ଝିଅମାନେ କେତେ ସମୟ ( ଶାରୀରିକ ସମ୍ବନ୍ଧ )– ରଖିବାକୁ ଇଚ୍ଛା କରନ୍ତି

ଆମ ପୋର୍ଟାଲର ଆଜିର ଏହି ନୂଆ ଲେଖାକୁ ଆପଣଙ୍କୁ ସ୍ଵାଗତ । ଆମେ ଆଜି ଆପଣ ମାନଙ୍କୁ କହିବୁ କି ଆପଣଙ୍କ ପାର୍ଟନର ଆପଣ ଙ୍କ ସହିତ କେତେ ସମୟ ଯାଏ ଶାରୀରିକ ସଂମ୍ପର୍କ ରଖିବା ପାଇଁ ପସନ୍ଦ କରନ୍ତି । ସାଧାରଣ ମହିଳା ମାନେ ଦୁଖୀଃ ହୋଇ ଜାଇ ଥାନ୍ତି ଯେତେବେଳେ ସେମାନେ ଏହି କଥା ଉପର କୁ ଆସନ୍ତି ।

କାରଣ ତାଙ୍କ ପୁରୁଷ ସାଥି ଅଧିକ ସମୟ ଯାଏ ସମନ୍ଧ ବନେଇ ପାରନ୍ତି ନାହିଁ । ଏବଂ ପୁରୁଷ ମାନେ ବି ଏହି ସବୁ ବିଷୟ ରେ ସବୁ ବେଳେ ଭାବିଥାନ୍ତି କି କଣ ପାଇଁ ସେମାନେ  ତାଙ୍କ ମହିଳା ସାଥିଙ୍କ ଅନ୍ତରଙ୍ଗ ମୂହୁର୍ତ୍ତ ରେ ସେମାନେ କଣ ପାଇଁ ଅଧିକ ସମୟ ଦେଇ ପାରନ୍ତି ନାହିଁ ।

ତେବେ ଆପଣ ମାନଙ୍କୁ କହିବୁ କି ଏହି କିଛି ଦିନ ତଳେ ଏହି ଉପରେ ଗୋଟିଏ ଶର୍ଭେ ହୋଇ ଥିଲା ଏବଂ ଏଠାରେ 18 ରୁ 35 ବର୍ଷ ବୟଷ ର ଲୋକ ମାନଙ୍କୁ ନେଇ ହୋଇ ଥିଲା ଏବଂ ଏଠାରେ ସଂମ୍ପର୍ଣ୍ଣ 4 ହଜାର ଲୋକ ମାନଙ୍କୁ ନେଇ ହୋଇ ଥିବା ଶର୍ଭେ ରେ ଦୁଇଟି ପ୍ରଶ୍ନ ପଚାରା ଯାଉ ଥିଲା ପ୍ରଥମ ହେଲା କେତେ ସମୟ ଯାଏ ସେମାନେ ଶାରୀରିକ ସଂମ୍ପର୍କ ବନେଇ ପାରିବେ ? ଏବଂ ଦ୍ୱତୀୟ ପ୍ରଶ୍ନ ଟି ରହି ଥିଲା କି ସେମାନେ ଏହି କାମ ରେ ସୁଖ ପାଇବା ପାଇଁ କେତେ ସମୟ ଦରକାର ?

ଏହି ସର୍ଭେ ରେ ସାମିଲ ହୋଇ ଥିବା ମହିଳା ମାନଙ୍କ କହିବା କଥା କି ସେମାନଙ୍କୁ ଏହି ସମୟ 25 ମିନିଟ ଯାଏ ଚାଲିବା ଦରକାର । ଏତିକି ସମୟ ଯାଏ ପୁରୁଷ ମାନେ ସେହି କାମ କଲେ ସେମାନେ ଚରମ ତୃପ୍ତି ରେ ପହଁଚି ପାରିବେ । ସେହି ପରି ପୁରୁଷ ମାନଙ୍କ କହିବା ଅନୁସାରେ ବି ଏହା 25 ମିନିଟ୍ ଯାଏ ହେବା ଦରକାର ।

ସେହି ପରି ଭାବେ ଯଦି ଆମେ ଭାରତ ର କଥା କହିବା ତେବେ ଏଠାରେ ବିବାହିତ ମହିଳା ମାନଙ୍କୁ ତରମ ତୃପ୍ତି ରେ ପହଁଚଚିବା ପାଇଁ 15 ରୁ 20 ମିନିଟ ଲାଗୁ ଥିବା ବେଳେ ଅନ୍ନଭିଙ୍ଗ୍ୟ ମହିଳା ମାନଙ୍କୁ କେବଳ 5 ରୁ 7 ମିନିଟ ହିଁ ଲାଗି ଥାଏ ବୋଲି ସର୍ଭେ ରୁ ଜଣା ପଡ଼ିଛି ।

ହେଲେ ଏହି ସମୟ ଯାଏ ଭାରତିୟ ପୁରୁଷ ମାନେ ଯିବା ପାଇଁ ସକ୍ଷମ୍ୟ ହୋଇ ପାରନ୍ତି । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କେତେ ସମୟ ଯାଏ ଶାରୀରିକ ସଂମ୍ପର୍କ ରଖିବା ଦରକାର । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *