Health Tips- Uric Acid ମୂଳରୁ ହେଇଯିବ ଶେଷ, ବାସ ଖାଆନ୍ତୁ ଏହି 4 ଟି ଜିନିଷ

ନମସ୍କାର ବନ୍ଧୁଗଣ , ଆଜି କାଲି ଲୋକମାନେ ହାଇ ୟୁରିକ୍ ଏସିଡ୍ ଯୋଗୁଁ ଆର୍ଥେରାଇଟିସ , ଗଣ୍ଠି ବିନ୍ଧା , ଟିସୁ ର କ୍ଷତି , ଉଚ୍ଚ ରକ୍ତଚାପ , ପରିସ୍ରା  ସମସ୍ୟା , ବାନ୍ତି ହେବା , କିଡନି ସମସ୍ୟା ଆଦି ଅସୁବିଧା ର ସମୁଖୀନ ହେଉଛନ୍ତି । ଏହି ପରିସ୍ଥିତିରେ ଏହା ନିତାନ୍ତ ଜରୁରୀ ହୋଇଥାଏ କି ୟୁରିକ୍ ଏସିଡ୍ କୁ ସର୍ବଦା ନିଜର ନିୟନ୍ତ୍ରଣ ରେ ରଖିବା । ଯଦି ୟୁରିକ୍ ଏସିଡ୍ ଆମ ନିୟନ୍ତ୍ରଣ ରେ ରହିଥାଏ ତେବେ ଏହି ସବୁ ସମସ୍ୟା ଦେଖାଯାଇନଥାଏ ।

ଏହା କୁ ନିୟନ୍ତ୍ରଣ ରେ ରଖିବାକୁ ହେଲେ ଆପଣଙ୍କୁ ନିଜର ଡାଏଟ୍ ରେ କିଛି ପରିବର୍ତ୍ତନ କରିବାକୁ ପଡିଥାଏ । ଏହା ସହିତ ଡାକ୍ତରଙ୍କ ଚିକିତ୍ସା ନେବା ମଧ୍ୟ ନିହାତି ଜରୁରୀ ହୋଇଥାଏ । ଆଜି ଆମେ ଜାଣିବା ୟୁରିକ୍ ଏସିଡ୍ ଥିଲେ କେଉଁ ସବୁ ଜିନିଷ କୁ ଖାଇବା ଉଚିତ୍ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଶରୀରରେ ୟୁରିକ୍ ଏସିଡ୍ ବଢିଯାଇଥାଏ । ସେ ବ୍ୟକ୍ତି ଦିନକୁ ଦୁଇ ରୁ ତିନ walnut ଖାଇବା ଉଚିତ୍ ।

ଏହାକୁ ଖାଇବାକୁ ହେଲେ ପ୍ରଥମେ ଆପଣ walnut କୁ ରାତି ରେ ଶୋଇଲା ନେଲେ ପାଣି ରେ ପକେଇ ସକାଳୁ ଉଠିଲା ମାତ୍ରେ ଏହାର ସେବନ କରିବା ଉଚିତ୍ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ୟୁରିକ୍ ଏସିଡ୍ ଧୀରେ ଧୀରେ କମିଯାଇଥାଏ । 2- ହେଉଛି ଆପଣଙ୍କୁ ନିଜର ଡାଏଟ୍ ରେ ହାଇ ଫାଇବାର ଖାଦ୍ୟ ଖାଇବା ଉଚିତ୍ । ଯଥା  ଜୁଆଣୀ ର ସେବନ ସବୁ ଦିନ କରନ୍ତୁ ।

କାରଣ ଏଥିରେ ଓମେଗା 3 ଏସିଡ୍ ରହିଥାଏ ଯାହା ଆପଣଙ୍କ ୟୁରିକ୍ ଏସିଡ୍ କୁ ନିୟନ୍ତ୍ରଣ ରେ ରଖିଥାଏ । ତେଣୁ ସକାଳେ ସବୁ ଦିନ ଏହାକୁ ପିଅନ୍ତୁ । ଶୋଇଲା ପୂର୍ବରୁ ପାଣି ରେ ଏହାକୁ ପକେଇ ସକାଳେ ଏହାର ସେବନ କରନ୍ତୁ । ଧ୍ୟାନ ଦେବେ ଏହାର ସେବନ ଖାଲି ପେଟରେ କରିବେ ଏବଂ ଏହା କୁ ପିଇବା ର ଘଣ୍ଟାଏ ପରେ ଜଳଖିଆ ଖାଇବେ ।  ଭିଟାମିନ – ସି ଖାଇବା ଦ୍ଵାରା ଆମ ୟୁରିକ୍ ଏସିଡ୍ ନିୟମିତ ହୋଇଥାଏ ।

ତେଣୁ ଆମେ ଦିନ କୁ ଥରେ ଲେମ୍ବୁ ପାଣି ବିନା ଚିନୀ ରେ ପିଇବା ଉଚିତ୍ । ଏହା ସହିତ ଆମେ ସେଓ କୁ ଖାଇବା ଦ୍ଵାରା ମଧ୍ୟ ଆମ ୟୁରିକ୍ ଏସିଡ୍ କମ୍ ହୋଇଥାଏ ।  ଆପଣ ନିଜର ଡାଏଟ୍ ରେ ମୁଗ ଡାଲି ର ବ୍ୟବହାର କରିବା ଉଚିତ୍ । ଏହାକୁ ସବୁ ଦିନ ଖାଇବେ ନାହିଁ ସପ୍ତାହ କୁ ଥରେ ନେବା ଉଚିତ୍ ହୋଇଥାଏ ।

ଆପଣ ନିଜର ଡାଏଟ୍ କାକୁଡି , ମୂଳା , ଗାଜର , ବାଇଗଣ , ବିଲାତି ଆଦି ଜିନିଷ କୁ ସାମିଲ କରନ୍ତୁ । ଅଧିକ ତୁ ଅଧିକ ପାଣି ପିଇବା ଉଚିତ୍ । ବେଶୀ ତେଲ ଆମିଷ ଖାଦ୍ୟ ର ସେବାବ କଦାପି କରନ୍ତୁ ନାହିଁ । ଯଦି ଆପଣଙ୍କୁ ୟୁରିକ୍ ଏସିଡ୍ ସହିତ କିଡନି ରୋଗ ରହିଥାଏ ତେବେ  ଡାକ୍ତରଙ୍କ ପରାମର୍ଶ ବିନା  ଏହି ଡାଏଟ୍ କୁ କରନ୍ତୁ ନାହିଁ । ଯଦି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *