ପାର୍କ ରେ ବୟଫ୍ରେଣ୍ଡ ପଚାରିଲା ତମକୁ ମୂଳା, ଗାଜର, ବାଇଗଣ, କଦଳୀ… ହସକଥା ପଢ଼ନ୍ତୁ

ବନ୍ଧୁଗଣ ଏଇ ଦୁନିଆରେ ସବୁଆଡେ ଖାଲି ଟେନସନ । ଏହି ଟେନସନ କୁ ଦୂର କରି ଆପଣଙ୍କୁ ହସେଇବା ପାଇଁ ଆମେ ଆଣିଛୁ କିଛି ମଜାଦାର ଚୁଟକୁଲା । ପଢ଼ନ୍ତୁ ହସି ହସି ଗଡନ୍ତୁ । ଆମର ପ୍ରୟାଶ ଆପଣଙ୍କ ମୁହଁରେ ଟିକେ ହସ ଦେବାକୁ । ନିଜେ ହସନ୍ତୁ ଏବଂ ଅନ୍ୟ ମାନଙ୍କୁ ହସନ୍ତୁ । ତେବେ ଚଲାନ୍ତୁ ଆରମ୍ଭ କରିବା ।

୧) ସ୍ତ୍ରୀ- ଡାକ୍ତର, ମୋ ସ୍ୱାମୀ ତାଙ୍କ ଶୋଇବା ସମୟରେ ମନେ ମନେ ବିଲିବିଳେଇ କଥାବାର୍ତ୍ତା କରନ୍ତି, ମୁଁ ବିରକ୍ତ ହେଇଗଲିଣି, ତୁମେ କିଛି କର

ଡାକ୍ତର- ସେମାନଙ୍କୁ ଦିନରେ କଥା ହେବାର ସୁଯୋଗ ଦିଅନ୍ତୁ, ତା’ପରେ ସେମାନେ ଶୋଇବା ସମୟରେ କଥା କହିବା ବନ୍ଦ କରିଦେବେ ।

୨) ସାଣ୍ଟା- ବନ୍ଧୁ, ମୋର ଘଣ୍ଟା କୌଣସି ସ୍ଥାନରେ ହଜିଯାଇଛି, ଆପଣ ଦେଖିଛନ୍ତି କି?

ବଣ୍ଟା – ତୁମର ଘଣ୍ଟା ବନ୍ଦ ଥିଲା କିମ୍ବା ଚାଲୁଥିଲା

ସାନ୍ତା – ଚାଲୁଥିଲା

ବଣ୍ଟା – ତାହାଲେ ସେ ଚାଲି ଚାଲି କୁଆଡେ ପଳେଇଥିବ ଆଉ ବାଟ ଭୁଲି ଯାଇଥିବ

୩)ସମାଚାର- ପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍ ବିଳମ୍ବରେ ଚାଲୁଛି

ପପୁ – ତେବେ ବର୍ଷା ଟ୍ରେନରୁ ଓଲେହି ଦଉନ କାହିଁକି ?

୪) ଓବାମାଙ୍କ ପତ୍ନୀ ମିସେଲ ଓବାମା ବିହାରକୁ ଆସି ଲାଲୁଙ୍କୁ ଭେଟିଥିଲେ

ତାଙ୍କୁ ଆମେରିକା ଆସିବାକୁ ନିମନ୍ତ୍ରଣ କରିଥିଲେ

ଲାଲୁ ଆମେରିକା ଯିବା ପୂର୍ବରୁ ଇଂରାଜୀ ତାଲିମ ନେଇଥିଲେ

ପ୍ରଶିକ୍ଷକ କହିଲେ- “ଯେତେବେଳେ ତୁମେ ଆମେରିକା ଯାଇ ଓବାମାଙ୍କୁ ଭେଟିବ, ତାଙ୍କ ସହିତ ହାତ ହଲାଇ ପଚାରିବ : ହାଓ ଆର ୟୁ ?, ଅର୍ଥ, ତୁମେ କେମିତି ଅଛ?

ଏହା ଉପରେ ଓବାମା କହିବେ, ଆଇ ଆମ ଫାଇନ ଆଣ୍ଡ ୟୁ ?

ଏହାର ଅର୍ଥ “ମୁଁ ଭଲ ଅଛି”, ତୁମେ କେମିତି ଅଛ?

ତୁମେ ଉତ୍ତର ଦେବ, “ମି ଠୁ ” ଅର୍ଥ “ମୁଁ ମଧ୍ୟ”

ତାପରେ ଅନୁବାଦକ ସମ୍ଭାଳି ନେବେ

ଲାଲୁ ଆମେରିକା ଯାଇଥିଲେ –

ସେ : ହାଓ ଆର ୟୁ ବଦଳରେ, ହୁ ଆର ୟୁ ପଚାରି ଦେଲେ (ତୁମେ କିଏ?)

ଏହା ଶୁଣି ଓବାମା ଟିକେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ପରେ ହସି ହସି କହିଲେ:

ଆଇ ଆମ ମିସେଲ ସ୍ ହଜବ୍ୟାଣ୍ଡ (ମୁଁ ମିସେଲ ଓବାମା ଙ୍କ ସ୍ୱାମୀ)

ତା’ପରେ ଲାଲୁ ହସି ହସି କହିଲା -ମି ଠୁ ( “ମୁଁ ମଧ୍ୟ” )

ଆଉ ସେଠାରେ କିଛି ସମୟ ନୀରବତା ରହିଲା ।

୫) ଗାର୍ଲଫ୍ରେଣ୍ଡ ଆଉ ବୟଫ୍ରେଣ୍ଡ ପାର୍କରେ ବସି କଥା ହଉଥିଲେ ।

ବୟଫ୍ରେଣ୍ଡ : ମୁଁ ତମକୁ ବାହା ହେଇ ପାରିବିନି ଆମ ଘରେ ରାଜି ହେଉ ନାହାଁନ୍ତି

ଗାର୍ଲଫ୍ରେଣ୍ଡ : ତମ ଘରେ କିଏ କିଏ ଅଛନ୍ତି?

ବୟଫ୍ରେଣ୍ଡ ; ଦୁଇଜଣ ଛୁଆ ଆଉ ମୋ ସ୍ତ୍ରୀ

(ଗାର୍ଲଫ୍ରେଣ୍ଡ ବେହୋସ)

 

୬) ସ୍ତ୍ରୀ ସ୍ୱାମୀ କୁ କହିଲା

ସ୍ତ୍ରୀ: ଜାଣିଛ ମୁଁ ଆଜି ଟାଉଲ ପିନ୍ଧିଥିଲା ବାର୍ଥରୁମ ରେ ଥିଲି କିନ୍ତୁ କବାଟ ଖୋଲା ରଖି ଦେଇଥିଲି

ସ୍ୱାମୀ: ସେଇଠୁ କଣ ହେଲା !?

ସ୍ତ୍ରୀ : ହଠାତ ଶଶୂରଜୀ ଚାଲି ଆସିଲେ ଆଉ..

ସ୍ୱାମୀ : ତାପରେ କଣ ହେଲା?

ସ୍ତ୍ରୀ : କଣ ଆଉ ହବ.. ମୁଁ ଟାଉଲ ଖୋଲି ଓଢଣା କରି ମୁଣ୍ଡରେ ଦେଇଦେଲି, କିଛି ତ ସଂସ୍କାର ମୋର ଠାରେ ବି ଅଛି ନା..

(ସ୍ୱାମୀ ବେହୋସ)

୭) ବୟଫ୍ରେଣ୍ଡ ; ତମକୁ ମୂଳା, ଗାଜର, ବାଇଗଣ, କଦଳୀ, ଖମ୍ବ ଆଳୁ ଭିତରୁ କୋଉଟା ବେଶୀ ପସନ୍ଦ ?

ଗାର୍ଲଫ୍ରେଣ୍ଡ : ଯୋଉଟା ହେଲେ ଚଳିବ କିନ୍ତୁ ଏକ୍ସଟ୍ରା ତେଲ ଲାଗିବ

(ବୟଫ୍ରେଣ୍ଡ ବେହୋସ)

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *