Vastu Tips- ମଙ୍ଗଳବାର ଦିନ ଚୁପଚାପ ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ, କରଜରୁ ମିଳିଥାଏ ମୁକ୍ତି

ନମସ୍କାର ବନ୍ଧୁଗଣ, କରଜ ମଣିଷ ଜୀବନର ଏକ ବଡ ଶତ୍ରୁ ଅଟେ । ଯାହା ମଣିଷକୁ ଶାନ୍ତିରେ ବଞ୍ଚିବାକୁ ଦେଇନଥାଏ । କରଜ ଆଣି ଯଦି କାରଣ ସୁଝି ହୁଏ ନାହିଁ ତେବେ ତାହା ଏକ ବଡ ବୋଝ ହୋଇଯାଏ ମଣିଷ ପାଇଁ । ମଣିଷ ସବୁଦିନ ବଞ୍ଚିବା ଠାରୁ ମରିବା ଉଚିତ ଭାବେ । କରଜ କରିବା ଦ୍ଵାରା ବହୁତ କଥା ନିନ୍ଦା ମଧ୍ୟ ଶୁଣିବାକୁ ପଡିଥାଏ କରଜ ଆଣିଥିବା ବ୍ୟକ୍ତି ଠାରୁ । ତେଣୁ ଯଦି କରଜ ଆଣି ଫସି ରହିଛନ୍ତି ତେବେ ମଙ୍ଗଳବାର ଦିନ ଏହି ଗୋଟିଏ ଜିନିଷ ଘରକୁ ନିଶ୍ଚୟ ଆଣନ୍ତୁ ଆଉ ଚମତ୍କାର ଦେଖନ୍ତୁ ।

1- ଶନିବାର ଦିନ ଆଣିଥିବା କରଜ  ସୁଝିବା ପାଇଁ ବହୁତ କଷ୍ଟ ହୋଇଥାଏ ତେଣୁ ଶନିବାର କରଜ ଆଣିବା ଉଚିତ ହୋଇନଥାଏ । କିମ୍ବା କରଜ ଆଣିବା ପାଇଁ କାଗଜରେ ଦସ୍ତଖସ୍ତ ମଧ୍ୟ କରିବା ଅନୁଚିତ । 2- ଆପଣ କେବେ ମଧ୍ୟ ୮,୧୭ ଏବଂ ୨୬ ତାରିଖ ଦିନ କରଜ ନିଅନ୍ତୁ ନାହିଁ । କାରଣ ଏହିସବୁ ଅଙ୍କକୁ ଶନିଙ୍କ ଅଙ୍କ ବୋଲି ମନାଯାଏ ।

ତେଣୁ ଏହି ତାରିଖରେ ନିଆଯାଇଥିବା କରଜ ଆପଣଙ୍କ ଜୀବନରେ ବହୁତ ଅଧିକ ଅସୁବିଧା ଆଣିଦେଇଥାଏ । ୩- କରଜ କାଗଜ ଉପରେ କଳା ରଙ୍ଗର କଲମରେ କେବେ ଦସ୍ତଖତ କରିବା ଉଚିତ ନୁହେଁ । ଏହାକୁ ଅଶୁଭ ମନାଯାଏ । ଏହି କରଜ ଆପଣଙ୍କୁ ସୁଝିବା ପାଇଁ ବହୁତ କଷ୍ଟ ହୋଇଥାଏ ।

୪- ଯଦି ଆପଣ କରଜ ଆଣୁଛନ୍ତି ତେବେ ସୋମବାର,ବୁଧବାର ଏବଂ ଶୁକ୍ରବାର ଦିନ କରଜ ଆଣନ୍ତୁ । ଏହିଦିନ ଆଣିଥିବା ଆଣିଥିବା କରଜର ବୋଝ ବହୁତ ଶୀଘ୍ର ଓଲ୍ହେଇଯାଇଥାଏ । କରଜରୁ ମୁକ୍ତି ମିଳୁନଥିଲେ ଆପଣ ଏହି ଉପାୟ ନିହାତି କରନ୍ତୁ । ଏଥିପାଇଁ ଆପଣଙ୍କୁ ପାନ ପତ୍ର ଆବଶ୍ୟକ ।

ଆପଣ ଏକ ଭଲ ଫାଟି ନଥିବା ସବୁଜ ତାଜା ପାନ ପତ୍ର ନିଅନ୍ତୁ ଏବଂ ପତ୍ରର ନାସୀ ଭାଙ୍ଗି ଦିଅନ୍ତୁ । ଏହାପରେ ଆପଣ ସେହି ପାନ ପତ୍ର ଉପରେ ଏକ ଲବଙ୍ଗ ଏବଂ ଗୁଜୁରାତି ରଖନ୍ତୁ । ରଖିସାରିବା ପରେ ଆପଣ ଏହାକୁ ମୋଡି ପାନ ଖିଲ ପ୍ରସ୍ତୁତ କରିଦିଅନ୍ତୁ । ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ସ୍ନାନ କରି ସ୍ବଚ୍ଛ ବସ୍ତ୍ର ପରିଧାନ କରନ୍ତୁ । ଏବଂ ହନୁମାନଙ୍କ ମନ୍ଦିର ଯାଆନ୍ତୁ ଏବଂ ଭଗବାନ ହନୁମାନ ଚରଣରେ ଆପଣ ନେଇଥିବା ପାନ ଖିଲକୁ ଅର୍ପଣ କରିଦିଅନ୍ତୁ ।

ତିନି ମାସ ପର୍ଯ୍ୟନ୍ତ ଲଗାତାର ଆପଣ ଏଭଳି ଭାବରେ ସନ୍ଧ୍ୟା ସମୟରେ ହନୁମାନ ମନ୍ଦିର ଯାଇ ପାନ ଖିଲ ଅର୍ପଣ କରିବା ଦ୍ଵାରା ଆପଣ କରିଥିବା କରଜରୁ ସହଜରେ ମୁକ୍ତି ପାଇଯିବେ । ଯଦି କୌଣସି ମଙ୍ଗଳବାର ଦିନ ଆପଣ ଯାଇ ପାରୁନାହାନ୍ତି ତେବେ ଏହାକୁ ଅନ୍ୟ କେହି ମଧ୍ୟ କରିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *