ମହିଳା ମାନଙ୍କର ଏହି ୨ଟି ଜିନିଷ ଛୁଇଁଲା ମାତ୍ରେ ସେହି ମନୁଷ୍ୟ ହୋଇଯାଇଥାଏ ୨ଗୁଣା କୋଟିପତି

ମହିଳା ମାନଙ୍କର ଏହି ୨ଟି ଜିନିଷ ଛୁଇଁଲାମାତ୍ରେ ସେହି ମହିଳା ବହୁତ ଖୁସି ହୋଇଯାଇଥାଏ ଓ ସେ ଗୋଟିଏ ଜିନିଷ ଦେଇଦେଇଥାଏ । ଯାହା ଫଳରେ ସେହି ପୁରୁଷ ବହୁତ ଭାଗ୍ୟବାନ ହୋଇଯାଇଥାଏ । ସେ ବହୁତ ଶକ୍ତିଶାଳୀ ଓ ଧନୀ ହୋଇଯାଇଥାଏ । ସେ ଆଗକୁ ମଧ୍ୟ ବହୁତ ସଫଳତା ପାଇଥାଏ ।

ମହିଳା ମାନେ ଥରେ ଖୁସି ହୋଇଗଲେ ସେ ସବୁକିଛି ଦେଇ ଦେଇ ଥାଆନ୍ତି । ନାରୀ ମାନଙ୍କ ପାଖରେ ଦୁନିଆର ସବୁଠୁ ବଡ଼ ଖଜାନା ଲୁଚି ରହିଛି । ଆପଣ ଏହି ଗୋଟିଏ କାର୍ଯ୍ୟ କରନ୍ତୁ ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ ।

ମହିଳାମାନେ ହେଉଛନ୍ତି ଗୋଟିଏ ଖୋଲା ଖଜାନା, କେବଳ ସେମାନଙ୍କୁ ବୁଝିବା ଦରକାର । ଆମ ଶାସ୍ତ୍ରରେ କୁହାଯାଇଛି ଯେ ମହିଳା ମାନଙ୍କ ପାଦରେ ସୁଖ ସମୃଦ୍ଧି ବାସ କରିଥାଏ । ଏହି ଦୁଇଟି ପାଦକୁ ଛୁଇଁବା ଦ୍ୱାରା ବ୍ୟକ୍ତି ପାପ ମୁକ୍ତ ହୋଇଯାଇଥାଏ । ଯଦି କୌଣସି ମହିଳା ତାର ହାତ ଦୁଇଟିକୁ ଆପଣଙ୍କ ମୁଣ୍ଡ ଉପରେ ରଖିଦିଏ, ତାହାଲେ ତାର ସେହି ହାତ ଦୁଇଟିରେ ଥିବା ଅପାର ଶକ୍ତି ଓ ତା ମନ ଭିତରେ ଥିବା ଅସରନ୍ତି ଭଲପାଇବା ସେହି ବ୍ୟକ୍ତି ଉପରେ ଅଜାଡି ଦେଇଥାଏ । ସେହି ବ୍ୟକ୍ତିକୁ ସବୁ କାର୍ଯ୍ୟରେ ସୁଫଳ ମିଳିଥାଏ ।

ମହିଳା ମାନଙ୍କ ପାଦ ଦୁଇଟିକୁ ଛୁଇଁବା ଦ୍ୱାରା ଆମର ବହୁତ ମଙ୍ଗଳ ହୋଇଥାଏ ଓ ଆମକୁ ଅସୀମ ସୁଫଳ ମିଳିଥାଏ । ଶାସ୍ତ୍ର କହିବା ଅନୁସାରେ, ଆମେ ଯଦି କୌଣସି ବ୍ୟକ୍ତିର ଚରଣ ଛୁଇଁ ଥାଉ ତେବେ ସେ ଆଶୀର୍ବାଦ ଦେବାପାଇଁ ଆମ ମୁଣ୍ଡ ଉପରେ ଦୁଇ ହାତ ରଖିଥାଏ ।

ଯାହାକି ଆମର ସକାରାତ୍ମକ ଉର୍ଜାର ଉତ୍ପନ୍ନ କରାଇଥାଏ । ଏହା ସହିତ ଆମର ମାନସିକ ବିକାଶ ମଧ୍ୟ ହୋଇଥାଏ । କିନ୍ତୁ ଆପଣ ଆପଣଙ୍କ ସ୍ତ୍ରୀର ପାଦ ଭୁଲରେ ବି ଛୁଅନ୍ତୁ ନାହିଁ, ଏହାଦ୍ବାରା ଆପଣଙ୍କର ଶକ୍ତି କ୍ଷୀଣ ହୋଇଯାଇଥାଏ । ଆପଣ ଆପଣଙ୍କ ମାତାଙ୍କ ପାଦ ଛୁଅନ୍ତୁ । ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଆନ୍ତି ତେବେ ଆପଣ ଆପଣଙ୍କ ମାତାଙ୍କ ପାଦ ଛୁଇଁକି ବାହାରକୁ ଯାଆନ୍ତୁ, ଦେଖିବେ ଆପଣ ଯେଉଁ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତାହା ନିଶ୍ଚୟ ସଫଳ ହେବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *