Health Tips- ହାର୍ଟ୍ ଆଟାକ୍ ଆସିବା ପୂର୍ବରୁ ଶରୀର ଦେଇଥାଏ ଏହି ୫ ସଂକେତ, ସମୟ ଥାଇ ହୁଅନ୍ତୁ ସାବଧାନ !

ନମସ୍କାର ବନ୍ଧୁଗଣ , ଆଜି କାଲି ବହୁତ ସାମାନ୍ୟ ଭାବରେ ଦେଖିବାକୁ ପାଇଥାଉ ଏହି ହାର୍ଟ୍ ଆଟାକ୍  ଭଳି ସମସ୍ୟାକୁ । ଏହା ଏକ ଏଭଳି ରୋଗ ଅଟେ ଯେ ଏହାକୁ ଜାଣିପାରିବ ବହୁତ ଲୋକମାନଙ୍କ ପାଇଁ କଷ୍ଟକର ଅଟେ । ତେଣୁ କରି ମୁ ଆଜି ଆପଣମାନଙ୍କୁ ହାର୍ଟ ଆଟାକ୍ ଆସିବା ପୂର୍ବରୁ ଆସୁଥିବା ସଂକେତ ବିଷୟରେ ଅବଗତ କରାଇବି । ଏହି ବିଷୟ ସମ୍ପର୍କରେ ଜାଣିବା ଦ୍ଵାରା ଏହି ରୋଗ ଆସିଲା ମାତ୍ରେ ଏହା ଦାୟୀ ରୁ ନିଜର ଜୀବନକୁ ବଞ୍ଚାଇପାରିବେ ।

କାରଣ ହାର୍ଟ ଆଟାକ୍  ଏକ ଏଭଳି ସମସ୍ୟା ଅଟେ । ଯାହା ଆସିବା ପୂର୍ବରୁ କୋଣସି ସଂକେତ ଦେଇନଥାଏ  । ଏହା ଦ୍ଵାରା ମଣିଷ କେବଳ ଯନ୍ତ୍ରଣା ପାଇଁ ଥାଏ , ବେଳେ ବେଳେ ଠିକ୍ ସମୟରେ ଡାକ୍ତର ପାଖକୁ ଯିବା ଦ୍ଵାରା ଜୀବନ ବଞ୍ଚିଥାଏ । ଆଜିର ଲୋକେମାନେ ହାର୍ଟ୍ ଆଟାକ୍ ସମନ୍ଧୀୟ ଅନେକ ସମସ୍ୟାର ଶିକାର ହେଉଛନ୍ତି । ଯେଉଁଥି ପାଇଁ ଏକ ସାଇଲେନ୍ଟ ହାର୍ଟ ଆଟାକ୍ କୁ ଚିହ୍ନିବା କଷ୍ଟକର ହେଉଛି ।

ଯେତେ ବେଲେ  ହାର୍ଟ ଆଟାକ୍ ର କୋଣସି ସଂକେତ ଦେଖାଯାଏ ନାହିଁ ବା ସାମାନ୍ୟ  ସଂକେତ ଦେଖାଯାଇଥାଏ ତେବେ ତାହାକୁ ସାଇଲେନ୍ଟ ହାର୍ଟ୍ ଆର୍ଟାକ୍ କୁହାଯାଇଥାଏ । ଯେତେ ବେଳେ ହାର୍ଟ୍ କୁ ଯଥେଷ୍ଟ ପରିମାଣରେ ଅମ୍ଳଜାନ ଯାଇନଥାଏ , ତେବେ ଏଭଳି ସମସ୍ୟା ସବୁ ଘଟି ଥାଏ । ତେଣୁ ଆସନ୍ତୁ ଜାଣିବା ଏହା ୫ ଟି ସଂକେତ  ବିଷୟରେ ଯାହା ଫଳରେ ଆପଣମାନେ ଡାକ୍ତରଙ୍କ ସାହାଯ୍ୟ ସହକାରେ ନିଜ ଜୀବନକୁ ବଞ୍ଚାଇପାରିବେ ।

ପ୍ରଥମ ବିଷୟ ହେଲା ବାନ୍ତି ହେବ  ବା ବାନ୍ତି ଲାଗିବା ଭଳି  ଲକ୍ଷଣ ଲାଗିଲେ ଏହା  ମଧ୍ୟ ସାଇଲେନ୍ଟ ହାର୍ଟ୍ ଆର୍ଟାକ୍ ର ସଂକେତ ଅଟେ , ଏହା ପୂର୍ବରୁ ଆପଣମାନେ ଜ୍ଵର ହେଇଥିବ ଏହି ସବୁ କୁ କେବେ ବି ନଜର ଅନଦାଜ କରନ୍ତୁ ନାହି । ଅନେକ ସମୟରେ ପାହାଚ ଚଡି ତଳକୁ ଆସିବାର ସମୟରେ ନିଶ୍ଵାସ ନେବାରେ କଷ୍ଟକର ହୋଇଥାଏ । ଏହା ଏକ ଲକ୍ଷଣ ହୋଇଥାଏ କି ଆମ ହାର୍ଟ୍ ଠିକ୍ ଭାବରେ କାମ କରୁନି ବୋଲି ତେଣୁ କରି ଏହା ପ୍ରତି ଧ୍ୟାନ ଦେବା ଉଚିତ ।

ଆଉ ଯେଉଁମାନଙ୍କ ଅଧିକ ରକ୍ତଚାପ ରୋଗ ହୋଇଥାଏ ସେମାନଙ୍କୁ ହାର୍ଟ୍ ଆର୍ଟାକ୍ ଆସିବାର ଅଧିକ ସମ୍ଭାବନା ରହିଥାଏ । ଯେଉଁ ପରିସ୍ଥିତିରେ ଆପଣଙ୍କୁ ବିନା କାରଣରେ ଯନ୍ତ୍ରଣା ହୁଏ ଓ ଗଳା ରେ ମଧ୍ୟ ଯନ୍ତ୍ରଣା ହୋଇଥାଏ ତେଣୁ ଏହି ମଧ୍ୟ କିଛି ପ୍ରକାର ଲକ୍ଷଣ ହୋଇପାରେ । ହାର୍ଟ୍ ଆର୍ଟାକ୍  ଯୋଗୁଁ ଆପଣଙ୍କ ପୁରା ଶରୀର ଅସ୍ଥିରତା ଅନୁଭବ କରିଥାଏ ପେଟ , ପିଟି ,ଦାନ୍ତ ସବୁ ଆଡେ କଷ୍ଟ ହୋଇଥାଏ ଏହି ଲକ୍ଷଣ ମଧ୍ୟ  ଏକ ବ୍ୟକ୍ତି ଠାରୁ ଅନ୍ୟ ଏକ ବ୍ୟକ୍ତି ଲକ୍ଷଣ ଭିନ୍ନ ହୋଇପାରେ ।

ଏହା ଛଡା ପିଟି ଉପରେ ବହୁତ ଯନ୍ତ୍ରଣା ଏ ପରିକି ଛାତି ଉପରେ ଅଧିକ ଯନ୍ତ୍ରଣା ହୋଇଥାଏ , ଏହି ସବୁ ଲକ୍ଷଣ ଗୁଡିକ ଧୀରେ ଧୀରେ ହୋଇପାରେ ବା ଅଦୃଶ୍ୟ ମଧ୍ୟ ହୋଇଥାଏ । ଯଦି ଆପଣମାନେ ଏହି ସବୁ ଲକ୍ଷଣ ଦେଖୁଛନ୍ତି , ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *