ସୁନ୍ଦର ଦେଖା ଯିବା ପାଇଁ ଚାହାଁନ୍ତି କି ? ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ କରନ୍ତୁ ଏହି କାମ…

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନଙ୍କୁ ସୁନ୍ଦର ଦେଖାଯିବାର ଉପାୟ ବିଷୟରେ  କହିବି । ଯଦି ଆପଣମାନେ ସୁନ୍ଦର ହେବାକୁ ଚାହୁଛନ୍ତି ତେବେ ଏହାକୁ ନିହାତି ପ୍ରୟୋଗ କରନ୍ତୁ । ଦିନ ସାରା କାମ କରିସାରିଲା ପରେ ଆମକୁ ଶୋଇବାକୁ ଇଛା ହୋଇଥାଏ । କିନ୍ତୁ ଯଦି ଆପଣମାନେ ନିଜକୁ ସୁନ୍ଦର କରିବାକୁ ଚାହାନ୍ତି ତେବେ ଶୋଇବା ପୂର୍ବରୁ ଏହାକୁ ନିହାତି ପ୍ରୟୋଗ କରନ୍ତୁ । ଆପଣ ନିଜେ ଅନୁଭବ କରିବେ ଯେ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଚର୍ମ ଚମକି ଥାଏ ।

ଆପଣଙ୍କ ସୁନ୍ଦରତା ବଢିବାକୁ ଲାଗିଥାଏ । ତେଣୁ କରି ଶୋଇବା ପୂର୍ବରୁ ଏହାକୁ ନିଶ୍ଚୟ କରନ୍ତୁ । ପ୍ରଥମ ବିଷୟ ହେଲା ରାତିରେ ଶୋଇବା ପୂର୍ବରୁ ମେକ୍ ଅପ୍  ପୁରା ସଫା କରି ଶୁଅନ୍ତୁ , ନ ହେଲା ଆପଣଙ୍କ ଚରମ ଖରାପ ହେଇପାରେ । ଏହା ଦ୍ଵାରା ମୁହଁ ଉପରେ ଅନେକ  ଦାଗ , ଭ୍ରଣ ହେବାର ସମ୍ଭାବନା ହୋଇଥାଏ । ମେକ୍ ଅପ୍ ମୁହଁ ର କେବଳ କିଛି  ସମୟ ପାଇଁ ସୁନ୍ଦରତା ଦେଇଥାଏ ।

କିନ୍ତୁ ଯଦି ଆମେ ଏହାକୁ ଦିନସାରା ରଖିଲା ପରେ ଯଦି ରାତି ସମୟରେ ମଧ୍ୟ ରଖିଥାଉ ତେବେ ଏହା ଆମ ପାଇଁ କ୍ଷତି କାରକ ହୋଇଯାଇଥାଏ ।ତେଣୁ ଏହାକୁ ଭଲ ଭାବରେ ସଫା କରିସାରିଲା ପରେ ଶୋଇବା ଉଚିତ । ଦ୍ଵିତୀୟ ବିଷୟ ହେଲା ଯଦି ଦିନ ସାରାର ଥକିଯିବାକୁ ଦୂରକରିବାକୁ ଚାହୁଛନ୍ତି  ତେବେ ସ୍ନାନ କରିକି ଶୋଇବା ଦ୍ଵାରା ଆମ ଶରୀରର ମଇଳା ସଫା ହୋଇଯିବ ଆଉ ଚର୍ମ ମଧ୍ୟ ଭଲ ରହିବ । ଶୀତ ଦିନରେ ଯଦି ଗାଧୋଇବା ସମ୍ଭବ ହୋଇନଥାଏ ।

ତେବେ ଏକ କନା କୁ ଗରମ ପାଣି ରେ ବୁଢାଇ ଭଲ ସେ ପୋଛି ହୋଇଯାଆନ୍ତୁ । ତୃତୀୟ ବିଷୟ ହେଲା ଚର୍ମ କୁ ମୋଈଶ୍ଚୁରାୟସ୍ କରିବା  ଗଢିବା ପରେ ଚେହରା ସହିତ ପୁରା ଶରୀରର କୁ କ୍ରିମ , ଲୋଶନ  ବା ନଡିଆ ତେଲ ଲଗାଇ  ଶରୀରକୁ  ମୋଈଶ୍ଚୁରାୟସ୍ କରିପାରିବେ ।ଏହା କରିବା ଦ୍ଵାରା ସ୍କିନ କୋମଳ , ନରମ ହୋଇଥାଏ । ଶରୀରର ସୁନ୍ଦରତାକୁ ବଜାୟୀ ରଖିଥାଏ । ଶୋଇବା ପୂବାରୁ ଫେସ କୁ ଫେସ ୱାଶ ସହ ଧୋଇବ ଉଚିତ ।

ଏହା ଦ୍ଵାରା ମୂହ ସଫା ଥାଏ ସକାଳୁ ଉଠିବା ସମୟରେ ମୁହଁ ସଫା ଦେଖାଯାଇଥାଏ । ରାତିସାରା ଚର୍ମ ସଫା ଥିବା ହେତୁ ଆମ ଫେସ ଆହୁରି ଚାମିକି ଥାଏ । ଶୋଇବା ପୂର୍ବରୁ ଓଟ କୁ ଲିବ୍ ବାମ୍ ଓ ମୁହଁ କୁ ନାଇଟ୍ କ୍ରିମ ଲଗେଇକି ଶୁଅନ୍ତୁ । ଏହା ମଧ୍ୟ ଆମ ମୁହଁ ର ସୁନ୍ଦରତା କୁ ବଢେଇ ଥାଏ । ଶେଷ ବିଷୟ ହେଲା ଶୋଇବା ପୂର୍ବରୁ ଦାନ୍ତ ଧୋଇବା । ଏହୁ ଉପଦେଶ କୁ ଛୋଟ ବେଳରୁ ହିନ ଦିଆଯାଏ କି ଧଳା ଓ ସୁସ୍ଥ ଦାନ୍ତ ପାଇଁ ଶୋଇବା ପୂର୍ବରୁ ଦାନ୍ତ ଘୋଷିବା ଉଚିତ୍ ।

ତେଣୁ କରି ଶୋଇବା ପୂର୍ବରୁ ଏହୁ ସବୁ ବିଷୟ କରିବା ଦ୍ଵାରା ଆପଣ ସୁନ୍ଦର ଦେଖାଯାଇଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *