Jyotish Shastra- ଦୀର୍ଘ 600 ବର୍ଷ ପରେ ମହାଶିବରାତ୍ରି (18 ଫେବୃୟାରୀ 2023 ) ରେ ମହାସଂଯୋଗ ! 6 ଟି ରାଶି ହେବେ ମାଲାମାଲ

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ମହାଶିବରାତ୍ରି ର ଖାସ ମହତ୍ଵ ରହିଛି ଆମ ହିନ୍ଦୁ ଧର୍ମରେ । ଶିବ ପୁରାଣ ଅନୁଯାୟୀ ଫାଲ୍ଗୁନ ମାସର କୃଷ୍ଣ ଚତୁର୍ଦ୍ଦସୀ କୁ ଜାଗର ପର୍ବ ମନା ଯାଇଥାଏ । ମାନ୍ୟତା ଅଛି ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜା ଅର୍ଚ୍ଚନା କରିଲେ ମହାଦେବ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ଚଳିତ ବର୍ଷ ଫେବୃଆରି 18 ଶନିବାର ଦିନ ପଡୁଛି ମହାଶିବରାତ୍ରି । ଭଗବାନ ଶିବଙ୍କୁ ସମର୍ପିତ ଜାଗର ପର୍ବ ଏହି ବର୍ଷ ଅନେକ ରାଶିଙ୍କ ପାଇଁ ଖାସ ରହିବାର ଅଛି ।

ଆଜି ଆମେ ଆପଣଙ୍କୁ ସେମିତି କିଛି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଭାଗ୍ୟଶାଳୀ ଅଟନ୍ତି । ମେଷ ରାଶି : ଜ୍ଯୋତିଷ ଗଣନା ଅନୁଯାୟୀ ଆସୁଥିବା ମହାଶିବରାତ୍ରି ମେଷ ରାଶିର ଲୋକଙ୍କ ପାଇଁ ବହୁତ ଖାସ ହେବ । ଏହି ଦିନ ମହାଦେବଙ୍କ ଅସୀମ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆୟରେ ବୃଦ୍ଧିର ଅନେକ ଅବସର ମିଳିବ । ଚାକିରିରେ ପ୍ରମୋସନା ଆହେବାର ଯୋଗ ଅଛି ।

ବୃଷ ରାଶି : ଏହି ବର୍ଷ ଜାଗର ପର୍ବ ଆପଣଙ୍କ ପାଇଁ ବହୁତ ଲାଭକାରୀ ରହିବାର ଅଛି । ଏହି ରାଶିର ଜାତକଙ୍କୁ ଚାକିରିରେ ପ୍ରମୋଶନ ମିଳିବାର ସମ୍ଭାବନା ଅଛି । ଅନେକ ସମୟରୁ ଅଟକିଥିବା କାମ ପୂରଣ ହେବ । କାର୍ଯ୍ୟ ସ୍ଥଳରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ । ଭୌତିକ ସୁଖ ସାଧନାରେ ବୃଦ୍ଧି ହେବ ।

ମିଥୁନ ରାଶି : ମହାଶିବରାତ୍ରି ପର୍ବ ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ ହେବ ନାହି । ଏହି ସମୟରେ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହେବ । ଚାକିରି କରୁଥିବା ଜାତକଙ୍କ ପାଇଁ ସମୟ ଅନୁକୂଳ ରହିବ । ଏହା ସହ ଘରକୁ ବଡ ଖୁସି ଖବର ଆସିବାର ସମ୍ଭାବନା ଅଛି ।

ଧନୁ ରାଶି : ଜ୍ଯୋତିଷ ଗଣନା ଅନୁଯାୟୀ ଏହି ବର୍ଷ ଜଗର ପର୍ବ ର ଶୁଭ ଅବସରରେ ଧନୁ ରାଶିର ଲୋକ ବହୁତ ଭାଗ୍ୟଶାଳୀ ରହିବେ । ଏହି ସମୟରେ ଆପଣଙ୍କ ମନର ବିଶେଷ ଇଚ୍ଛା ପୂରଣ ହେବ । କ୍ଯାରିୟରରେ ଆପଣ ଉଚ୍ଚ ଶିକ୍ଷା ଲାଭ କରିବେ । କାର୍ଯ୍ୟ କ୍ଷେତ୍ରରେ ଅନେକ ଅବସର ମିଳିବ ଓ ପ୍ରଶଂସା ହେବାରୁ ମନ ଖୁସି ରହିବ ।

ତୁଳା ରାଶି : ଏହି ବର୍ଷର ଜଗାର ପର୍ବ ପଣଙ୍କ ପାଇଁ ବହୁତ ମହତ୍ଵ ପୂର୍ଣ୍ଣ ସାବ୍ୟସ୍ତ ହେବ । ଭୋଳାନାଥ ଙ୍କ କୃପାରୁ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ । ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି । ମନୋକାମନା ପୁରା ହେବାର ଯୋଗ ଅଛି । ବ୍ୟାପାରୀଙ୍କୁ ଭଲ ଧନ ଲାଭ ହେବ ।

କୁମ୍ଭ ରାଶି : ବର୍ଷ 2023 କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ମହାଶିବରାତ୍ରି ଖାସ ରହିବାର ଅଛି । ମହାଦେବଙ୍କ କୃପାରୁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆର୍ଥିକ ସ୍ଥିତିରେ ସୁଧାର ହେବ । ଅଚାନକ ଧନ ଲାଭ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *