Vastu Shastra- ନିଜ ପାଖରେ ରଖନ୍ତୁ ଏହିପରି ମୟୁର ପର, ଆଉ ତା’ପରେ ଦେଖନ୍ତୁ ଚମତ୍କାର, ବଦଳିଯିବ ଭାଗ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୌରାଣିକ କଥା ଅନୁସାରେ ମୟୂର ପଙ୍ଖର ବିଶେଷ ମହତ୍ଵ ରହିଛି । ଏହା ସହିତ ମୟୂର ପଙ୍ଖକୁ ଭଗବାନ କୃଷ୍ଣଙ୍କ ମକୁଟରେ ମଧ୍ୟ ସ୍ତାନିତ କରାଯାଇଛି । ଇନ୍ଦ୍ରଦେବ ମଧ୍ୟ ମୟୂରଗାଦିରେ ବସିଛନ୍ତି । ଏହା ସହିତ ପୂର୍ବ କାଳ ମାନଙ୍କରେ ଲେଖନୀ ପାଇଁ ମୟୂର ପଙ୍କକୁ ବ୍ୟବହାର କରିଥାନ୍ତି । ତେବେ ଏହି ମୟୂର ପଙ୍ଖର କିଛି ବିଶେଷ କାର୍ଯ୍ୟରେ ପ୍ରୟୋଗ କରିବା ଦ୍ଵାରା ଏହାର ଅନେକ କିଛି ଲାଭ ଦେଖିବାକୁ ମଧ୍ୟ ମିଳିଥାଏ ।

ଯଦି ବ୍ୟକ୍ତିର ସବୁ କାର୍ଯ୍ୟରେ ବାଧା ବିଘ୍ନ ଆସୁଥାଏ । କାର୍ଯ୍ୟ ଗୁଡିକ ସଂପୂର୍ଣ୍ଣ ନହୋଇ ଅଧୁରା ହୋଇ ରହିଯାଉଥାଏ । ତେବେ ନିଜ ପାଖରେ ଗୋଟିଏ ମୟୂର ପଙ୍ଖ ରଖନ୍ତୁ । ଧନ ପ୍ରାପ୍ତି ମଧ୍ୟ ମୟୂର ପଙ୍ଖକୁ ଉପଯୋଗୀ ବିବେଚିତ କରାଯାଇଥାଏ । ଗୋଟିଏ ମୟୂର ପଙ୍ଖକୁ ନେଇ ୪୦ ଦିନ ପର୍ଯ୍ୟନ୍ତ କୃଷ୍ଣଙ୍କ ମନ୍ଦିରକୁ ନେଇ ସେଠାରେ ପୂଜା କରି ତାପରେ ଘରକୁ ନେଇ ଆସନ୍ତୁ ।

ଘରେ ଟଙ୍କା ରଖୁଥିବା ଜାଗାରେ ମୟୂର ପଙ୍ଖକୁ ରଖିବା ଦ୍ଵାରା ଅର୍ଥ ଜନିତ ସମସ୍ଯା ଦୂର ହୋଇଥାଏ । ଯେଉଁ ବ୍ୟକ୍ତି ଘରେ ୨ ଟି ମୟୂର ପଙ୍ଖକୁ ଏକାଠି କରି ରଖିଥାଏ । ସେହି ଘରେ ପାରିବାରିକ ସମ୍ପର୍କ ବହୁତ ଭଲ ରହିଥାଏ । ଘରେ ମୟୂର ପଙ୍ଖକୁ ରଖିବା ଦ୍ଵାରା ଘରକୁ କୌଣସି ପ୍ରକାର ଅଶୁଭ ଶକ୍ତି ଆସି ପାରିନଥାଏ । ଏହା ସହିତ ସକାରାତ୍ମକ ଊର୍ଜାର ବୃଦ୍ଧି ହୋଇଥାଏ ।

ଯେଉଁ ପିଲାଙ୍କର ପାଠ ପଢାରେ ଜମାରୁ ବି ମନ ଲଗୁନଥାଏ । ସେହି ବ୍ୟକ୍ତି ନିଜ ବ୍ଯାଗରେ ମୟୂର ପଙ୍ଖ ରଖିବା ଦ୍ଵାରା ପାଠ ପଢା ପ୍ରତି ଆଗ୍ରହ ଆସିଥାଏ।  ଯେଉଁ ଘରେ ମୟୂର ପଙ୍ଖ ରହିଥାଏ । ସେହି ଘରକୁ ସାପ କେବେବି ଯାଇନଥାଏ । ଘରେ ଯଦି କୌଣସି ପ୍ରକାର ବାସ୍ତୁ ଦୋଷ ରାହୁଥାଏ ।

ତେବେ ଘରର ମୁଖ୍ୟ ଦ୍ଵାରରେ ୩ ଟି ମୟୂର ପଙ୍ଖକୁ ରଖି ସେଠାରେ ଏକ ଗଣେଶ ମୂର୍ତ୍ତି ରଖନ୍ତୁ । ଏପରି କରିବା ଦ୍ଵାରା ଘରୁ ବାସ୍ତୁ ଦୋଷ କଟିଥାଏ । କୌଣସି ବ୍ୟକ୍ତିର ଜୀବନରେ ଯଦି ସବୁବେଳେ ଅସୁବିଧା ଲାଗି ରାହୁଥାଏ । ଘରର ଶୋଇବା ଘରେ ଅଗ୍ନୀ କୋଣରେ ମୟୂର ପଙ୍ଖ ରଖିବା ଉଚିତ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲେ ।

୨ ଟି ମୟୂର ପଙ୍ଖକୁ ଏକାଠି ଯୋଡି ନିଜ ବାହାଘର ଆଲବମରେ ରଖିବା ଦ୍ଵାରା ଦାମ୍ପତ୍ୟ ଜୀବନ ମଧୁରମୟ ହୋଇଥାଏ । ତେବେ ମୟୂର ପଙ୍ଖକୁ ବ୍ୟକ୍ତି ନିଜ ପାଖରେ ରଖିବା ଦ୍ଵାରା ନିଜ ଜୀବନରେ ସେ ବହୁତ ଶୀଘ୍ର ସଫଳତା ପ୍ରାପ୍ତ କରିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *