ତକିଆ ତଳେ ଏକ ଟଙ୍କା ରଖି ଶୋଇଲେ କଣ ହୋଇଥାଏ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଦୁଃଖ କଷ୍ଟ ତ ଆସିଥାଏ କିନ୍ତୁ  ସେହି ଦୁଃଖ କଷ୍ଟ କାହିଁକି ଆସୁଛି ତାହା ଜଣା ନଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା କହିବାକୁ ଯାଉଛୁ ଯାହାକୁ ଆପଣ କରିବା ଦ୍ଵାରା ଆପଣଙ୍କ ଜୀବନରେ ଚାଲିଥିବା ଦୁଃଖ କଷ୍ଟ ଦୂରେଇ ଯାଇଥାଏ । ଅଜାଣତରେ ଆପଣ ବହୁତ କିଛି ନିୟମ ବିରୁଦ୍ଧ କାମ କରିଥାନ୍ତି । ତେଣୁ ଆଜି ଆମେ ଆମର ଏହି ପୋଷ୍ଟ ମାଧ୍ୟମରେ ଜଣାଇବାକୁ ଯାଉଥିବା କଥାକୁ ନିଶ୍ଚୟ ଧ୍ୟାନର ସହ ପାଳନ କରନ୍ତୁ ଏବଂ ଉଚିତ ଫଳ ପାଆନ୍ତୁ । ଆସନ୍ତୁ ଜାଣିବା ।

1- ଗୋଟିଏ ଏକ ଟଙ୍କିଆ ମୁଦ୍ରାକୁ ମୁଣ୍ଡ ଚାରିପାଖରେ ସାତ ଥର ବୁଲାଇ ତକିଆ ତଳେ ରଖି ଶୋଇବା ପରେ ପରଦିନ କାହାକୁ ନ ଜଣାଇ ଶ୍ମଶାନରେ ପକାଇ ଦେବା ଦ୍ଵାରା କିମ୍ବା ପୋତିବା ଦ୍ଵାରା ସମସ୍ୟା ଦୂର ହେବା ସହ ଧନ ଲାଭ ମଧ୍ୟ ହୋଇଥାଏ । 2- ଶୋଇବା ଘରେ ଯଦି ଦର୍ପଣରେ ଶୋଇବା ଅବସ୍ତାରେ ଶରୀର ପ୍ରତିବିମ୍ବ ଦେଖାଯାଏ ତେବେ ଅଶୁଭ ହୋଇଥାଏ ଏବଂ ଶରୀରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ସହିତ ଅନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

3- କେବେ କୌଣସି ପ୍ରକାର ତେଲ ପାଖରେ ରଖି ଶୋଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଜୀବନରେ ବିଭିନ୍ନ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । 4- ଶୋଇବା ସମୟରେ ଜୋତା ଚପଲ ଇତ୍ୟାଦି ଖଟ ତଳେ ରଖିବା ଉଚିତ ନୁହେଁ କିମ୍ବା ଶେଯ ପାଖରେ ରଖିବା ଉଚିତ ନୁହେଁ ଏହାଦ୍ୱାରା ଅଶୁଭ ହେବା ସହିତ ନକରାତ୍ମକ ବୃଦ୍ଧି ପାଇଥାଏ ।

5- ଶୋଇବା ସମୟରେ ତକିଆ ତଳେ ସୁଗନ୍ଧିତ ପୁଷ୍ପ କିମ୍ବା କପଡାରେ ସୁଗନ୍ଧିତ ଅତର ଲଗାଇ ରଖିବା ଦ୍ଵାରା ମନରୁ ଚିନ୍ତା ଦୂର ହୋଇଥାଏ ତା ସହିତ ବୈବାହିକ ଜୀବନ ଆନନ୍ଦରେ କଟିଥାଏ । 6- ସୋମବାର ଦିନ ରାତିରେ ତକିଆ ତଳେ ସିନ୍ଦୁର ରଖି ଶୋଇବା ପରେ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଅର୍ପଣ କରିବାଦ୍ୱାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ବିବାଦ ଦୂର ହୋଇଥାଏ ଏବଂ କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହୋଇଥାଏ ।

7- ରାତିରେ ତମ୍ବା ପାତ୍ରରେ ଜଳ ରଖି ଶୋଇବା ପରେ ସକାଳୁ ଉଠିଲା ମାତ୍ରେ ସେହି ଜଳରେ ମୁହଁ ଧୋଇବା ଦ୍ଵାରା ଶୁଭପ୍ରଦ ହୋଇଥାଏ ଏବଂ ମୁଖରେ ଚମକ ଆସିଥାଏ । 8-  ଶୋଇବା ସମୟରେ କେବେ ମଧ୍ୟ ମୁଣ୍ଡ ପାଖରେ ପାଣି ବୋତଲ ରଖି ଶୋଇବା ଉଚିତ ନୁହେଁ ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବା ସହିତ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ ।

9- ଶୋଇବା ଘରେ ପ୍ଲାଷ୍ଟିକ ଫୁଲ କିମ୍ବା ଗଛ ଇତ୍ୟାଦି ରଖିବା ଉଚିତ ନୁହେଁ । ଏହାଦ୍ୱାରା ଅଶୁଭ ହେବା ସହିତ ଦାରିଦ୍ରତା ପ୍ରାପ୍ତ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।  ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *