ଆଖି ଡେଇଁଲେ କଣ ସୁଚାନ ମିଳେ ? ଏହା ସହିତ ପଢନ୍ତୁ ଆଜିର ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ଅନେକ ଗୁଡିଏ ଅଙ୍ଗପ୍ରତ୍ଯେଙ୍ଗକୁ ନେଇ ଗଢା ହୋଇଥାଏ । ପ୍ରତ୍ଯେକଟି ଅଙ୍ଗର ଉପଯୁକ୍ତ ଯତ୍ନ ନେବା ଦ୍ଵାରା ହିଁ ଅଙ୍ଗ ଗୁଡିକ ସୁସ୍ଥ ରହିବା ସହ ଭଲ ଭାବରେ କାର୍ଯ୍ୟକାରୀ ହୋଇଥାଏ । ତେଣୁ ଆଜି ସ୍ଵାସ୍ଥ ସମ୍ବଦ୍ଧିତ କେତେକ ଅନୁଚିନ୍ତା ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ । ପ୍ରତ୍ଯେକ ଦିନ ଗୋଟିଏ ଲେଖାଏଁ ଓଲିପିଆଜ ଖାଇବା ଦ୍ଵାରା ଶ୍ଵାସ ଜନିତ ସମସ୍ଯା ଦୂର ହୋଇଥାଏ ।

ଦାନ୍ତର ମାଢି ଫୁଲି ଯନ୍ତ୍ରଣା ହେଉଥିଲେ । ଗୋଟିଏ ପିଆଜକୁ ଛେଚି ଦାନ୍ତ ମାଢିରେ ଚାପି କରି ରଖିଲେ । ମାଢି ଫୁଲିବା କମିଯାଇଥାଏ । ମୁଣ୍ଡ ବ୍ୟଥା ଦୂର କରିବା ପାଇଁ ପିଆଜକୁ କାଟି ଶୁଙ୍ଘିଲେ । ମୁଣ୍ଡ ବ୍ୟଥା ଦୂର ହୋଇଥାଏ । ଏହା ସହିତ ପିଆଜ ରସରେ ମହୁ ମିଶାଇ ଖାଇବା ଦ୍ଵାରା ମୁଣ୍ଡ ବ୍ୟଥା ଦୂର ହୋଇଥାଏ । ବ୍ୟକ୍ତିର ମାନସିକ ଅବସ୍ତା ବିଗିଡି ମାନସିକ ବିକୃତି ଦେଖା ଗଲେ ।

ପ୍ରତିଦିନ ପିଆଜ ରସ ଦିନକୁ ୨ ଥର କରି କିଛି ଦିନ ସେବନ କରିବା ଉଚିତ । ମହିଳା ମାନଙ୍କ କ୍ଷୀର ପରିମାଣ କମ୍ ହେଉଥିଲେ । କିଛି ଦିନ କଞ୍ଚାପିଆଜ ସେବନ କରିବା ଦ୍ଵାରା ସନ୍ତାନ ପାଇଁ କ୍ଷୀର ପର୍ଯ୍ୟାପ୍ତ ପରିମାଣରେ ହୋଇଥାଏ । ବିଛା କାମୁଡି ଥିଲେ । ପିଆଜ କାଟି କ୍ଷତ ଜାଗାରେ ଲଗାଇଲେ । ବିଶ ଦୂର ହେବା ସହ ଜଳାପୋଡା କମିଯାଇଥାଏ ।

କାନକୁ ଯଦି କମ୍ ଶୁଭୁଥାଏ । ତେବେ ପିଆଜ ରସ ପକାଇ କାନ ସଫା କରିବା ସହିତ କାନରେ ସୋରିଷ ତେଲ ଉଷୁମ କରି ପକାଇଲେ । କାନକୁ ଭଲ ଶୁଭିଥାଏ । ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ପିଆଜ ଖାଇ ସହବାସ କରିଲେ । ଗର୍ଭଧାରଣର ସମ୍ଭାବନା କମିଯାଇଥାଏ । କାରଣ ପୁରୁଷ ମାନଙ୍କର ଶୂକ୍ରାଣୁ ଦୁର୍ବଳ ହୋଇଯାଇଥାଏ ।

ପିଲା ମାନଙ୍କ ପାଖରେ ଦୁର୍ବଳତା ପ୍ରକାଶ ପାଉଥିଲେ । ପିଆଜ ରସ ସହିତ ଗୁଡ ମିଶାଇ ପିଲାଙ୍କୁ ଖାଇବାକୁ ଦେବା ଦ୍ଵାରା ଦୁର୍ବଳତା ଦୂର ହୋଇଥାଏ । ଯଦି ଶୁଖିଲା କାଶ ହେଉଥାଏ । ତେବେ ରାତିରେ ଶୋଇବା ସମୟରେ ପିଆଜ ରସ ସହିତ ମହୁ ମିଶାଇ ଚାଟି ଚାଟି ଖାଇଲେ । କାଶ ଭଲ ହୋଇଥାଏ । ରୋଷେଇ ଘର ସର୍ବଦା ଦକ୍ଷିଣ ପୂର୍ବ କୋଣରେ ରଖିବା ଉଚିତ ।

ଏହା ସହିତ ପୂର୍ବରୁ ମୁହଁ କରି ରୋଷେଇ କରିବା ଦ୍ଵାରା ଶୁଭ ହୋଇଥାଏ । ଘରେ ଯଦି ସର୍ବଦା ଅଶାନ୍ତି ଲାଗି ରହୁଥାଏ । ତେବେ ଘରର ଚାରି ପାଖରେ ତୁଳସୀ ଗଛ ଲଗାଇବା ଉଚିତ । ଯଦି କୌଣସି ଲୋକର ଦକ୍ଷିଣ ଚକ୍ଷୁରେ କମ୍ପନ ହୁଏ । ତେବେ ବନ୍ଧୁ ଦର୍ଶନ ହୋଇଥାଏ । ଯଦି କୌଣସି ଲୋକର ବାମ ଚକ୍ଷୁ କମ୍ପନ ହୋଇଥାଏ । ତେବେ ଧନହାନୀ ଓ ଘରେ ଅଯଥା କଳହ ଲାଗିବାର ସୂଚନା ଦେଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *