୍ନଦାନ ର ସମ୍ବନ୍ଧ ରଖିଛନ୍ତି । ମାତା-ପିତା ବହୁତ ବଡ ବଲିଉଡ କଳାକାର ହେଲେ ମଧ୍ୟ ସେ ଫିଲ୍ମୀ ଜଗତରେ ଜଣାଶୁଣା ଅଭିନେତାଙ୍କର ଫେନ ଅଟନ୍ତି । ଏହି ଦୁଇ କଳାକାରଙ୍କ ନାମ ହେଉଛି ‘ଆମିରଖାନ’ ଏବଂ ‘ସଲମାନଖାନ’ ।

ଗୋଟିଏ ଦିନ ‘ଶ୍ଵେତା ବଚନ’ ନିଜ ଭାଇ ଅଭିନେତା ‘ଅଭିଷେକ ବଚନ’ଙ୍କ ସହ ବଲିଉଡ ଜଗତର ଫିଲ୍ମ ନିର୍ମାତା ‘କରଣ ଜୋହର’ଙ୍କ ଟିଭି ଶୋ ‘କଫୀ ୱୀଥ କରଣ’ ଶୋ ରେ ପହଞ୍ଚିଥିଲେ । ସେତେବେଳେ ସେ ନିଜେ ଏହି କଥା କହିଥିଲେ, ସେ କହିଥିଲେ ଯେ ଯୁବତୀ ଅବସ୍ଥାରେ ‘ସଲମାନ’ ଏବଂ ‘ଆମିର’ଙ୍କ ପ୍ରଶଂସକ ରହିଛନ୍ତି ।

‘କରଣ ଜୋହାର’ ସାଙ୍ଗେ କଥା ହେଉଥିବା ବେଳେ ସେ ଏହା ମଧ୍ୟ କହିଛନ୍ତି ଯେ,ସେ ‘ସଲମାନ ଖାନ’ଙ୍କ ଫିଲ୍ମ “ମେନେ ପ୍ୟାର କିୟା” ଫିଲ୍ମ କୁ ବିଶିଆର ରେ ଦେଖିଛନ୍ତି । ୧୯୮୯ ମସିହା ରେ ଯେତେବେଳେ ‘ସଲମାନଖାନ’ ଏବଂ ‘ଭାଗ୍ୟଶ୍ରୀ’ଙ୍କ ପ୍ରଥମ ଫିଲ୍ମ ‘ମେନେ ପ୍ୟାର କିୟା’ ରିଲିଜ ହେଇଥିଲା ସେତେବେଳେ ଶ୍ଵେତା ୧୦ମ ଶ୍ରେଣୀରେ ବୋଡିଙ୍ଗ ସ୍କୁଲରେ ପାଠ ପଢୁଥିଲେ ।

ଶ୍ଵେତା କହିଲେ ଯେ ସେ ଏହି ଫିଲ୍ମଟିକୁ ବିଶିଆରରେ ଦେଖିଥିଲେ । ଏହି ଫିଲ୍ମ ପରେ ସେ ନିଜ ଭାଇ ଅଭିଷେକ ବଚ୍ଚନଙ୍କ ହାତରେ ସେହି ଫ୍ରେନ୍ଡ କେପ୍ପ ମଗାଇଥିଲେ, ଯାହାକୁ ‘ସଲମାନଖାନ’ କିଣିଥିଲେ । ‘କରଣ’ର ଶୋ ରେ ‘ଶ୍ଵେତା’ କହିଥିଲେ ଯେ, ଆମ ମାନଙ୍କୁ ସେତେବେଳେ ସ୍କୁଲରେ ଫିଲ୍ମ ଦେଖିବାର ଅନୁମତି ନଥିଲା ।

ସେଥିପାଇଁ ମୁ ଗୋଟିଏ ଟେପରେକୋଡର କିଣିଥିଲି । ସେଥିରେ ମୁ ଫିଲ୍ମଟିକୁ ରେକର୍ଡ କରିଦେଇଥିଲି ଏବଂ ପରେ ଶୁଣୁଥିଲି । ସେତେବେଳେ ‘ସଲମାନଖାନ’ଙ୍କୁ ବହୁତ ପସନ୍ଦ କରୁଥିଲି ଏବଂ ତାଙ୍କର ସେହି କେପ କୁ ମଧ୍ୟ ବହୁତ ଲାଇକ୍ କରୁଥିଲି । ସେହିଭଳି ‘ଆମିରଖାନ’ଙ୍କ  ପାଇଁ ମଧ୍ୟ ପାଗଳ ଥିଲି। ‘ଅଭିଷେକ ବଚ୍ଚନ’ ‘କରନ’ ଙ୍କୁ କହିଲେ ଯେ ଯେତେବେଳେ ‘ଅମିରଖାନ’ଙ୍କୁ ଏହି କଥା ଜଣାପଡିଲା ଯେ ଶ୍ଵେତା ‘ଅମିର’ଙ୍କ ପ୍ୟାନ ଅଟନ୍ତି ସେ ବହୁତ ଖୁସି ହେଲେ ।

‘ଅଭିଷେକ’ କହିଲେ ଯେ ‘ଆମିରଖାନ’ ପ୍ରତିବର୍ଷ ଶ୍ଵେତାଙ୍କୁ ଚିଠି ଲେଖୁଥିଲେ । ଏବଂ ‘ଶ୍ଵେତା’ କହିଲେ ଯେ ଆମିର ଏବଂ ମୋ ଜନ୍ମଦିନ ପାଖ ପାଖି କିଛି ଦିନ ମଧ୍ୟରେ ପଡିଥାଏ । ‘ଆମିର୍ ଖାନ’ଙ୍କ ଜନ୍ମଦିନ ୧୪ମାର୍ଚ୍ଚ ରେ ପଡିଲାବେଳେ ଶ୍ଵେତାଙ୍କ ଜନ୍ମଦିନ ୧୭ ମାର୍ଚ୍ଚ ରେ ପଡେ । ‘ଶ୍ଵେତା ବଚନ’ ଫିଲ୍ମୀ ଦୁନିଆରେ ରହୁଥିଲେ ମଧ୍ୟ ତାଙ୍କର ସେଥିପ୍ରତି ଆଗ୍ରହ ନଥିଲା କିନ୍ତୁ ସେ କେତେଗୁଡିଏ ବିଜ୍ଞାପନରେ ନିଜ ପିତା ‘ଅମିତାଭ ବଚ୍ଚନ’ଙ୍କ ସହ କାମ କରିଛନ୍ତି । ତାଙ୍କୁ ଏହାର ଖୁବ ଅନୁଭବ ଅଛି କାରଣ ସେ ସଦାସର୍ବଦା ଏହି ବଲିଉଡ ଇଣ୍ଡଷ୍ଟ୍ରୀରେ ରହିଲେ ।

ବର୍ତମାନ ଶ୍ଵେତା ବଚନ ଫ୍ଯାଶନ ବ୍ରାଣ୍ଡର “ଏମଏକ୍ସଏସ” ର ମେନେଜମେଣ୍ଟ ଦେଖୁଛନ୍ତି । ସେ ଜଣେ ଲେଖିକା ମଧ୍ୟ ଅଟନ୍ତି । ତାଙ୍କର ପ୍ରଥମ “ଉପନ୍ୟାସ” “ପାରାଦିଶେ ଟାୱାର” ରୁ  ସେ ନିଜ କାରିୟର ବନେଇଛନ୍ତି । ‘ଶ୍ଵେତ ବଚ୍ଚନ’ ନିଜ ଭାଇ ‘ଅଭିଷେକ ବଚ୍ଚନ’ଙ୍କ ଠାରୁ ମାତ୍ର ୨ବର୍ଷ ବଡ ଅଟନ୍ତି । ଶ୍ଵେତାଙ୍କ ବିବାହ ୧୯୯୭ ମସିହାରେ ‘ନିଖିଲ ନନ୍ଦା’ ସାଙ୍ଗେ ହେଇଥିଲା । ତାଙ୍କର ୨ଟି ସନ୍ତାନ ଅଛନ୍ତି। ପୁଅ ନାମ “ଅଗସ୍ତ୍ୟ” ଏବଂ ଝିଅଙ୍କ ନାମ “ନବ୍ୟା ନବେଲି ନନ୍ଦା” ଅଟେ । ଆପଣଙ୍କୁ ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *