Health Tips- ମାତ୍ର 2 ସପ୍ତାହରେ କେମିତି କମିବ ଓଜନ ? ପତଳା ହେବ ଶରୀର…

ନମସ୍କାର ବନ୍ଧୁଗଣ , ଆଜିର ମୁଖ୍ୟ ସମୟ ହେଇଯାଉଛି ମୋଟା ପଣ ଆଜିକା ଦିନରେ ମଣିଷର ଖାଇବା ପିଇବା ଠିକ୍ ଭାବରେ ରହୁନି  । ଶୋଇବା ସମୟ ଠିକ ରହୁନି ଯାହା ଫଳରେ କି ଆମ ଶରୀରର ଓଜନ ବୃଦ୍ଧି ହୋଇଥାଏ , ଏବଂ ଆମେ ମୋଟା ହେଇଥାଉ । ତେବେ ଏହି ମୋଟାପଣ କୁ କିପରି କମାଇବା ଆଜି ସେ ବିଷୟରେ ଚିନ୍ତା କରିବା ଓ  ଆଜି  ମୁଁ ଆପଣମାନଙ୍କୁ ଏହି ବିଷୟରେ ଆଉ ନୂଆ ଉପାୟ କହିବି ଯାହା ଫଳରେ କି ଆପଣଙ୍କର ମୋଟାପା କମି ଥାଏ ।

ଅନେକ ଥର ଆମେ ଏହା କରିଥାଉ କି ଅନ୍ୟ ଏକ ବ୍ୟକ୍ତିଙ୍କ  ଡାୟେଟ୍ ପ୍ଳାନ କୁ ନେଇ  ନିଜ ଓଜନକୁ କମେଇଥାଏ । ଆମେ ମଧ୍ୟ ସେହି ଡାୟେଟ୍ ପ୍ଳାନ କୁ ଆପେଣଇ ଥାଉ କିନ୍ତୁ ଏହା ବହୁତ ଭୁଲ ଅଟେ । ଏହା ଏକ ଭୁଲ ଧାରଣ ମଧ୍ୟ କହିପାରୁ କାରଣ ତାଙ୍କ ଶରୀର ପାଇଁ ଯେଉଁ ପ୍ଳାନ କରି ତାହାନ୍ତି ତାହା ଆମ ଶରୀର ପାଇଁ ଅନୁଚିତ ଅଟେ ।

ତେଣୁ କରି ଆମକୁ ନିଜେ ଏକ ଡାୟେଟ୍ ପ୍ଳାନ ନିଜ ଶରୀର ଓଜନ , ଦୌଘ୍ୟ , ବୟସ , ରୋଗ ଆଦି କୁ ଆଖି ଆଗରେ ରଖି ଡାକ୍ତରଙ୍କ ପରାମର୍ଶ ନେଇ ଏକ ପ୍ଳାନ କରନ୍ତୁ । ଓଜନ କମିବା ଏତେ ସହଜ  ନୁହେଁ । କିନ୍ତୁ ଯଦି ଆପଣଙ୍କର ମେଟାବୋଲିସ୍ମ ଠିକ୍ ରହିଥାଏ ତେବେ ଓଜନ ସହଜରେ କମି ଥାଏ । ମାତ୍ର ଯାହାର ମେଟାବୋଲିସ୍ମ ରେ ରୋଗ ହୋଇଥାଏ ବା କୋଣସି ପ୍ରକାରର ଅସୁବିଧା ହୋଇଥାଏ ।

ତେବେ ଓଜନ କମ୍ କରିବାରେ ବାଧା ଆସିଥାଏ । ଅନେକ ଲୋକମାନଙ୍କ ଏହା ଭ୍ରାନ୍ତ ଧାରାଣା ହୋଇଥାଏ କି ସକାଳ ଭୋଜନ ତ୍ୟାଗ କରିବା ଦ୍ଵାରା ତାଙ୍କ ଶରୀର ଓଜନ କମିଥାଏ । କିନ୍ତୁ ମୁ ଆଜି ଆପଣଙ୍କୁ କହୁଛି ଯେ ଆପଣ କେବେ ବି ଭୋଜନ ତ୍ୟାଗ କରିବେ ନାହି । ଯଦି ସକାଳେ ଟିଫିନ ଖାଇଥାଉ ତେବେ ଆମର ମେଟାବୋଲିସ୍ମ  ଠିକ ଭାବରେ ହୋଇଥାଏ ଓ ଆମ ଶରୀରର ଓଜନ ମାତ୍ରା ମଧ୍ୟ ନିୟମିତ ରହିଥାଏ ।

କିନ୍ତୁ ଯଦି ଆମେ ଖାଇବା କମେଇ ଥାଉ  ତେବେ ଆମେ ସେହି ଅନୁସାରେ ଏକ ଡାୟେଟ ପ୍ରସ୍ତୁତ କରି ଖାଇବା ଦ୍ଵାରା ଆମ ଶରୀରର ଓଜନ  କମିଥାଏ । ଆମେ ଅନେକ ଥର ଦେଖିଥାଉ କି ଜଣଙ୍କ ଓଜନ ଅଧିକ ରହିଥାଏ , କିନ୍ତୁ ସେ ଆଦୌ ମୋଟା ଦେଖାଯାନ୍ତି ନାହିଁ । ମାତ୍ର ଜଣେ ଅଟେ ବି ମୋଟା ନ ଥାନ୍ତି କିନ୍ତୁ ତାଙ୍କୁ ଉଠି ବସିବାରେ ଅସୁବିଧା ହୋଇଥାଏ ।

ତେଣୁ କରି ଆମ ଶରୀର BMI ଅନୁସାରେ ଓଜନ ରହିବା ଉଚିତ୍ । ଯଦି ଆମ ଲମ୍ବା ଅନୁସାରେ ଆମ  BMI ଠିକ୍ ରହିଥାଏ ତାହା ଉଚିତ ଯଦି ନ ଥାଏ ତେବେ ଏହା ପ୍ରତି ଧ୍ୟାନ ଦେବା ଉଚିତ୍ । ସାମାନ୍ୟ ଭାବରେ ଆମ  BMI ଗ୍ରେଟ୍ 20 ଭିତରେ ରହିବା ଦରକାର ଅଟେ । ଆଜି କାଲି ଲୋକେମାନେ ଓଜନ କମ୍  କରିବା ପାଇଁ  ଖାଦ୍ୟ ବଦଳରେ ଅନେକ SUPPLEMENTS  ନେଇଥାନ୍ତି ।

କିନ୍ତୁ ଆମେ ଏହାକୁ ସେତେ ବେଳେ ନେବା ଉଚିତ ଯେବେ ଖାଦ୍ୟ ଆମର ଉପକାର କରିନଥାଏ । ନଚେତ ଏହା ନେବା ଅନୁଚିତ୍ ଅଟେ । ଯଦି ନିୟମିତ ଭାବରେ ଆମେ ଡାୟେଟ ପ୍ଳାନ କରିଥାଉ ତେବେ ଆମେ କିଛି ସପ୍ତାହ ରେ ନିଜର ଓଜନ କମେଇଥାଉ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *