ଶନି ଆସୁଛନ୍ତି ଏହି ରାଶିର ଘରକୁ, ଏହି ରାଶିର ଉପରେ ଧନ ଢ଼ାଳିବେ ପ୍ରଭୁ ଶନିଦେବ

ଶନି ଭଗବାନଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଯଦି କୌଣସି ରାଶିର ଜାତକ ଉପରେ ସନିଦେବଙ୍କ ଖରାପ ନଜର ପଡ଼ିଯାଏ ,ତେବେ ସେହି ମାନୁଷ୍ୟର ଜୀବନରେ ବହୁତ କଷ୍ଟ ଓ ଦୁଃଖ ଆସିଥାଏ । ଯଦି କୌଣସି ମଣିଷର ଜାତକକରେ ସନିଦେବଙ୍କ କୃପା ଦୃଷ୍ଟି ପଡ଼ିଯାଏ ତେବେ ସେହି ମଣିଷ ନିଜକୁ ଆହୋଭାଗ୍ୟ ମଣିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାଲିଠାରୁ ମାତା ଲକ୍ଷ୍ମୀ ଓ ଶନିଦେବ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି । ତେବେ ଆସନ୍ତୁ ସେହି ରାଶିମାନଙ୍କ ବିଷୟରେ ଜାଣିବା ।

ମେଷ: ଏହି ରାଶିର ଲୋକମାନଙ୍କର ଦୁଃଖ ଶେଷ ହୋଇସାରିଛି । ଆପଣ ସବୁ କାର୍ଯ୍ୟରେ ସଫଳତା ପଇବେ । ଆପଣ ନୂତନ କାର୍ଯ୍ୟର ଶୁଭାରମ୍ଭ କରିପାରିବେ ଓ ବିବାହର ପ୍ରସ୍ତାବ ମିଳିପାରେ । ପରିବାର ତରଫରୁ ଆପଣଙ୍କୁ ଭରପୁର ସହଯୋଗ ମିଳିବ ଓ ସାମାଜିକ କ୍ଷେତ୍ରରେ ଆପଣଙ୍କ ଇଚ୍ଛା ବଢିବ । ଆପଣଙ୍କର ଧନ ପ୍ରାପ୍ତିର ସୁଯୋଗ ରହିଛି ।

କର୍କଟ: ଆପଣଙ୍କ ଜୀବନରେ ଯେଉଁସବୁ ସମସ୍ୟା ରହିଥିଲା ସେହି ସବୁ ସମସ୍ୟାର ସମାଧାନ ଶୀଘ୍ର ହୋଇଯିବ । ଧାର୍ମିକ ସଙ୍ଗୀତ ପ୍ରତି ମନ ବଳାଇବେ । କୌଣସି ଲାଭଦାୟକ ଯାତ୍ରାର ଯୋଗ ରହିଛି । ଆପଣଙ୍କ ବସିବା ଜାଗାରେ କିଛି ଭଲ ପରିବର୍ତନ ହୋଇପାରେ । ଆପଣଙ୍କ ଆଗାମୀ ସମୟ ସଫଳତା ଓ ଆମୋଦ ପ୍ରମୋଦରେ ବିତିବ ।

ବିଛା: ଆପଣଙ୍କର ଧନ ପ୍ରାପ୍ତିର ସୁଯୋଗ ରହିଛି । ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପଦକ୍ଷେପ ସଫଳ ରହିବ । ସାମାଜିକ ମହିଳାମାନଙ୍କ ଠାରୁ ଭଲ ସହଯୋଗ ମିଳିବ । ଆପଣଙ୍କର ଅଟକିଥିବା ସବୁ କାର୍ଯ୍ୟ ପୂରଣ ହେବ । ଆପଣଙ୍କର କୌଣସି ଦୁର ଯାତ୍ରା କରିବାର ସୁଯୋଗ ମଧ୍ୟ ରହିଛି ।

ଧନୁ: ଆପଣଙ୍କ ଆୟରେ ବୃଦ୍ଧି ଘଟିବ ଓ ରୋଜଗାର ମଧ୍ୟ ମିଳିପାରେ । ଆପଣ ନୂତନ କାର୍ଯ୍ୟର ଶୁଭାରମ୍ଭ କରିପାରିବେ ଓ ବିବାହର ପ୍ରସ୍ତାବ ମିଳିପାରେ । ପରିବାର ତରଫରୁ ଆପଣଙ୍କୁ ଭରପୁର ସହଯୋଗ ମିଳିବ ଓ ସାମାଜିକ କ୍ଷେତ୍ରରେ ଆପଣଙ୍କ ଇଚ୍ଛା ବଢିବ । ଧନରତ୍ନର ଯୋଗ ମଧ୍ୟ ରହିଛି ।

କୁମ୍ଭ: ଏବେ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଆପଣ ଆପଣଙ୍କ ପ୍ରେମ କ୍ଷେତ୍ରରେ ସଫଳତା ପାଇପାରିବେ । ଯଦି ଆପଣ କାହାକୁ ପ୍ରେମ ନିବେଦନ କରିବାପାଇଁ ଚାହାନ୍ତି ତେବେ ଏହା ଉଚିତ ସମୟ ଅଟେ । ଆପଣଙ୍କ ଧନ କ୍ଷେତ୍ରରେ ଉନ୍ନତି ଘଟିବ । ଆପଣଙ୍କୁ ଆପଣଙ୍କ ବନ୍ଧୁ ଓ ପରିବାର ବର୍ଗଙ୍କ ଅହେତୁକ ଶ୍ରଦ୍ଧା ଓ ସମ୍ନାନ ପଇବେ ।

ତୁଳା: ଆପଣଙ୍କ ଧନ କ୍ଷେତ୍ରରେ ଉନ୍ନତି ଘଟିବ । ଆପଣଙ୍କୁ ଆପଣଙ୍କ ବନ୍ଧୁ ଓ ପରିବାର ବର୍ଗଙ୍କ ଅହେତୁକ ଶ୍ରଦ୍ଧା ଓ ସମ୍ନାନ ପଇବେ । ଶିକ୍ଷା କ୍ଷେତ୍ରରେ ଅନେକ ଅବସର ଆପଣଙ୍କୁ ପ୍ରାପ୍ତି ହେବ । ଆପଣଙ୍କ ଶାରୀରିକ ଓ ମାନସିକ ଅବସ୍ଥା ଠିକ ରହିବ । ଆପଣଙ୍କୁ ଭାବିଚିନ୍ତି ପାଦ ପକାଇବାର ରହିଛି । ଆପଣଙ୍କ ମଧୁର ବ୍ୟବହାର ସମସ୍ତଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *