Diabetes Control Tips- ଜୀବନରେ କେବେ ବି Sugar ହାଇ ହେବ ନାହିଁ ଆପଣାନ୍ତୁ ଏହି 5 ଟି Tips

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରକ୍ତରେ ସୁଗାରର ମାତ୍ରା ଅଧିକ ବଢିଯାଇଥିଲେ । ବ୍ଲଡ୍ ଟେଷ୍ଟରୁ ଜଣାଯାଇଥାଏ ଏହା କି ଜେ ବ୍ୟକ୍ତି ଡାଇବେଟିସରେ ପୀଡିତ ଅଛନ୍ତି । ତେଣୁ ସବୁବେଳେ ବ୍ୟକ୍ତିର ରକ୍ତରେ ସୁଗାରର ମାତ୍ରାକୁ ନିୟନ୍ତ୍ରଣ କରି ସଠିକ ରଖିବାକୁ ଚାହୁଁଥିଲେ । ତେବେ ବ୍ୟକ୍ତିକୁ ଏହି ୫ ଗୋଟି କଥା ଉପରେ ଧ୍ୟାନ ଦେବା ପାଇଁ ପଡିଥାଏ । ବ୍ଲଡ୍ ରେ ସୁଗାରର ମାତ୍ରାକୁ ନିୟନ୍ତ୍ରଣ କରି ରଖିବାକୁ ଚାହୁଁଥିଲେ ।

ବ୍ୟକ୍ତିର ଖାଦ୍ୟରେ ସୋଲୁବଲ ଫାଇବରର ମାତ୍ରା ରହିବା ନିହାତି ଉଚିତ । ଓଟ୍ସ, ଭେଣ୍ଡି, ଭୃଶୀ, ରାଜମା, ଡାଲି ଏହି ପରି କେତେ ଖାଦ୍ୟ ପଦାର୍ଥରେ ସୋଲୁବଲ ଫାଇବର ମିଳିଥାଏ । ତେଣୁ ଏହାକୁ ଖାଇବା ନିଜ ଖାଦ୍ୟରେ ସାମିଲ କରିବା ଉଚିତ । ଏହା ସହିତ ଫଳ ଓ ପନିପରିବାରେ ଇନସୋଲୁବଲ ଫାଇବରର ମାତ୍ରା ଅଧିକ ମିଳିଥାଏ ।

ତେଣୁ ଏହାକୁ ଖାଇବା ଦ୍ଵାରା ରକ୍ତରେ ସୁଗାର କଣ୍ଟ୍ରୋଲ ହେବା ସହ ଖାଦ୍ୟ ଠିକ ଭାବରେ ହଜମ ମଧ୍ୟ ହୋଇଥାଏ । ବ୍ଲଡ୍ ରେ ସୁଗାର କମାଇବା ପାଇଁ ଦିତୀୟରେ ପ୍ରତିଦିନ ଏକ୍ସରସାଇଜ କରିବା ମଧ୍ୟ ନିହାତି ଉଚିତ । ଏପରି କରିବା ଦ୍ଵାରା ବ୍ୟକ୍ତିର ଶରୀରରେ ଇନସୁଲିନର ସେନ୍ସିଟିଭ ବଢି ଯାଇଥାଏ । ଯାହା ଫଳରେ ଡାଇବେଟିସ କଣ୍ଟ୍ରୋଲ ହୋଇ ରହିଥାଏ ।

ଏକ୍ସରସାଇଜ କରିବା ଦ୍ଵାରା ଶରୀରର ବହୁ ବିଦ୍ଧ ଉପକାର ସାଧିତ ହୋଇଥାଏ । ତୃତୀୟରେ ପାଣି ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ । କାରଣ ଡାଇବେଟିସ ରୋଗୀଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । ଯାହା ଫଳରେ ତାଙ୍କ ଶରୀର ଅଧିକ ପରିମାଣରେ ଜାଲ ଆବଶ୍ୟକ କରିଥାଏ । ଏହା ସହିତ ଯଦି ଅଧିକ ପାଣି ପିଇବେ ।

ତେବେ ପରିସ୍ରା ମାଧ୍ୟମରେ ସୁଗାର ମଧ୍ୟ ବାହାରି ଯାଇ ଡାଇବେଟିସ କଣ୍ଟ୍ରୋଲ ହୋଇ ରହିଥାଏ ।ଯଥା ସମ୍ଭବ ପ୍ରଚୁର ପାଣିର ସେବନ ଦ୍ଵାରା ବ୍ୟକ୍ତି ଡିହାଇଡ୍ରେସନର ମଧ୍ୟ ଶିକାର ହୋଇନଥାଏ । ଚତୁର୍ଥରେ ଶ୍ଵେତସାର ଯୁକ୍ତ ଖାଦ୍ୟର ଅଧିକ ସେବନ ମଧ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ବର୍ଜନ ଥାଏ । ଅଧିକ ମିଠା ଜାତୀୟ ଖାଦ୍ୟ, ମିଠା କୋଲଡ୍ରିଂକ, ଏହାକୁ ସେବନ କରିବା ଦ୍ଵାରା ଶରୀର ଅଧିକ ପରିମାଣରେ କ୍ୟାଲୋରି ବଢି ଯାଇଥାଏ ।

ଯାହା ଫଳରେ ଶରୀରର ଇନସୁଲିନର ସେଂସେତିଭ କମିଯାଇଥାଏ । ତେଣୁ ନିଜ ଖାଦ୍ୟ ଉପରେ ସଂଯମତା ରକ୍ଷା କରି ମିଠା ଜାତୀୟ ଖାଦ୍ୟରୁ ନିଜକୁ ନିବୃତ ରଖନ୍ତୁ । ପଞ୍ଚମରେ ଏହା ସହିତ ଡାଇବେଟିସ ରୋଗୀ ପ୍ରତିଦିନ ଥରେ କିମ୍ବା ୨ ଥର ଖାଦ୍ୟ ଖାଇବାର ୧ ଘଣ୍ଟା ପୂର୍ବରୁ ଏକ ଗ୍ଳାସ ପାଣି ସହିତ ୧ ଚାମଚ ଆପେଲ୍ ସାଇଡର ଭିନେଗାର ମିଶାଇ ସେବନ କରିବା ଉଚିତ ।

ଏହି ସବୁ ନିୟମ ମାନି ଚାଲିବା ଦ୍ଵାରା ନିହାତି ଭାବରେ ବ୍ଲଡ୍ ରେ ସୁଗାର ନିୟନ୍ତ୍ରଣ ହୋଇ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *