Jyotish Shastra- ନୂଆ ବର୍ଷ 2023 ରେ 7 ଟି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ, ବନୁଛି ରାଜଯୋଗ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦୨୩ ବର୍ଷ ପାଇଁ ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି । ନୂତନ ବର୍ଷଟି ଆପଣଙ୍କ ପାଇଁ ସୁଖ ଓ ସମୃଦ୍ଧି ନେଇକି ଆସୁ ବୋଲି ଆଶା ରହିଛି । ନୂତନ ବର୍ଷରେ ୭ ଗୋଟି ରାଶିଙ୍କର ଭାଗ୍ୟରେ ବହୁତ କିଛି ପରିବର୍ତ୍ତନ ଆସିବା ପାଇଁ ଜାଉଛି । ଏହି ୭ ଗୋଟି ରାଶିଙ୍କର ବିଷୟରେ ସବିଶେଷ ଆଲୋଚନା କରି ତାଙ୍କର ଭାଗ୍ୟଫଳ ଗୁଡିକ ଜାଣିବା ।

ଏହି ରାଶିରେ ବର୍ଷ ୨୦୨୩ ଟି ଉତ୍ତମ ବର୍ଷଟି ହେବ । ଏହି ବର୍ଷରେ ଭଗବାନଙ୍କ କୃପାରୁ ୭ ଟି ରାଶିର ଭାଗ୍ୟ ଚମକିବା ପାଇଁ ଯାଉଛି । ଘର ପରିବାର ସଦସ୍ୟଙ୍କ ମଧ୍ୟରେ ବହୁ ଦିନ ଧରି ରହିଥିବା ମନ ମନାନ୍ତର ଦୂର ହେବା ପାଇଁ ଯାଉଛି । ଘରେ ଏହି ୨୦୨୩ ମସିହାରେ ମାଙ୍ଗଳିକ କାର୍ଯ୍ୟର ଯୋଜନା କରାଯାଇ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରାଯିବ ।

ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ଅଧିକ ପରିଶ୍ରମ କରିବାକୁ ପଡିବ । କୌଣସି ପ୍ରକାର ପ୍ରତୋଯୋଗୀତା ମୂଳକ କାର୍ଯ୍ୟକ୍ରମରେ ଯୋଗଦାନ କରି କୃତ କାର୍ଯ୍ୟ ହୋଇପାରିବେ । ଉଚ ଶିକ୍ଷା କରିବାକୁ ଚାହୁଁଥିବା ଲୋକ ନିଜ ପାଠ ପଢିବା ପାଇଁ ବିଦେଶ ଯାତ୍ରା କରିପାରିବେ । ବ୍ୟବସାୟରେ ଉତ୍ପାଦନରେ ବୃଦ୍ଧି ହୋଇବ ।

ଏହା ସହିତ ତାହା ଠାରୁ ଆଶାଜନକ ଲାଭ ମଧ୍ୟ ପାଇପାରିବେ । ସେଥି ଦ୍ରୁଷ୍ଟିରୁ ଏହି ୭ ଟି ରାଶିଙ୍କର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । ଚାକିରି ପାଇଁ ବ୍ୟସ୍ତରେ ରହୁଥିବା ଲୋକଙ୍କର ଚାକିରି ପାଇଁ ଆବେଦନ କରିପାରିବେ । ୨୦୨୩ ଟି ଏହି ୭ ଗୋଟି ରାଶି ଉପରେ ଭଲ ପ୍ରଭାବ ପକାଇବାକୁ ଯାଉଥିବାରୁ ଚାକିରିରେ ଭଲ ସମ୍ବାଦ ଶୁଣିବାକୁ ମିଳିପାରେ ।

ବିବାହ କ୍ଷେତ୍ରରେ ଏହି ୨୦୨୩ ବର୍ଷରେ ୭ ଗୋଟି ରାଶିରେ ଥିବା ଅବିବାହିତ ଲୋକଙ୍କ ମଧ୍ୟରୁ ବହୁତ ଗୁଡିଏ ବ୍ୟାକଟୀନବିଶେଷଙ୍କର ଏହି ବର୍ଷ ହିଁ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସନ୍ତାନ ପ୍ରାପ୍ତି ପାଇଁ ଯୋଜନା କରୁଥିବା ଲୋକଙ୍କର ଏହି ବର୍ଷଟି ସନ୍ତାନ ପ୍ରାପ୍ତି ପାଇଁ ଭଲ ବର୍ଷ ରହିବ । ବହୁତ ଗୁଡିଏ ଦମ୍ପତି ଯେଉଁ ମାନଙ୍କର ପିଲାପିଲିରେ ଅସୁବିଧା ରହୁଥିଲା ।

ସେମାନେ ମଧ୍ୟ ସନ୍ତାନ ପ୍ରାପ୍ତିର ଶୁଭ ସମାଚାର ଶୁଣିବାବକୁ ପାଇବେ । ଘରକୁ ବହୁତ ସାରା ଅତିଥିଙ୍କର ଆଗମନ ହୋଇବା ସହ ଘରେ ଖୁସିର ମାହୋଲର ସରଗରମ ଦେଖିବାକୁ ମିଳିବ । ବନ୍ଧୁଙ୍କ ତରଫରୁ କ୍ଯାରିଅର ପାଇଁ ବହୁତ କିଛି ସହଯୋଗ ମିଳିବ । ଯେଉଁ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ୨୦୨୩ ମସିହାରେ ଇଛୁକ ଅଛନ୍ତି । ଗୁରୁଜନ ଓ ବରିଷ୍ଟ ଲୋକଙ୍କର ଆଶ୍ରୀବାଦ ନେଇ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।

ଆଲୋଚ୍ୟ କରୁଥିବା ୭ ଗୋଟି ରାଶି ହେଉଛନ୍ତି ତୁଳା, ସିଂହ, ମକର, କୁମ୍ଭ, ମିଥୁନ, କନ୍ୟା ଓ ଶେଷ ରାଶିଟି ହେଉଛି କନ୍ୟା ରାଶି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *