ବାହୁବଲି ର ଦେବସେନା ଆଜି ଦେଖା ଯାଆନ୍ତି କିଛି ଏମିତି, ଜାଣି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସାଉଥର ଫେମସ ଅଭିନେତ୍ରୀ ଅନୁସ୍କା ସେଟି । ଆପଣ ମାନେ ସମସ୍ତେ ଅନୁସ୍କାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ସେ ବାହୁବଲି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ କରିବା ପରେ ସେ ଦେଶ ବିଦେଶରେ ନିଜର ଲୋକପ୍ରିୟତାକୁ ବଢାଇ ପାରିଥିଲେ ।

ଅନୁସ୍କା ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆପଣ ମାନେ ସମସ୍ତେ ତ ଅନୁସ୍କାଙ୍କୁ ଦେଖିଛନ୍ତି ହେଲେ ଆପଣ ମାନେ କଣ ତାଙ୍କର ଜୀବନୀ ଓ ତାଙ୍କ ଅଭିନୟ କାରିୟର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅନୁସ୍କାଙ୍କ ଜୀବନୀ ଓ ତାଙ୍କ ଅଭିନୟ କାରିୟର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଅନୁସ୍କାଙ୍କ ଜନ୍ମ ୭ ନଭେମ୍ବର ୧୯୮୧ ମସିହାରେ କର୍ଣ୍ଣାଟକ ରାଜ୍ୟରେ ହୋଇଥିଲା । ସେ ନିଜ ପାଠ ପଢା ବେଙ୍ଗାଲୁରୁରେ ପୂରଣ କରିଥିଲେ । ପିଲା ଦିନରୁ ଅନୁସ୍କାଙ୍କୁ ଅଭିନୟରେ ବହୁତ ରୁଚି ଥିଲା । ସେ ନିଜ ଅଭିନୟ କାରିୟରର ଆରମ୍ଭ ୨୦୦୫ ମସିହାରେ ଆସିଥିବା ଫିଲ୍ମ ‘ସୁପର’ ରୁ କରିଥିଲେ । ଏହି ଫିଲ୍ମରେ ସେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିଥିଲେ ଓ ତାଙ୍କର ଅଭିନୟକୁ ଲୋକମାନେ ଏହି ଫିଲ୍ମରେ ବହୁତ ଅଧିକ ପସନ୍ଦ କରିଥିଲେ ।

ବନ୍ଧୁଗଣ ଏହି ଫିଲ୍ମ କରିବା ପରେ ସେ ଗୋଟେ ପରେ ଗୋଟେ ସାଉଥର ସୁପର ହିଟ ଫିଲ୍ମରେ କାମ କରିଚାଲିଥିଲେ । ସେ ସାଉଥର କେତେକ ଦିଗଜ ଅଭିନେତାଙ୍କ ସହ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ନିଜ କାରିୟରରେ କେତେକ ସୁପର ହିଟ ଫିଲ୍ମ କରିବା ପରେ ସେ ଫିଲ୍ମ ବାହୁବଲିରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ଅନୁସ୍କା ଦେବସେନାର ଭୂମିକାରେ ନଜର ଆସି ଲୋକ ମାନଙ୍କ ମନକୁ ଜିତି ପାରିଥିଲେ ।

ଏହି ଫିଲ୍ମରେ ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ସମସ୍ତ ଲୋକ ବହୁତ ଅଧିକ ପସନ୍ଦ କରିଥିଲେ । ବର୍ତ୍ତମାନ ଅନୁସ୍କା ନିଜର ଆସୁଥିବା ଫିଲ୍ମ ‘ନିଶବ୍ଦ’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ହେଲେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ନୂଆ ନୂଆ ଫଟୋସ ସେୟାର କରି ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସ୍କା ବିବାହ କରିନାହାନ୍ତି ହେଲେ ତାଙ୍କ ନାମ ସହ କେତେକ ଦିଗଜ ଅଭିନେତାଙ୍କ ନାମ ଯୋଡା ହୋଇଛି ।

ପୂର୍ବରୁ ଅନୁସ୍କାଙ୍କ ଓଜନ ବହୁତ ଅଧିକ ଥିଲା ହେଲେ ବର୍ତ୍ତମାନ ସେ ନିଜ ଓଜନକୁ କମାଇ ନିଜ ଫିଗରକୁ ବହୁତ ଭଲ ଭାବରେ ମେଣ୍ଟେନ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁସ୍କାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେମ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *