ରାତିରେ ଏହାକୁ ସେବନ କରନ୍ତୁ, ସକାଳୁ ଋତୁସ୍ରାବ ହୋଇଯିବ, Home remedy for irregular periods

ବନ୍ଧୁଗଣ ମାସକୁ ମାସ ମାସିକ ଋତୁସ୍ରାବ ପ୍ରକ୍ରିୟା ସବୁ ମହିଳା ମାନଙ୍କର ହୋଇଥାଏ । ଯଦି ଏହି ଋତୁସ୍ରାବ ପ୍ରତ୍ଯେକ ମାସରେ ଠିକ ସମୟରେ ହୋଇନଥାଏ । ଏହା ହେବାରେ ବିଳମ୍ବ ହେଉଥାଏ । ତେବେ ସେହି ମହିଳା ମାନଙ୍କ ଶରୀର ବହୁତ ଭାରୀ ଅନୁଭବ ହୋଇଥାଏ । ସେମାନଙ୍କର ଷ୍ଟ୍ରେସ ମଧ୍ୟ ବଢିଯାଇଥାଏ । ତେବେ ଯଦି ଆପଣଙ୍କର ପିରିୟଡ୍ସ ହେବାରେ ଅନିୟମିତତା ଦେଖାଯାଉଥାଏ । ତେବେ ଏହି ଘରୋଇ ଉପଚାର ଦ୍ଵାରା ଆପଣ ନିଜର ପିରିୟଡ୍ସକୁ ଠିକ ସମୟରେ ଆଣି ପାରିବେ ।

ପ୍ରଥମେ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ 1 ଗ୍ଳାସ ପାଣି ଉଷୁମ ଗରମ କରନ୍ତୁ । ତାପରେ ସେଥିରେ ଖଣ୍ଡେ ଅଦାକୁ ଛୋଟ ଛୋଟ କରି କାଟି ମିଶାନ୍ତୁ । ତାପରେ ସେହି ପାଣିକୁ 2 ରୁ 3 ମିନିଟ ପର୍ଯ୍ୟନ୍ତ ଫୁରାଇ ଦିଅନ୍ତୁ । ପାଣି ଗରମ ହୋଇଗଲା ପରେ ସେହି ପାଣିକୁ ଆଣି ଛଣା ସାହାଜ୍ଯରେ ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ । ତାହା ଅଳ୍ପ ଥଣ୍ଡା ହୋଇଯିବା ପରେ ସେଥିରେ 1 ଚାମଚ ମହୁ ଆଡ୍ କରନ୍ତୁ ।

ତାପରେ ଯେଉଁ ମାନଙ୍କର ପିରିୟଡ୍ସ ନିୟମିତ ହେବାରେ ସମସ୍ଯା ରହୁଥିବ । ପିରିୟଡ୍ସ ହେଲେ ବହୁ ଅଧିକ ପେଟରେ ଯନ୍ତ୍ରଣା ଅନୁଭବ ହେଉଥିବ । ସେମାନେ ଏଭଳି ଭାବେ ଡ୍ରିଂକ ପ୍ରସ୍ତୁତ କରି ତାହାକୁ ସାମାନ୍ୟ ଉଷୁମ ଥିବା ଅବସ୍ଥାରେ ସେବନ କରନ୍ତୁ । ଏହି ଡ୍ରିଂକର ସେବନ ରାତି ସମୟରେ କରି ଶୋଇ ପଡନ୍ତୁ । ଯେଉଁ ମାନଙ୍କର ପିରିୟଡ୍ସ ବିଳମ୍ବରେ ହେଉଥିବ । ସେମାନେ ରାତିରେ ଏହାକୁ ସେବନ କରିଲେ । ସକାଳୁ ଉଠିବା ମାତ୍ରେ ପିରିୟଡ୍ସ ହୋଇସାରିଥିବ ।

ଯେଉଁ ମାନଙ୍କର ସପ୍ତାହରୁ 10 ଦିନ ହେବ ପିରିଅଡ ବିଳମ୍ବ ହୋଇଯାଇ ପିରିଅଡ ହୋଇନଥିବ । ଏଥିପାଇଁ ଆପଣ ଆଉ ଏକ ରେମିଡି ମଧ୍ୟ ପ୍ରସ୍ତୁତ କରି ତାହାର ସେବନ କରିପାରିବେ । ଆପଣ ଏକ ପାତ୍ରରେ 1 ଗ୍ଳାସ ପାଣି ନେଇ ସେଥିରେ 1 ଚାମଚ ଜୀରା ମିଶାନ୍ତୁ ।

2 ମିନିଟ ଏହି ପାଣିକୁ ଭଲ ଭାବେ ଫୁଟାଇ ସାରିବା ପରେ ଏକ ପାତ୍ରକୁ ପାଣିକୁ ଛାଣିକି ନେଇ ଆସନ୍ତୁ । ତାପରେ ସେହି ପାଣିରେ 1 ଚାମଚ ବ୍ରାଉନ ସୁଗାର ବା ସାଧାରଣ ସୁଗାର ମଧ୍ୟ ମିଶାଇ ପାରିବେ । ତାପରେ ରାତିରେ ଏହି ଡ୍ରିଂକକୁ ସେବନ କରନ୍ତୁ । ଥରେ ବା ଅତି କମରେ 2 ରୁ 3 ଥର ଏହାର ସେବନ ମାତ୍ରେ ହିଁ ପିରିୟଡ୍ସ ରିଲେଟେଡ଼ ଅନେକ ଗୁଡିଏ ପ୍ରୋବ୍ଲେମ ଏହି ଡ୍ରିଂକର ସେବନ କରି ଭଲ କରିପାରିବେ ।

ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଟିଏ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *