ଓଡ଼ିଆ ଅଭିନେତ୍ରୀ ମାନଙ୍କ ସ୍ୱାମୀ ଵୟସ କେତେ ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଆମର ପ୍ରଥମ ଓଡ଼ିଆ ଅଭିନେତ୍ରୀ ହେଉଛନ୍ତି ରଚନା ବାନାର୍ଜୀ, ରଚନା ବାନାର୍ଜୀ ୨୦୦୭ ମସିହାରେ ପ୍ରବାଲ ବାସ ଙ୍କୁ ଵିଵାହ କରିଥିଲେ । ତାପରେ କୁହାଯାଏ ଯେ, ସେ ୨୦୦୪ ମସିହାରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଵିଵାହ କରିଥିଲେ । ରଚନା ବାନାଜ଼ୀ ଙ୍କ ଵୟସ ୪୫ ବର୍ଷ ଓ ତାଙ୍କ ସ୍ୱାମୀ ଙ୍କ ଵୟସ ୫୦ ବର୍ଷ । ଆମର ପରବର୍ତ୍ତୀ ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେ ୨୦୦୪ ମସିହାରେଓଡିଆ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ଵିବାହ କରିଛନ୍ତି । ବର୍ତ୍ତମାନ ସମୟରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଵୟସ ହେଉଛି ୩୬ ବୟସ ଓ ଅନୁଭବ ମହାନ୍ତି ଙ୍କ ବୟସ ୩୮ ବର୍ଷ ।

ତାପରେ ଆମର ଚକଲେଟ ଵଏ ବା ଲଭର ଵଏ ବାଵୁସାନ ମହାନ୍ତିଙ୍କ ବିଷୟରେ ଜାଣିବା । ଵାଵୁସାନ ମହାନ୍ତି ଙ୍କ ଵୟସ ହେଉଛି ୩୧ ବୟସ ଓ ତାଙ୍କ ସ୍ତ୍ରୀ ତୃପ୍ତି ସପ୍ତଥି ଙ୍କ ଵୟସ ହେଉଛି ୩୦ ବର୍ଷ । ବାବୁସାନ ମହାନ୍ତି ୨୦୧୪ ମସିହାରେ ତାଙ୍କ ପିଲା ଦିନ ଲଭର ତୃପ୍ତି ଶତ୍ପଥି ଙ୍କୁ କୋର୍ଟ ରେ ଵିବାହ କରିଥିଲେ । ଏହି କଥାକୁ ସେ ଵହୁତ ଦିନ ମିଡ଼ିଆ ପାଖରେ ଲୁଚେଇ ରଖି ଥିଲେ ଓ ତାଙ୍କ ଵାପା ଉତ୍ତମ ମହାନ୍ତି ଙ୍କ ଵୟସ ହେଉଛି ୬୬ ଵୟସ, ତାଙ୍କ ସ୍ତ୍ରୀ ଅପରାଜିତା ମହାନ୍ତି ଙ୍କ ଵୟସ ୫୮ ଵୟସ । ଏବେ ଆଶନ୍ତୁ ଜାଣିବା ଓଡ଼ିଶାର ପାୱାର ଷ୍ଟାର ଅରିନ୍ଧମ ରାୟଙ୍କ ବିଷୟରେ ।

ଅରିନ୍ଧମ ରାୟ ଙ୍କ ସ୍ତ୍ରୀ ଙ୍କ ନାମ ଅନୁପା ଦାସ । ୨୦୧୬ମସିହାରେ ସେ ଵିଵାହ କରିଥିଲେ । ଅରିନ୍ଦମ ରାୟ ଙ୍କ ବୟସ ୩୬ ଵୟସ ତାଙ୍କ ସ୍ତ୍ରୀ ଅନୁପା ଦାସ ଙ୍କ ଵୟସ ହେଉଛି ୩୧ ବର୍ଷ । ଅନୁପା ଦାସ ହେଉଛନ୍ତି ଆମ ଓଡ଼ିଶାର ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ । ଏବେ ଜାଣିବା ଓଡ଼ିଆ ସୁପର ଷ୍ଟାର ସିଧ୍ୟାନ୍ତ ମହାପାତ୍ରଙ୍କ ବିଷୟରେ । ସିଦ୍ଧାନ୍ତ ମହାପାତ୍ରଙ୍କ ସ୍ତ୍ରୀଙ୍କ ନାମ ମାମା ମିଶ୍ର । ସେ ୨୦୦୪ ମସିହାରେ ସେ ମାମା ମିଶ୍ର ଙ୍କୁ ଵିଵାହ କରିଥିଲେ । ଏଵେ ତାଙ୍କ ଵୟସ ୫୪ ବର୍ଷ ଓ ତାଙ୍କ ସ୍ତ୍ରୀ ମାମା ମିଶ୍ର ଙ୍କ ଵୟସ ୪୬ ବର୍ଷ । ମାମା ମିଶ୍ର ହେଉଛନ୍ତି ସେ ସମୟର ଓଲିଉଡ ଜଗତର ଜଣେ ସୁପ୍ରତିଷ୍ଠିତା ଅଭିନେତ୍ରୀ ଥିଲେ ।

ଶେଷରେ ଜାଣିବା ଓଡିଆ ଅଭିନେତ୍ରୀ ଝିଲି୍କ୍ ଭଟ୍ଟା ଚାର୍ଯ୍ୟଙ୍କ ବିଷୟରେ, ସେ ଏହି କିଛି ଦିନ ତଳେ ଵିଵାହ କରିଥିଲେ । ଓ ତା ପରେ ସେ ୨୦୧୩ ମସିହାରେ ଓଡିଆ ଫିଲ୍ମରେ ଆସି ପାଦ ଦେଇଥିଲେ । ତାଙ୍କ ପ୍ରଥମ ଫିଲ୍ମ ଥିଲା ଟାର୍ଗେଟ । ଏହି ୨୦୨୦ ମସିହା ମାର୍ଚ୍ଚ ମାସରେ ଵିବାହ କରିଥିଲେ । ଓ ତାଙ୍କ ସ୍ୱାମୀ ଙ୍କ ନାମ ହେଉଛି ପ୍ରୀତି ରଞ୍ଜନ ଘଡେ଼ଇ ।

ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କି ଝିଲିଙ୍କ ବୟସ ମାତ୍ର ୨୬ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ବୟସ ୪୭ ବର୍ଷ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *