ଓଜନ ହ୍ରାସ କରିବାର ଚମତ୍କାରୀ ଉପାୟ, କେବଳ 1 ଗ୍ଳାସ ଏହାକୁ ପିଇ ନିଅନ୍ତୁ, 15 ଦିନରେ ମୋଟା ପେଟ ହେବ ଗାୟବ !

ନମସ୍କାର ବନ୍ଧୁଗଣ , ଆଜି ଆମେ ଜାଣିବା ଶରୀର ରେ ଥିବା କଲୋଷ୍ଟ୍ରୋଲ କୁ କିପରି କମାଇବା ଏବଂ ଓଜନ ହ୍ରାସ ହେବାର ଉପାୟ ସମ୍ବନ୍ଧରେ । ଆମେ ସମସ୍ତେ ଇଛା କରିଥାଉ ଯେ ଯେମିତି ମୋଟା ନ ହୋଇ ପତଳା ଏବଂ ସୁସ୍ଥ ରହୁ ବୋଲି । କିନ୍ତୁ ଆଜି କାଲି ଆମେ ଫାଷ୍ଟ ଫୁଡ କୁ ଖାଇଥାଉ ତାହା ଆମ ଶରୀରକୁ  ମୋଟା କରିଥାଏ । କିନ୍ତୁ ଆଜି ମୁଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସହଜ ଉପାୟରେ କିପରି ଓଜନ କମାଇବା ଅରଣ୍ଠୁ ଜାଣିବା ଏହା ବିଷୟରେ ।

ସ୍ପଷ୍ଟ ଭାବରେ ଉପାୟ କୁ କରିବା ଦ୍ଵାରା ପେଟରେ ଜମି ଯାଇଥିବା ଚର୍ବି କମିଯାଇଥାଏ । ଏହି ଉପାୟ ରେ କମି ଥିବା ଓଜନ ଏତେ ଶୀଘ୍ରବଢି ନ ଥାଏ । ଏହି ଉପାୟ କୁ ଆପଣ ଘରେ ତିଆରି କରିପାରିବେ ଏହା ଏକ ଘରୋଇ ଉପକରଣ ଅଟେ । ଏହି ଉପକରଣ କରିବା ପାଇଁ ଆମ କୁ ଆବଶ୍ୟକ ହୋଇଥାଏ ଲବଙ୍ଗ , ଡାଲ ଚିନି ଏବଂ ଜିରା । ଲବଙ୍ଗ ଏକ ସାମାନ୍ଯ ଜିନିଷ ଅଟେ ଯାହା ଆମକୁ  ଘରେ ସହଜ ରେ ମିଳିଯାଇଥାଏ ।

ଏହା ଆମ ଶରୀରରେ କଲୋଷ୍ଟ୍ରୋଲ କୁ କମ୍ କରିବାରେ ସହଜ କରିଥାଏ ବିଶେଷ କରି ଏହା ଆମ ପେଟ ଭାଗରେ ଥିବା ଚର୍ବି ଅଂଶ କୁ ଯଥା ଶୀଘ୍ର କମ୍ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିରେ ଭିଟାମିନ – ଏ , ଭିଟାମିନ -ବି , ଭିଟାମିନ -କେ ଏବଂ ପ୍ରୋଟିନ ଭାର ପୁର ରହିଥାଏ । ଏହା ଛଡା ଆମ ଶରୀରରେ କଲୋଷ୍ଟ୍ରୋଲ କୁ ଘଟାଇବାର ମୁଖ୍ୟ କାର୍ଯ୍ୟ କରିଥାଏ ।

ଦ୍ଵିତୀୟ ଜିନିଷ ହେଉଛବି ଡାଲ ଚିନି ଏହା ଆମ ଶରୀରରେ କଲୋଷ୍ଟ୍ରୋଲ କୁ କମ୍ କରିବାରେ ସାହାଯ୍ୟ କରିବା ସହିତ ଡାଇବେଟିସ କୁ ନିୟନ୍ତ୍ରଣ ରେ ରଖିଥାଏ ଏବଂ  ଶରୀରର ମେଟାବଲିସମ କୁ ବୃଦ୍ଧି କରିଥାଏ । ଏହା ଦ୍ଵାରା ଆମ ଶରୀରରେ ଥିବା କଲୋଷ୍ଟ୍ରୋଲ ଜଳଦି ତରଳି ଯାଇଥାନ୍ତି ଏବଂ ଆମେ ଓଜନ ହ୍ରାସ କରିଥାଉ ।

ଶେଷ ହେଉଛି ଜିରା ଏହା ଆମ ଶରୀରରେ ଯେଉଁ ଖାଦ୍ୟ ର ସେବନ କରିଥାଉ ତାହାକୁ ଖଣ୍ଡ କରିବାରେ ସାହାଯ୍ୟ କରିଥାଏ । ଆମ ମେଟାବାଲିସମ କୁ ବଢି ଦେଇଥାଏ ବ୍ଲଡ଼ ସୁଗାର କୁ ନିୟନ୍ତ୍ରଣ ରେ ରଖେ ଏବଂ ଶରୀରରେ ଥିବା କଲୋଷ୍ଟ୍ରୋଲ କୁ ମଧ୍ୟ କମାଇଥାଏ । ଏବେ ଏହି ତିନୋଟି ଜିନିଷ କୁ ସମାନ ମାତ୍ରା ରେ ନେଇ ଗ୍ରାଇଣ୍ଡ କରିନେବେ । ଏହି ପାଉଡର କୁ ଆପଣ ସୂର୍ଯ୍ୟ କିରଣରୁ ଲୁଚାଇ ରଖିବେ ଡବାରେ ସୁରକ୍ଷିତ ରଖିବେ ।

ଏହି ପାଇଦାର କୁ ପାଣି ମିଶେଇ ଦଶ ମିନିଟ୍ ପାଇଁ ଫୁଟାଇବେ ଏବଂ ଏହାକୁ ଯେତିକି ଗରମ ପିଇପାରିବେ ସେତିକି ମାତ୍ରା ରେ ଏହି ପାଣି କୁ ପିଇବେ । ଦେଖିବେ ଏହାକୁ ପ୍ରୋୟଗ କରିବାର ପନ୍ଦର ଦିନ ମଧ୍ୟରେ ଆପଣ  ନିଜର ଶରୀରରେ ପରିବର୍ତ୍ତନ ଦେଖିବେ ବହୁତ ଶୀଘ୍ର ଆପଣଙ୍କର ମୋଟାପଣ ଦୂର ହୋଇଯିବ । ଏହାକୁ ନିଶ୍ଚିତ କରନ୍ତୁ ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *