Health Tips- ପ୍ରତିଦିନ ଲେମ୍ବୁ ପାଣି ପିଇବାର 7 ଟି ଅଦ୍ଭୁତ ଫାଇଦା, ଯାହା ଆଗରୁ ଆପଣ କେବେ ବି ଜାଣି ନଥିବେ…

ନମସ୍କାର ବନ୍ଧୁଗଣ, ଲେମ୍ବୁ ପାଣିର ସେବନ ଆପଣଙ୍କ ପାଇଁ କେତେ ଫାଇଦା ଆଣି ଦେଇଥାଏ ଆପଣଙ୍କ ଶରୀରକୁ କେତେ ମାତ୍ରାରେ ଏହା ସୁରକ୍ଷା ଦେଇଥାଏ ଏହା ସମ୍ପର୍କରେ ଆପଣ ଜାଣିଲେ ହିଁ ଏହାର ଉପଯୋଗ କରିବେ । ନଚେତ ଆପଣ ସହଜ ଉପାୟରେ ଆପଣଙ୍କ ସ୍ୱାସ୍ଥ୍ୟବସ୍ତାକୁ ଠିକ କରିବା ବଦଳରେ ଅଧିକ ମହଙ୍ଗାଅବସ୍ତାରେ ପଡିଯିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଲେମ୍ବୁ ପାଣି ଆମ ଶରୀର ପାଇଁ କେଉଁ  କେଉଁ ଉପକାରିତା ଆଣି ଦେଇଥାଏ ଯାହା ଫଳରେ ଆମେମାନେ ଏହାର ସେବନ କରି ଏକ ସୁସ୍ଥ ଜୀବନଯାପନ କରିପାରିବା ।

1- ଯଦି ଆପଣଙ୍କ ଠାରେ ଫ୍ୟାଟି ଲିଭର ଜନିତ ସମସ୍ୟା ରହିଛି ତେବେ ଆପଣଙ୍କ ପାଇଁ ଲେମ୍ବୁ ପାଣି ଏକ ବହୁତ ହିଁ ଭଲ ଘରୋଇ ଉପଚାର ବନିପାରିବ । ଲେମ୍ବୁ ଆମ ଶରୀରରେ ଗ୍ଳୁଟାଥାଇଅନ ସୃଷ୍ଟି କରିଥାଏ । ଆଉ ଏହା ଆମ ଲିଭର ଭିତରେ ଜମା ହୋଇଥିବା ଟକ୍ସିକକୁ ବାହାର କରିବାରେ ସହାୟ ହୋଇଥାଏ । ପ୍ରତିଦିନ ସକାଳୁ ଖାଲି ପେଟରେ ଏକ ଗ୍ଳାସ ପାଣିରେ ଗୋଟିଏ ଲେମ୍ବୁର ରସ ସହ ସେବନ କରିବା ଉଚିତ ।

2-  କିଡନୀରେ ଷ୍ଟୋନ ହେବାର ସମସ୍ୟା ଥିଲେ ଆପଣ ଲେମ୍ବୁ ପାଣି ନିହାତି ପିଅନ୍ତୁ । ଲେମ୍ବୁ ଭିତରେ ଥିବା ସାଇଟ୍ରିକ ଏସିଡ ରେ ଥିବା ସାଇଟ୍ରେଟ କିଡନୀ ଭିତରେ ଥିବା ଷ୍ଟୋନକୁ ଭାଙ୍ଗିବାର କାମ କରିଥାଏ । ଏହାଫଳରେ ଯେଉଁ ଛୋଟ ଛୋଟ ଷ୍ଟୋନ କିଡନୀରେ ସୃଷ୍ଟି ହୋଇଥାଏ ତାହା ପରିସ୍ରାରେ ବାହାରି ଯାଇଥାଏ । 3- ଲେମ୍ବୁପାଣି ଆପଣ ଚର୍ମକୁ ହେଲଦି ରଖିଥାଏ । ଆପଣଙ୍କ ଚର୍ମରେ ରିଙ୍କଲ୍ସ ଆସିବାର ସମସ୍ୟାକୁ ଏହା ଦୂର କରିଥାଏ ।  ବୟସ ଅନୁଯାୟୀ ଚର୍ମ ଦୁର୍ବଳ ହେବାକୁ ଏକା ରୋକିଥାଏ । ଲେମ୍ବୁ ପାଣିର ନିୟମିତ ସେବନ ଆପଣଙ୍କୁ ୟଙ୍ଗ ଦେଖାଇଥାଏ ।

4- ଲେମ୍ବୁପାଣିର ସେବନ ଦ୍ଵାରା ଆପଣଙ୍କ ଓଜନ କମିଥାଏ । ଲେମ୍ବୁରେ ଥିବା ପଲିଫିନୋଲ ଆଣ୍ଟି ଆଣ୍ଟିଆକ୍ସିଡେଣ୍ଟ ଆପଣଙ୍କ ଶରୀର ଥିବା ଫ୍ୟାଟକୁ କମାଇବାରେ ସାହାର୍ଯ୍ୟ କରିଥାଏ । ଲେମ୍ବୁ ଆପଣଙ୍କ ଶରୀରରେ ଫ୍ୟାଟକୁ ପ୍ରଥମରୁ ହିଁ ଜମା ହେବାକୁ ଦେଇନଥାଏ । ଲେମ୍ବୁ ପାଣି ଆପଣଙ୍କୁ ଡାଇବେଟିସ ଭଳି ରୋଗରୁ ମଧ୍ୟ ଦୂରେଇ ରଖିଥାଏ ।

5-  ଭିଟାମିନ-c ଆମ ଶରୀରରେ ହେଉଥିବା ସେଲ ଡ୍ୟାମେଜକୁ ଠିକ କରିଥାଏ । ଏହା ସହିତ ଯେଉଁସବୁ କାରକ ସେଲ ଡ୍ୟାମେଜ କରିଥାନ୍ତି ସେମାନଙ୍କୁ ନଷ୍ଟ କରିଥାଏ । ଭିଟାମିନ-c ଆପଣଙ୍କ ହାର୍ଟର ବିମାରୀକୁ ମଧ୍ୟ ଠିକ କରିଥାଏ । ଲେମ୍ବୁରେ ଭିଟାମିନ-c ରହିଥାଏ ତେଣୁ ଆପଣ ଏହାର ସେବନ କରିବା ଉଚିତ ।

6- ଲେମ୍ବୁ ଆପଣଙ୍କ ଶରୀରର ହଜମ ପ୍ରକ୍ରିୟାକୁ ଠିକ କରିଥାଏ । ଖାଉଥିବା ଖାଦ୍ୟ ସଠିକ ସମୟରେ ହଜମ ହୋଇଥାଏ । ହଜମ ଜନିତ ସମସ୍ୟା ଆଉଆ ଆପଣଙ୍କୁ ଦେଖିବା ପାଇଁ ମିଳିନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *