ବାଇଶି ପାହାଚର ଅଦ୍ଭୁତ ରହସ୍ୟ ! କେଉଁ ପାହାଚର ଏହି ପାହାଚରେ ଭୁଲରେ ବି ପାଦ ଦେବେ ନାହିଁ…

ନମସ୍କାର ବନ୍ଧୁଗଣ , ଆଜି ଆମେମାନେ ଜାଣିବା ଶ୍ରୀ ମନ୍ଦିରରେ ଥିବା ବାଇଶି ପାହାଚ ବିଷୟରେ କୁହାଯାଏ ବାଇଶି ପାହାଚ ନିର୍ମାଣରେ ବହୁତ କିମ୍ବଦନ୍ତୀ ରହିଛି । ଏହି ବାଇଶି ପାହାଚ ର ମହତ୍ମ ମଧ୍ୟ ଅନେକ । ମହା ପ୍ରଭୁ ଜଗନ୍ନାଥ ଯେବେ ରଥ ଯାତ୍ରା ରେ ଏହି ବାଇଶି ପାହାଚ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ତେଣୁ କୁହା ଯାଏ ଏହି ବାଇଶି ପାହାଚ ରେ ବାଇଶି ଚଣ୍ଡୀ  ମାତା ତାହାଙ୍କ ଦର୍ଶନ ପାଇଁ ରୂପାନ୍ତକରଣ ହୋଇ ରହିଛନ୍ତି ।

ତତ୍କାଳୀନ  ରାଜା ଭାନୁଦେବ ପ୍ରଭୁ ଜାମ୍ବେଶ୍ଵରଙ୍କ ଧ୍ୟାନ କରି ପୁତ୍ର ସନ୍ତାନ ପାଇଥିଲେ । କିନ୍ତୁ ସେ ଯେବେ  ଜାଣିଲେ କି ତାଙ୍କ ପୁତ୍ର ର ଆୟୁଷ କେବଳ ବାଇଶି ବର୍ଷ ସେ ବହୁତ ଦୁଖିତ ହୋଇ  ଥିଲେ ପୁଣି ସେ ଜାମ୍ବେଶ୍ଵର କୁ ପୂଜା କରିଥିଲେ । ପ୍ରଭୁ   ଜାମ୍ବେଶ୍ଵର ମହାଦେବ ତାଙ୍କୁ ଦର୍ଶନ ଦେଇ କହିଲେ ତୁମେ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିରରେ  ବାଇଶି ପାହାଚ ନିର୍ମାଣ କରି ନିଜ ପୁତ୍ର କୁ ସେହି ପାହାଚରେ ଗଡାଇ ଦିଅ ସେ ହଜାର ଅମର୍ର ହୋଇଯିବ ।

ରାଜା ଠିକ ସେହି ପରି କଲେ ଓ ତାଙ୍କ ପୁଅ ବହୁତ ବର୍ଷ ପାଇଁ ଅମର୍ର ହୋଇଯାଇଥିଲା । ତେଣୁ ମାନ୍ୟତା ଅନୁସାରେ ଏବେ ମଧ୍ୟ ପିତାମାତା ନିଜର ପିଲାମାନଙ୍କୁ  ଏହି ବାଇଶି ପାହାଚରେ ଗଡାଇ ଦିଅନ୍ତି ଓ ରୋଗ ରୁ ମୁକ୍ତ ହୁଅନ୍ତି । ସିଂହ ଦ୍ଵାରା ଆଡୁ ମନ୍ଦିରକୁ ଗଲେ ଦ୍ଵିତୀୟ ପାହାଚ ମଝିରେ ଏକ କଳା ରଙ୍ଗର ମୁଗୁନି ପଥର ପଡିଥିବାର ଦେଖିଥାନ୍ତି ।

ତେବେ ଦେଶନ କଲା ପରେ କେବେ ବି ତାହାକୁ ଚଡିକି ଆସିବେ ନାହିଁ । କାରଣ ଏହି ପଥର କୁ ଯମ ଶିଳା କୁହାଯାଏ  । ଯମ ଦୁତ ମାନେ ଏଠାରେ ରୁହନ୍ତି ବୋଲି କୁହାଯାଏ । ଏଠାରେ ପାଦ ଦେଲେ ପୂର୍ବରୁ ଥିବା ପାପ ସବୁ ଏଠାରେ ରହିଯାଏ ଓ ଯମ ଦଣ୍ଡ ମିଳେନାହି ବୋଲି କୁହାଯାଏ , କିନ୍ତୁ ଯଦି ଆପଣ ଦର୍ଶନ ସାରି ଏହି ଶିଳା ରେ ପାଦ ଦେଇଦିଅନ୍ତି ।

ଆପଣ କାଳିଆ ସାନ୍ତ କୁ ଦର୍ଶନ କରି ଯେଉଁ ଅର୍ଜନ କରିଥିବେ ତାହା ଯମ ଦୁତ ମାନେ ନେଇଯିବେ । ତେଣୁ କରି କେବେ ବି ଦର୍ଶନ ସାରି ଏହି ବାଟ ଦେଇ ଫେରିବେ ନାହିଁ । ବାଇଶ ପାହାଚର ତୃତୀୟ ନମ୍ବର ପାହାଚରେ ଅଛନ୍ତି ସ୍ଵୟଂ କାଶୀବିଶ୍ଵନ୍ନାଥ ବିରାଜିତ ଏହାର ଏକ ସୁନ୍ଦର କାହାଣୀ ମଧ୍ୟ ରହିଛି ଥରେ ଏକ ଫୁଲମାଳୀ ପ୍ରଭୁ ଜଗନ୍ନାଥ ଙ୍କ ପାଖକୁ ଯାଇ ତାହାର କିଛି ଅର୍ଥ ଦରକାର ସେହି ଅର୍ଥ ହେଲେ ସେ କାଶୀ ଯାଇ  କାଶୀବିଶ୍ଵନ୍ନାଥ ଙ୍କର ଦର୍ଶନ କରିବ  ବୋଲି କହିଲା ।

ତେବେ ପ୍ରଭୁ କହିଲା ତମେ ମୋର  ବାଇଶି ନମ୍ବର ରେ ଏକ ଜଟ ବସିଥିବେ ତାଙ୍କ ଯାଇକି କୁହ ଯେବେ ସେ ମାଳୀ ଯାଇ ପଚାରିଲା ତେବେ ସେ ଜଟ କହିଲେ  ତୁମେ ଯାଇ ପ୍ରଭୁ ଜଗନ୍ନାଥ କୁ ପଚାର ମୁ କେବେ ଏହି ତୃତୀୟ ପାହାଚ ରୁ ଚତୁର୍ଥ ପାହାଚ କୁ ଯିବି ବୋଲି ସେ ସ୍ତ୍ରୀ ମାଳୀ ଯାଇ ପଚାରିବାରୁ ପ୍ରଭୁ କହିଲେ ତୁମର ଆହୁରି ଏତେ ପୂଣ୍ୟ ହେଇନି କି ତମେ ଚତୁର୍ଥ ପାହାଚକୁ ଯିବାର । ସେ ଫୁଲମାଳୀ  ଯାଇ ଏହି ବିଷୟ ସେହି ଜଟ କୁ କହିଲେ ସେ ତେବେ କହିଲେ ହୋ ମାଳୀ ତମେ କେତେ ଭାଗ୍ୟବାନ ତମେ ସବୁ ଦିନ ପ୍ରଭୂକ ଦର୍ଶନ କରୁଛ ।

କିନ୍ତୁ ମୁ କେବଳ ବର୍ଷକୁ ଥରେ  ଦର୍ଶନ କରିଥାଏ । ତମେ ଯାହାଙ୍କୁ ଦର୍ଶନ କରିବାକୁ  ଚାହୁଛ ମୁ ସେହି  କାଶୀବିଶ୍ଵନ୍ନାଥ ଅଟେ ।  ଏହି ପରି କାଶୀବିଶ୍ଵନ୍ନାଥ  ବାଇଶି ପାହାଚର ତୃତୀୟ -ପାହାଚରେ ବିରାଜିତ ଅଟନ୍ତି । ଭକ୍ତ ମାନେ ଏହି ବାଇଶି ପାହାଚ ଛଡିବା ସମୟରେ ତାଙ୍କର ବାଇଶି ପାପ କୁ ସ୍ଵୀକାର କରିଥାନ୍ତି । ଆପଣଙ୍କୁ ଯଦି ଏହି ବିଷୟ ସବୁ ପସନ୍ଦ ହୋଇଥାଏ । ତେବେ ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *