ବାସ ଗୋଟିଏ ଚାମଚ ପ୍ରତିଦିନ ଖାଆନ୍ତୁ, Cholesterol କେବେ ବି ବଢିବ ନାହିଁ (Magical Herb for Cholesterol)

ନମସ୍କାର ବନ୍ଧୁଗଣ, ହାର୍ଟ ରୋଗ ହେବାର ସବୁଠାରୁ ମୁଖ୍ୟ କାରଣ ହୋଇଥାଏ କୋଲେଷ୍ଟ୍ରଲ ବଢିବା । ତେଣୁ ସର୍ବପ୍ରଥମେ ନିଜ ବଢିଯାଇଥିବା କୋଲେଷ୍ଟ୍ରଲକୁ କମ କରିବା ଆବଶ୍ୟକ । ବ୍ଲଡ଼ ସୁଗାରକୁ ମଧ୍ୟ ନିୟନ୍ତ୍ରଣ କରିବା ଉଚିତ । ଏଥିପାଇଁ ସବୁଠାରୁ ଭଲ ହୋଇଥାଏ ଘରୋଇ ଉପଚାର । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କୌଣସି କ୍ଷତିକାରକ ହୋଇନଥାଏ ଏବଂ ପ୍ରକୃତିକ ଉପାୟରେ ଆପଣ ସହଜରେ ନିଜର ବଢିଥିବା କୋଲେଷ୍ଟ୍ରଲ ଏବଂ ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣ କରନ୍ତୁ ।

ତେବେ ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ ଯାହା ଆପଣଙ୍କ କୋଲେଷ୍ଟ୍ରଲକୁ ଘଟାଇବ । ଆପଣଙ୍କୁ ଏହି ଉପାୟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆବଶ୍ୟକ ଭୁଶି । ଏହା ଏକ ପ୍ରକାର ମଞ୍ଜି ଅଟେ । ଏଥିରେ ବହୁତ ଅଧିକ ମାତ୍ରାରେ ସଲିବୁଲ ଫାଇବାର ଅଧିକ ମାତ୍ରାରେ ରହିଥାଏ । ଏହାର ମଞ୍ଜି ଔଷଧ ପାଇଁ ବ୍ୟବହୃତ ହୋଇଥାଏ । ଯଦି ଆପଣଙ୍କ ପେଟରେ ଗ୍ୟାସ ଅଧିକ ଥାଏ ତେବେ ତାହାର ନିରାକରଣ ପାଇଁ ଏହାର ବ୍ୟବହାର କରାଯାଏ ।

ଏହା ଆପଣଙ୍କ କୋଲେଷ୍ଟ୍ରଲ ଲେବଲକୁ ମଧ୍ୟ ବହୁତ ଶୀଘ୍ର କମାଇଦେଇଥାଏ । ଏବଂ ଆପଣଙ୍କ ବ୍ଲଡ଼ ସୁଗାରକୁ ମଧ୍ୟ ନିୟନ୍ତ୍ରଣ କରିବା ପାଇଁ ସାହାର୍ଯ୍ୟ କରିଥାଏ । ଆପଣ ଯେତେ ଅଧିକ ମାତ୍ରାରେ ଭୁଶି ଖାଇଥାନ୍ତି ସେତେ ଅଧିକ ମାତ୍ରାରେ ଆପଣଙ୍କ କୋଲେଷ୍ଟ୍ରଲ କମିବାକୁ ଲାଗିଥାଏ । ତେଣୁ ଏହା ଆପଣଙ୍କ ଖାଇବାର ପରିମାଣ ଊପରେ ନିର୍ଭର କରେ । ତେଣୁ ଆପଣଙ୍କୁ ଗୋଟିଏ ଦିନରେ ଅତିକମରେ 10 ଗ୍ରାମର ଭୁଶି ଖାଇବା ଉଚିତ ।

ଯଦି ଆପଣଙ୍କ କୋଲେଷ୍ଟ୍ରଲ ବହୁତ ଅଧିକ ମାତ୍ରାରେ ବଢିଯାଇଥାଏ ତେବେ ଆପଣ ଗୋଟିଏ ଦିନରେ 30 ରୁ 40 ଗ୍ରାମ ପର୍ଯ୍ୟନ୍ତ ଭୁଶି ଖାଇବା ଆବଶ୍ୟକ । ଆପଣ ଦଶ ଦଶ ଗ୍ରାମ କରି ଗୋଟିଏ ଦିନରେ ନେବା ଉଚିତ ଏକା ଥରକରେ ନିଅନ୍ତୁ ନାହିଁ । ଯଦି ଆପଣ ଭୁଶିର ପାଉଡର ଫର୍ମକୁ ସେବନ କରିବେ ତେବେ ଏହା ଆପଣଙ୍କ ପାଇଁ ଅଧିକ ଫାଇଦା ଆଣିଦେବ ।

ଆପଣ ଦଶ ଗ୍ରାମ ପାଉଡର ନେଇଯାନ୍ତୁ । ଏକ ଗ୍ଳାସ ପାଣିରେ ଆପଣ ଏହାକୁ ମିଶାଇ ଦିଅନ୍ତୁ । ଏବଂ ପାଣିରେ ମିଶାଇବା ପରେ ଆପଣ ତୁରନ୍ତ ଏହାକୁ ପିଇନିଅନ୍ତୁ । ଆପଣ ଯଦି ଏହାକୁ କିଛି ସମୟ ରଖିଦେବେ ତବେ ଏହା ଚିପଚିପା ହୋଇ ଜେଲି ଭଳିଆ ହୋଇଯିବା ଯାହାକି ଆପଣଙ୍କ ପେଟ ଭିତରେ ହେବା କଥା ତାହା ଆପଣଙ୍କ ଗ୍ଳାସରେ ହୋଇଯିବ । ତେଣୁ ସବୁବେଳେ ଆପଣ ଚେଷ୍ଟା କରନ୍ତୁ କରନ୍ତୁ କି ଏହାକୁ ପାଣିରେ ମିଶାଇବା ପରେ ତୁରନ୍ତ ସେବନ କରିବା ପାଇଁ ।

ଆପଣଙ୍କୁ ଏହାର ସେବନ ପରେ ପାଣି ଅଧିକ ମାତ୍ରାରେ ପିଇବା ଦରକାର । ଯଦି ଆପଣ ପାଣି ସେବନ ନ କରିବେ ତେବେ ଆପଣଙ୍କ ପେଟରେ ଯେଉଁ ଜେଲ ପ୍ରସ୍ତୁତ ହୋଇଥାଏ ତାହା ବହୁତ ଅଧିକ ମୋଟା ହୋଇଯାଏ । ଏହାଦ୍ୱାରା ଆପଣଙ୍କ ପେଟରେ ସମସ୍ୟା ଆରମ୍ଭ ହୋଇଯାଏ ଏବଂ ଫାଇଦା ମିଳିବା ବଦଳରେ ଆପଣ କ୍ଷତି ସହିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର  କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *